ଭଦ୍ରକ:ଦୁର୍ଘଟଣା ସ୍ଥଳକୁ ଆହତଙ୍କୁ ଚିକିତ୍ସାପାଇଁ ଯାଇଥିଲା ଆମ୍ବୁଲାନ୍ସ। ରାସ୍ତା ମଝିରେ ଜଳିଗଲା ୧୦୮। ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଅଧୀନ ବେତଡ଼ା ବଜାରରେ ଘଟିଛି ଏହି ଅଘଟଣ।ସୂଚନା ଅନୁଯାୟୀ ଆଜି ଅପରାହ୍ଣରେ ନରସିଂହପୁର ପଞ୍ଚାୟତର କାଳିଦାସପୁର ଗ୍ରାମର ଉପେନ୍ଦ୍ର କୁମାର ସାହୁଙ୍କ…
Author: Shree khetra News
ପାଣ୍ଡିଆନ ପାଇଁ ଘୁଞ୍ଚାଯାଉ ଥିଲା ମହାପ୍ରଭୁ ଙ୍କ ନୀତିକାନ୍ତି
ପୁରୀ :ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ରେ ଅନେକ ତ୍ରୁଟି ପରିଲକ୍ଷିତ ହେଉଛି। ଅତ୍ୟଧିକ ଦୁର୍ନୀତି ର ଅଭିଯୋଗ ମଧ୍ୟ ଆସିଛି। ଏ ସବୁ ମଧ୍ୟରେ ଜଣେ ଅଣଓଡ଼ିଆ ଅଫିସରର ମନମୁଖୀ କାର୍ଯ୍ୟ। ମୁଖ୍ୟମନ୍ତ୍ରୀ ଙ୍କ ବାହୁ ଛାୟାରେ ରହି…
ବୃଦ୍ଧଙ୍କ ମୃତ ଦେହ ଉଦ୍ଧାର
ଭୁବନେଶ୍ୱର :କେନାଲ ରୁ ବୃଦ୍ଧଙ୍କ ମୃତ ଦେହ ଉଦ୍ଧାର ହୋଇ ଥିବା ଖବର ଆମ ହସ୍ତଗ ହୋଇଛି l ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। କେନାଲରୁ ଖସିଯାଇ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି।…
ଜାତୀୟ ହାମର ବଲ୍ ଚାମ୍ପିଅନସିପ, ପୁରୀ
ପୁରୀ: ପୁରୀ ଶ୍ରୀ ଜଗନ୍ନାଥ ଷ୍ଟାଡିୟମ୍ ପରିସରରେ ଓଡିଶାରେ ପ୍ରଥମ ଥର ପାଇଁ ଆୟୋଜିତ ହେବ ଜାତୀୟ ହାମର ବଲ୍ ପୁରୁଷ ଏବଂ ମହିଳା ଚାମ୍ପିଅନସିପ କ୍ରିଡ଼ା ଉତ୍ସବ । ଆସନ୍ତା ୯ ଜୁନ ଠାରୁ ଆରମ୍ଭ ହେବାକୁ ଥିବା ଏହି…
କାର୍ତିକ ପାଣ୍ଡିଆନଙ୍କୁ ଦେଖାକରିବାକୁ ସମୟ ଦେଲେନି ଗୃହମନ୍ତ୍ରୀ ଅମିତ ଶାହା
ନୂଆଦିଲ୍ଲୀ ଏକଦା ଓଡିଶା ରାଜନୀତିର ସର୍ବଶକ୍ତିମାନ ନେତା ଥିଲେ ପାଣ୍ଡିଆନ।ଖବରରୁ ପ୍ରକାଶ ଯେ ଗତ ଦୁଇଦିନ ହେଲା ରାଜଧାନୀ ଦିଲ୍ଲୀରେ ଡେରା ପକାଇଛନ୍ତି ସେ। ଏକ ପଞ୍ଚତାରକା ହୋଟେଲରେ ଡେରା ପକାଇଛନ୍ତି। କେନ୍ଦ୍ର ଗୃହ ମନ୍ତ୍ରୀ ଙ୍କ ସହ ଦେଖା କରିବାକୁ…
ତାଇୱାନର ରାଷ୍ଟ୍ରପତିଙ୍କ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅଭିନନ୍ଦନ
ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଜୟକୁ ନେଇ ସାରା ବିଶ୍ୱରୁ ଅଭିନନ୍ଦନ ବାର୍ତ୍ତା ଆସୁଛି। ତାଇୱାନର ରାଷ୍ଟ୍ରପତି ଲାଇ ଚିଙ୍ଗ-ଟି ମଧ୍ୟ ମୋଦିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଯାହାର ପ୍ରତିଉତ୍ତରରେ ପ୍ରଧାନମନ୍ତ୍ରୀ ମୋଦୀ ଧନ୍ୟବାଦ ଜଣାଇଛନ୍ତି। ଏହି ଘଟଣା ଚାଇନାକୁ ଚକିତ କରିଛି।…
ହଠାତ ଲମ୍ବା ଛୁଟିରେ ଗଲେ ସୁଜାତା କାର୍ତ୍ତିକେୟନ
ଭିକେ ପାଣ୍ଡିଆନଙ୍କ ସ୍ତ୍ରୀ ସୁଜାତା କାର୍ତ୍ତିକେୟନକୁ ନେଇ ବର୍ତ୍ତମାନ ଏକ ଖବର ସାମ୍ନାକୁ ଆସିଛି । ଝିଅର ଦଶମ ଶ୍ରେଣୀ ପରୀକ୍ଷା ପ୍ରସ୍ତୁତି ପାଇଁ ରାଜ୍ୟ ସରକାରଙ୍କ ଅର୍ଥ ବିଭାଗର ସ୍ବତନ୍ତ୍ର ସଚିବ ସୁଜାତା ଆର୍ କାର୍ତ୍ତିକେୟନ୍ ୬ ମାସ ପାଇଁ…
ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ସବୁ ପ୍ଲାନ ଫେଲ,ମିଳିଲାନି ଅନ୍ତରୀଣ ଜାମିନ
କିଛିଦିନ ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଜାମିନ ମିଳିଥିଲା। କିନ୍ତୁ ଜାମିନଅବଧି ସରିବା ପୂର୍ବରୁ ଜାମିନକୁ ବଢ଼ାଇବାକୁ ଅନୁରୋଧ କରାଯାଇଥିଲା। କାରଣରେ କୁହାଯାଇ ଥିଲା କି କେଜ୍ରିୱାଲଙ୍କ ଠାରେ କିଛି ଡାକ୍ତରୀ ପରୀକ୍ଷଣ କରିବାର ଅଛି। କୋର୍ଟ କହିଥିଲେ ଯେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ…
ଇଭିଏମ ଭଙ୍ଗା ଘଟଣାରେ ଗିରଫ ପ୍ରଶାନ୍ତ ଜଗଦେବଙ୍କୁ ୩ଦିନ ପାଇଁ ଜାମିନ ମିଳିଲା
ସୂଚନାଯୋଗ୍ୟ ଚଳିତ ସାଧାରଣ ନିର୍ବାଚନରେ ଖୋର୍ଦ୍ଧାରୁ ବିଜେପିର ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦେବ ଗତ ୨୫ ତାରିଖ ବୋଲଗଡ଼ର ଏକ ବୁଥରେ ପଶି ଇଭିଏମ ଭଙ୍ଗାରୁଜା କରିଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା । ପରେ ପୋଲିସ ତାଙ୍କୁ ଗିରଫକରି ଅଦାଲତ…
ଅର୍ପଣ ରଥ ଚାଉଳରେ ପ୍ରସ୍ତୁତ ଖେଚୁଡ଼ି,କନିକା ବିତରଣ ବନ୍ଦ
ପରିକ୍ରମା ପ୍ରକଳ୍ପ ପାଇଁ ଗାଁ ଗାଁ ବୁଲି ଆଦାୟ କରାଯାଇଥିଲା ଅର୍ପଣ ଚାଉଳ। ପ୍ରାୟ ୧୩ହଜାର କ୍ବିଣ୍ଟାଲ ଚାଉଳ ସଂଗ୍ରହ କରାଯାଇଥିଲା। ଯାହା ଶ୍ରୀଗୁଣ୍ଡିଚା ମନ୍ଦିର ପରିସରରେ ଗଚ୍ଛିତ ରଖାଯାଇଥିଲା। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଓ ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତ୍ତିକ୍ରମେ ମହାପ୍ରଭୁଙ୍କ…
