କୋଲକାତା(ଶ୍ରୀକ୍ଷେତ୍ର ନ୍ୟୁଜ଼ ବ୍ୟୁରୋ): ବର୍ତ୍ତମାନର ଟ୍ରେଣ୍ଡ ଅନୁଯାୟୀ, ଏହି ବହୁ ପ୍ରତିକ୍ଷିତ ଲଢ଼େଇ ଭାରତୀୟ ଜନତା ପାର୍ଟି (ବିଜେପି) ସପକ୍ଷରେ ଯାଉଥିବା ଜଣାପଡ଼ୁଛି, ଯାହାକି ତୃଣମୂଳ କଂଗ୍ରେସ (ଟିଏମସି) ପାଇଁ ଏକ ବଡ଼ ଝଟକା। ବର୍ତ୍ତମାନ ସୁଦ୍ଧା ବିଜେପି ୧୯୦ଟି ଆସନରେ…
Category: BREAKING NEWS
ଜନ୍ମଦିନରେ ପୂର୍ବତନ କଂଗ୍ରେସ ଅଧ୍ୟାକ୍ଷା ସୋନିଆ ଗାନ୍ଧୀଙ୍କୁ କୋର୍ଟ ନୋଟିସ
ଭୁବନେଶ୍ୱର (ଶ୍ରୀକ୍ଷେତ୍ର ନ୍ୟୁ୍ଜ଼ ବ୍ୟୁରୋ): ସୂଚନାଯୋଗ୍ୟ ଯେ ଇତିମଧ୍ୟରେ ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ତଥା ବର୍ତମାନର କଂଗ୍ରେସ ପାର୍ଟିରୁ ରାଜ୍ୟସଭା ସାଂସଦ ସୋନିଆ ଗାନ୍ଧୀଙ୍କୁ ନୋଟିସ୍ ଜାରି କରିଛନ୍ତି। ୧୯୮୦ ମସିହାରେ ଭାରତୀୟ ନାଗରିକତା ହାସଲ…
ଏମ୍ସରେ ଆଖି ବୁଜିଲେ ବାଲେଶ୍ବର ଛାତ୍ରୀ: ଗାଁ ମଶାଣିରେ ଜଳିବ ପୀଡ଼ିତାଙ୍କ ଚିତା
ଭୁବନେଶ୍ୱର (ଶ୍ରୀକ୍ଷେତ୍ର ନ୍ୟୁ୍ଜ଼ ବ୍ୟୁରୋ): ଶେଷରେ ଜୀବନ ଯୁଦ୍ଧରେ ହାରିଗଲେ ବାଲେଶ୍ବର ଫକୀରମୋହନ ମହାବିଦ୍ୟାଳୟର ପୀଡ଼ିତା ଛାତ୍ରୀ। ସୋମବାର ବିଳମ୍ବିତ ରାତିରେ ଏମ୍ସ କର୍ତ୍ତୃପକ୍ଷ ତାଙ୍କୁ ମୃତ (କ୍ଲିନିକାଲ୍ ଡେଥ୍) ଘୋଷଣା କରିଛନ୍ତି। ଫଳରେ ନିଜ କଲେଜ ଅଧ୍ୟାପକଙ୍କ ଦ୍ବାରା ନିର୍ଯାତନାର…
ଏୟାର୍ ଇଣ୍ଡିଆ ବିମାନ ଦୁର୍ଘଟଣାରେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ମୃତ୍ୟୁ
ଅହମଦାବାଦ (ଶ୍ରୀକ୍ଷେତ୍ର ନ୍ୟୁ୍ଜ଼ ବ୍ୟୁରୋ) : ଏୟାର୍ ଇଣ୍ଡିଆ ବିମାନ (ଏଆଇ-୧୭୧) ଦୁର୍ଘଟଣାରେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ମୃତ୍ୟୁ ଘଟିଛି। ରୂପାନୀଙ୍କ ବୟସ ୬୮ ବର୍ଷ ଥିଲା। ସେ ୨୦୧୬ ରୁ ୨୦୨୦ ପର୍ଯ୍ୟନ୍ତ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲେ।…
ଅଦିନରେ ଇସ୍କନ କରିବ ବିବାଦୀୟ ରଥଯାତ୍ରା
ଭୁବନେଶ୍ୱର : ଆଷାଢ଼ ପୂର୍ବରୁ ଇସ୍କନ କରିବ ରଥଯାତ୍ରା । ଆସନ୍ତାକାଲି ଇଂଲଣ୍ଡର ଚେମ୍ସଫୋର୍ଡରେ ଆୟୋଜିତ ହେବ ରଥଯାତ୍ରା ।ଇସ୍କନ ଅନୁଗାମୀ ଓ ୟୁଟ୍ୟୁବର ଗୋବିନ୍ଦ କ୍ରିଷ୍ଣା ଦାସଙ୍କ ଫେସବୁକ୍ ପୋଷ୍ଟକୁ ନେଇ ଚର୍ଚ୍ଚା ଜୋର ଧରିଛି ।ମେ’ ୧୮ ତାରିଖ…
ବିଜେଡି ସଭାପତି ପଦ ପାଇଁ ନାମାଙ୍କନ ଭରିଲେ ନବୀନ ପଟ୍ଟନାୟକ
ଭୁବନେଶ୍ୱର (ସମୀର ରଞ୍ଜନ ନାୟକ):ବିଜେଡ଼ି ସଭାପତି ପଦ ପାଇଁ ନାମାଙ୍କନ ଭରିଲେ ନବୀନ ପଟ୍ଟନାୟକ। ୯ମ ଥର ପାଇଁ ଏକମାତ୍ର ପାର୍ଥୀ ଭାବେ ନାମାଙ୍କନ ଭରିଲେ ନବୀନ ।୧୯ ତାରିଖରେ ଘୋଷଣା ହେବ ନୂଆ ସଭାପତିଙ୍କ ନାଁ। ଖୁବ୍ ଶୀଘ୍ର ଘୋଷଣା…
କେତେ ଜଣଙ୍କୁ ଚୁପ୍ କରାଇବେ ନବୀନ : ପ୍ରଫୁଲ୍ଲ ମଲ୍ଲିକ
ଭୁବନେଶ୍ୱର (ସମୀର ରଞ୍ଜନ ନାୟକ): ପାଣ୍ଡିଆନଙ୍କୁ ନେଇ ନବୀନ ଯାହା କହିଲେ ବି ତାହାକୁ ସହଜରେ ମାନିପାରୁନାହାନ୍ତି ବିଜେଡିର ବରିଷ୍ଠ ନେତା | ଆଜି ବରିଷ୍ଠ ବିଜେଡି ନେତା ପ୍ରଫୁଲ୍ଲ ମଲ୍ଲିକ ବିସ୍ଫୋରଣ କରିଛନ୍ତି | ବିଜେଡି ନେତାଙ୍କ ହୋଟେଲ୍ ମେଳି…
ଶେଷରେ ମୁହଁ ଖୋଲିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, ପାଣ୍ଡିଆନଙ୍କୁ ନେଇ କହିଲେ
ଭୁବନେଶ୍ୱର (ସମୀର ରଞ୍ଜନ ନାୟକ) : ଓଡ଼ିଶାର ପୂର୍ବ ସରକାରରେ ପୂର୍ବତନ ୫ଟି ଅଧ୍ୟକ୍ଷ ଥିବା ଭିକେ ପାଣ୍ଡିଆନଙ୍କ ସପକ୍ଷରେ ମୁହଁ ଖୋଲିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ପାଣ୍ଡିଆନଙ୍କୁ ଟାର୍ଗେଟ୍ କରୁଥିବା ନେତାଙ୍କୁ ନବୀନ…
ଭାରତ ସରକାରଙ୍କ ଦ୍ୱାରା ସାରା ଦେଶରେ ଲାଗୁ ହେଲା ୱକଫ୍ ଆଇନ
ନୂଆଦିଲ୍ଲୀ (ଶ୍ରୀକ୍ଷେତ୍ର ନ୍ୟୁଜ଼ ବ୍ୟୁରୋ) ସାରା ଦେଶରେ ଲାଗୁ ହେଲା ୱକଫ୍ ଆଇନ। କେନ୍ଦ୍ର ସରକାର ଗେଜେଟ୍ ନୋଟିଫିକେସନ୍ ଜାରି କରି ୱାକଫ୍ ଅଧିନିୟମକୁ ଏପ୍ରିଲ୍ ୮ରୁ ପ୍ରଭାବୀ କରିଛନ୍ତି । ଗତ ସପ୍ତାହରେ ଏହି ବିଲ୍ ସଂସଦରୁ ପାରିତ ହେବା…
ଦିଲ୍ଲୀରୁ ଫେରି ପୂରା ଫାୟାର ମୁନା ଖାଁ: କହିଲେ, ‘ଦୋମୁହାଁ ନୀତି ଚଳିବନି’
ଭୁବନେଶ୍ୱର (ସମୀର ରଞ୍ଜନ ନାୟକ ): ସସ୍ମିତ ପାତ୍ରଙ୍କୁ କଡ଼ା ସମାଲୋଚନା କଲେ ସାଂସଦ ମୁନା ଖାନ୍ । ଦଳରେ ଦୋମୁହାଁ ନୀତି ଚଳିବ ନାହିଁ ବୋଲି କହିଲେ।ଯାହାର ଯିବାର ଅଛି ବିଜେପିକୁ ପଳାନ୍ତୁ, ଦୋମୁହାଁ ନୀତି ଚଳିବନି । ମୁଁ…
