ବରଗଡ (ଶ୍ରୀକ୍ଷେତ୍ର ନ୍ୟୁ୍ଜ଼ ବ୍ୟୁରୋ) : ୧୫ ବର୍ଷରୁ କମ୍ ସିଏମ ଟ୍ରଫି – ୨୦୨୫ ଫୁଟବଲ ପ୍ରତିଯୋଗିତା ରାଉରକେଲାସ୍ଥିତ ବିର୍ସା ମୁଣ୍ଡା ଷ୍ଟାଡିୟମଠାରେ ରବିବାର ଆୟୋଜିତ ଫାଇନାଲରେ ବରଗଡ ଏଫସି ପ୍ରତିପକ୍ଷ ଭୁବନେଶ୍ୱରକୁ ୩-୨ ଗୋଲ ବ୍ୟବଧାନରେ ପରାସ୍ତ କରି…
Category: ବରଗଡ
ଉତ୍କଳ ଆଲୁମିନା ତରଫୁର ମହାଡ଼ମ୍ବରରେ ବିଶ୍ୱ ପରିବେଶ ଦିବସ ପାଳିତ
ରାୟଗଡା(ଗୋପୀନାଥ ଗୌଡ଼): ରାୟଗଡା ଜିଲ୍ଲା ଟିକିରି ଅନ୍ତର୍ଗତ ଦୋରାଗୁଡ଼ା ସ୍ଥିତ ଉତ୍କଳ ଆଲୁମିନା ଇଣ୍ଟରନ୍ୟସନାଲ, ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରିଜ, ଆଦିତ୍ୟ ବିର୍ଲା ଗୃପ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଛି । ପ୍ଲାଷ୍ଟିକ ପ୍ରଦୂଷଣ ପ୍ରତ୍ୟାହତ ଵିଷୟବସ୍ତୁକୁ ନେଇ କାରଖାନା ପରିବେଶ…
ବନଖଣ୍ଡ ସ୍ତରୀୟ ୫୨ତମ ବିଶ୍ଵ ପରିବେଶ ଦିବସ ୨୦୨୫ ପାଳନ
ରାୟଗଡା (ଗୋପୀନାଥ ଗୌଡ଼): ରାୟଗଡା ବନଖଣ୍ଡର ଆମ ଜଙ୍ଗଲ ଯୋଜନା ତାଲିମ ହଲ ଠାରେ ବନଖଣ୍ଡ ସ୍ତରୀୟ ୫୨ତମ ବିଶ୍ଵ ପରିବେଶ ଦିବସ – ୨୦୨୫ ପାଳନ ହୋଇଯାଇଅଛି । ଏହି କାର୍ଯକ୍ରମ ରେ ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ସତ୍ୟ…
୯୦ ପ୍ରତିଶତ ମାର୍କ ରଖିଥିବା ଯୁକ୍ତଦୁଇ ଛାତ୍ରଛାତ୍ରୀଙ୍କୁ ଏକ ଲକ୍ଷଟଙ୍କା ପ୍ରଦାନ କରିବ ଆପ୍ରାଇଜ଼ ଗ୍ରୁପ୍
ବରଗଡ (ମୁକୁନ୍ଦ ଦାସ) ପଶ୍ଚିମ ଓଡିଶାର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଆପ୍ରାଇଜ଼ ଗ୍ରୁପ ତାର ବିଭିନ୍ନ ଶାଖାମାନଙ୍କରେ ବାପା ଓ ମା ଛେଉଣ୍ଡ ଛାତ୍ର ଓ ଛାତ୍ରୀ ମାନଙ୍କୁ ସମ୍ପୂର୍ଣ ମାଗଣାରେ ପାଠ ପଢାଇଵ ଓ ଯୁକ୍ତ ଦୁଇରେ ୯୦ ପ୍ରତିଶତ ମାର୍କ…
ପ୍ରସିଦ୍ଧ ବୈଶାଖମେଳା ପାଇଁ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ବିଭିନ୍ନ ଅଧିକାରୀଙ୍କୁ ନିମନ୍ତ୍ରଣ
ବରଗଡ (ମୁକୁନ୍ଦ ଦାସ) : ବରଗଡ ଜିଲ୍ଲାର ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ପ୍ରସିଦ୍ଧ ବୈଶାଖ ମେଳା ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଆଗାମୀ ୭ତାରିଖରୁ ୧୨ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି ମହୋତ୍ସବକୁ ଅଧିକ ସରସ ସୁନ୍ଦର…
ଜନତା ହାଇସ୍କୁଲରେ ପରିବେଶ ଶିକ୍ଷା କାର୍ଯ୍ୟକ୍ରମ
ବରଗଡ (ମୁକୁନ୍ଦ ଦାସ): ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଜନତା ସରକାରୀ ଉଚ୍ଚ ବିଦ୍ୟାଳୟ ଭୁକ୍ତାରେ ପରିବେଶ ଶିକ୍ଷା କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ ପରିପୋଷଣୀୟ ଜୀବନଶୈଳୀ ଉପରେ ଆଧାରିତ ବ୍ଲକସ୍ତରୀୟ ପ୍ରଦର୍ଶନୀ ବ୍ଲକ ଶିକ୍ଷା ଅଧିକାରୀ ଭାବନା ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ…
ବିଶ୍ୱ ଉପଭୋକ୍ତା ଅଧିକାର ଦିବସରେ ବିଷ ଅଧିକାରୀମାନଙ୍କ ପାଇଁ ‘ଗଭର୍ନମେଣ୍ଟ-କନେକ୍ଟ’ ଅଭିଯାନ
ବରଗଡ(ମୁକୁନ୍ଦ ଦାସ): ଭାରତୀୟ ମାନକ ବ୍ୟୁରୋ (BIS), ଭୁବନେଶ୍ୱର ଶାଖା କାର୍ଯ୍ୟାଳୟ ବିଶ୍ୱ ଉପଭୋକ୍ତା ଅଧିକାର ଦିବସ ଉପଲକ୍ଷେ ସରକାରୀ ଅଧିକାରୀମାନଙ୍କ ମଧ୍ୟରେ ଗୁଣବତ୍ତା ଏବଂ ମାନକଗୁଡ଼ିକ ଉପରେ ଜାଗୃକତା ଏବଂ ବୁଝିବା ଶକ୍ତି ବଢ଼ାଇବା ପାଇଁ’ଗଭର୍ନମେଣ୍ଟ-କନେକ୍ଟ’ (ଶାସନ ସଂଯୋଗ) ଅଭିଯାନ…
ଏଇଁଠାପାଲି ଗ୍ରାମରେ ରାମାୟଣ ପାରାୟଣର ଅଷ୍ଟମ ଦିନରେ ଆପ୍ ଜିଲ୍ଲା ଆବାହକଙ୍କ ଯୋଗଦାନ
ବରଗଡ଼ (ମୁକୁନ୍ଦ ଦାସ): ବରଗଡ଼ ବିଧାନସଭା ଅନ୍ତର୍ଗତ ବରପାଲି ବ୍ଲକ ର ଏଇଁଠାପାଲି ଗ୍ରାମରେ ରାମାୟଣ ପାରାୟଣ ର ଅଷ୍ଟମ ଦିନରେ ଆମ୍ ଆଦମୀ ପାର୍ଟି ର ଜିଲ୍ଲା ଆବାହକ ଭବାନୀ ସାହୁ ସମେତ ସମ୍ପାଦକ ସ୍ୱରୂପ ଭୋଇ, ଅସିତ ସାହୁ…
ପଞ୍ଚଦଶ ବ୍ଲକସ୍ତରୀୟ ହାଇସ୍କୁଲ ପ୍ରଧାନ ଶିକ୍ଷକଙ୍କ ମାସିକ ସମୀକ୍ଷା ବୈଠକ
ବରଗଡ଼(ମୁକୁନ୍ଦ ଦାସ): ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଜନତା ହାଇସ୍କୁଲ ଭୁକ୍ତାରେ ପ୍ରଧାନ ଶିକ୍ଷକ ଦୁର୍ଗା ପ୍ରସାଦ ନାୟକଙ୍କ ସଭାପତିତ୍ବରେ ହାଇସ୍କୁଲର ପ୍ରଧାନ ଶିକ୍ଷକଙ୍କ ବ୍ଲକସ୍ତରୀୟ ମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ମୁଖ୍ୟ ଅତିଥି ଭାବରେ ବ୍ଲକ ଶିକ୍ଷା…
ଜାପାନର ସାକୁରା କାର୍ଯ୍ୟକ୍ରମରେ ଯୋଗ ଦେବେ କେଶାଇପାଲି ହାଇସ୍କୁଲର ଛାତ୍ରୀ
ବରଗଡ଼ (ମୁକୁନ୍ଦ ଦାସ) : ବରଗଡ଼ ଜିଲ୍ଲା ଭଟଲି ବ୍ଲକ୍ ଅନ୍ତର୍ଗତ କେଶାଇପାଲି ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଦିବ୍ୟାଶା ପଧାନ ଭାରତ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ତଥା ଜାତୀୟ ନବପ୍ରବର୍ତ୍ତନ ପ୍ରତିଷ୍ଠାନ, ଭାରତଙ୍କ ମିଳିତ ଆନୁକୂଲ୍ୟରେ…