ବରଗଡ଼ ଧନୁଯାତ୍ରାର ପୂର୍ବତନ କଂସ ମହାରାଜ ଗୋପାଳ ସାହୁଙ୍କ ପରଲୋକ

ବରଗଡ଼ : ଇହଲୋକରେ ବରଗଡ଼ ପ୍ରସିଦ୍ଧ ଧନୁଯାତ୍ରାର ପୂର୍ବତନ କଂସ ମହାରାଜ ଗୋପାଳ ସାହୁ l ୭୦ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି l ଶ୍ୱାସ ଓ ମଧୁମେହ ରୋଗରେ ପୀଡ଼ିତ ହୋଇ ଝାରସୁଗୁଡାର ଏକ ହସ୍ପିଟାଲରେ ଭର୍ତ୍ତି ହେଇଥିଲେ…

ଝାରସୁଗୁଡାରେ ମହାପ୍ରଭୁଙ୍କ ରଥ ଟଣା ସମୟରେ ଅଘଟଣ

ଝାରସୁଗୁଡା: ସବୁ ସେଇ ମହାବାହୁଙ୍କ ଇଛା। ତାଙ୍କ ଇଚ୍ଛାରେ ସଂସାର ଚାଲୁଛି।ଝାରସୁଗୁଡ଼ା ଜିଲ୍ଲା ବଡ଼ମାଲ ଥାନା କୁକୁଜଙ୍ଘା ଜଗନ୍ନାଥ ମନ୍ଦିରରେ ରଥ ଟଣା ବେଳେ ଅଘଟଣ।ଚକ ତଳେ ଚାପି ହୋଇ ଜଣେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଛି।ମୃତକ ଜଣଙ୍କ ହେଲେ ଶ୍ୟାମ ସୁନ୍ଦର…

error: Content is protected !!