ଭୂଦୋ ମାସର୍ ଉଜଲ୍ ପଞ୍ଚମୀ ଗଣେଶ୍ ପୂଜାର୍ ବାସି,ଇ ଦିନେ ତ ନୁଆଁଖାଇ ତିହାର୍ ମାନସୁଁ କୋଶଲ୍ ବାସୀ ll ଚଷା ପୁଅର୍ ବଡଖା ତିହାର୍ ଆଇଛେ ଆଏଜ୍ ଭାଇ,ବଛର୍ ଟାକେ ସଭେ ମାନସନ୍ ଭାବର୍ ନୁଆଁଖାଇ ll ଖେତ୍ ମଜରିଆ…
Category: କବିତା
ଏଇତ ମୋ ସ୍ୱର୍ଗ …
କୁଆଁ କୁଆଁ ଡାକି ଯା’ କାନ୍ଥ ବାଡ଼ କମ୍ପାଇଲିପେଟେଇ ଆଣ୍ଠେଇ ଯା ‘ପରେ ଚାଲିବା ଶିଖିଲି,ଯା’ ଚାଳ ବଞ୍ଚାଇଲା ଖରା ଓ ବର୍ଷାରୁଯା’ କାନ୍ଥ ରୋକି ନେଲା କୋହରା ଶୀତରୁ,ସେଇ ମୋ ଘର, ସାକ୍ଷୀ ମୋ ଅସ୍ତିତ୍ୱର I ମୋ ଷଠିଘର…