ବଅଁରପାଳ (ଅଜିତ କୁମାର ଭୋଇ) : ବଅଁରପାଳ ବ୍ଲକ ଅନ୍ତର୍ଗତ ଗଡ଼ ବୁଢ଼ାପଙ୍କ ଗ୍ରାମର ଆମ୍ବସାହି ଦେଇ ଯାଇଥିବା ରେଙ୍ଗାଳି ଦକ୍ଷିଣ କେନାଲରେ ବୁଡ଼ି ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚିନ୍ତାର ବାତାବରଣ ସୃଷ୍ଟି…
Category: ଅନୁଗୁଳ
କଣିହାଁରେ ଯୌତୁକ ଜନିତ ମୃତ୍ୟୁ ଅଭିଯୋଗ ! ସ୍ୱାମୀ ଗିରଫ ।
ଅନୁଗୋଳ (ଅଜିତ କୁମାର ଭୋଇ): କଣିହାଁ ଥାନା ଅଞ୍ଚଳରେ ଯୌତୁକ ଜନିତ ମୃତ୍ୟୁ ଅଭିଯୋଗ!ଅଧିକ ଟଙ୍କା ଦାବି କରି ବୋହୂଙ୍କୁ ନିର୍ଯାତନା ଓ ହତ୍ୟା କରାଯାଇଥିବା ନେଇ ଶାଶୂଘର ଲୋକଙ୍କ ବିରୋଧରେ ଅଭିଯୋଗ। ଏହି ଘଟଣାରେ ମୃତ ମହିଳାଙ୍କ ସ୍ୱାମୀ ମଣ୍ଟୁ…
“ବିଦାୟର ଶେଷ ବନ୍ଧୁ”ସାମାଜିକ ସଂଗଠନର ଅସହାୟଙ୍କୁ ଶବଦାହ ନିମନ୍ତେ ମାଗଣା କାଠ ପ୍ରଦାନ
ଅନୁଗୋଳ (ଅଜିତ କୁମାର ଭୋଇ) : ଜୀବନ ଅଛି ମାନେ ମୃତ୍ୟୁ ସୁନିଶ୍ଚିତ। ମଣିଷର ମୃତ୍ୟୁ ହେଲେ ଶ୍ମଶାନ ରେ ଶବ ଦାହ କରାଯାଏ। ହେଲେ ଶବ ଦାହ ପାଇଁ ଜାଳେଣି କାଠ ସଂଗ୍ରହ ସମସ୍ତଙ୍କ ପକ୍ଷେ ସମ୍ଭବ ହୋଇନଥାଏ। ଏହି…
ଚିକେନ ତରକାରୀରେ ମୂଷାମରା ବିଷ ଦେଇ ହତ୍ୟା ! ସ୍ୱାମୀଙ୍କ ହତ୍ୟାକାରୀ ସ୍ତ୍ରୀ ଓ ପ୍ରେମିକ ଗିରଫ
ଅନୁଗୋଳ(ଅଜିତ କୁମାର ଭୋଇ) : ପ୍ରେମ ସମ୍ପର୍କକୁ ନେଇ ସ୍ୱାମୀଙ୍କ ସହ ବିବାଦ ଶେଷରେ ଭୟଙ୍କର ରୂପ ନେଇଥିବା ଅଭିଯୋଗ। ଚିକେନ ତରକାରୀରେ ମୂଷାମରା ବିଷ ମିଶାଇବା ପରେ ଗଳା ଚିପି ଓ କୁରାଢ଼ୀରେ ଆକ୍ରମଣ କରି ହତ୍ୟା କରାଯାଇଥିବା ମାମଲାରେ…
ବଅଁରପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅଚଳ ପ୍ରିଣ୍ଟର: ମୋବାଇଲକୁ ପଠାଯାଉଛି ପରୀକ୍ଷା ରିପୋର୍ଟ
ବଅଁରପାଳ/ଅନୁଗୋଳ(ଅଜିତ କୁମାର ଭୋଇ) :ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ମୁଖ୍ୟାଳୟସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର (CHC)ରେ ସ୍ୱାସ୍ଥ୍ୟ ସେବାର ବିକଳ ଚିତ୍ର ସାମ୍ନାକୁ ଆସିଛି। ସ୍ୱାସ୍ଥ୍ୟ କେନ୍ଦ୍ରରେ ଲାବୋରେଟୋରୀର ପ୍ରିଣ୍ଟିଙ୍ଗ୍ ମେସିନ୍ ଦୀର୍ଘ ଦିନ ହେବ ଅଚଳ ହୋଇ ପଡ଼ିରହିଥିବାରୁ ଏଠାକୁ…
ବାଲ୍ୟ ବିବାହ, ଶିଶୁ ଶ୍ରମ ଓ ଯୌନ ନିର୍ଯାତନା ରୋକିବା ଉପରେ ଗୁରୁତ୍ୱାରୋପ
ଛେଣ୍ଡିପଦା (ଅଜିତ କୁମାର ଭୋଇ): ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ଟେଣ୍ଟୁଲୋଇ ଗ୍ରାମ ପଞ୍ଚାୟତର ଟେଣ୍ଟୁଲୋଇ ଗ୍ରାମରେ ବିଶ୍ୱ ଯୁବ କେନ୍ଦ୍ର, ବାଣୀନାଳୀ, ଅନୁଗୋଳ ପକ୍ଷରୁ ପରିଚାଳିତ ‘ଜଷ୍ଟ ରାଇଟ୍ ଫର୍ ଚିଲ୍ଡ୍ରେନ୍’ ଅଭିଯାନ ଅନ୍ତର୍ଗତ ଏକ ଗ୍ରାମସ୍ତରୀୟ ଶିଶୁ…
ତାଳଚେର ନୀଳକଣ୍ଠେଶ୍ୱର ମହାବିଦ୍ୟାଳୟରେ ABVPର ବାଜିମାତ୍
ତାଳଚେର(ଅଜିତ କୁମାର ଭୋଇ) : ତାଳଚେର ବଲଣ୍ଡାସ୍ଥିତ ନୀଳକଣ୍ଠେଶ୍ୱର ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ABVP)କୁ ବଡ଼ ସଫଳତା ମିଳିଛି। ମହାବିଦ୍ୟାଳୟରେ ABVPର ୧୬ ଜଣ ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ବିଜୟୀ ହୋଇଛନ୍ତି।ଏହି ସଫଳତାକୁ ନେଇ ABVP…
ବଅଁରପାଳ କଲେଜ ଛାତ୍ର ସଂସଦ ନିର୍ବାଚନ: ୧୨ ନାମାଙ୍କନ ଖାରଜ, ମଇଦାନରେ ୬ ପ୍ରାର୍ଥୀ
ଅନୁଗୁଳ/ବଅଁରପାଳ (ଅଜିତ କୁମାର ଭୋଇ) : ଅନୁଗୋଳ ଜିଲ୍ଲା ବଅଁରପାଳସ୍ଥିତ ପାଞ୍ଚଗଡ଼ ସୋମନାଥ ସିଂହ ଜଗଦ୍ଦେବ ଡିଗ୍ରୀ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ଚଳଚଞ୍ଚଳ ହୋଇଉଠିଛି କଲେଜ ପରିସର। ନାମାଙ୍କନ ପତ୍ର ଯାଞ୍ଚ ପରେ ୧୨ଟି ପ୍ରାର୍ଥିପତ୍ର ଖାରଜ ହୋଇଥିବା…
ଗୁରୁତର ଉଦ୍ଧାର ବାରହା ଚିକିତ୍ସାଧିନ ଅବସ୍ଥାରେ ମୃତ
ଅନୁଗୋଳ (ଅଜିତ କୁମାର ଭୋଇ) : ଅନୁଗୋଳ ଜିଲ୍ଲା ବନ୍ତଳା ବନାଞ୍ଚଳ ଅନ୍ତର୍ଗତ ଖାଲଗାଁ ଗ୍ରାମରେ ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇଥିବା ଏକ ବାରହାର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ବାରହାଟି ଗୁରୁତର ଅବସ୍ଥାରେ ଥିବା ଖବର ପାଇବା ପରେ ବନ୍ତଳା…
ଯୁବତୀ ଚାଲାଣ ମାମଲାରେ ୪ ଗିରଫ,ମଧ୍ୟପ୍ରଦେଶରୁ ୨ ଓ ଅନୁଗୋଳରୁ ୨ ଗିରଫ
ଅନୁଗୋଳ (ଅଜିତ କୁମାର ଭୋଇ) :ଜଣେ ୨୩ ବର୍ଷୀୟା ଯୁବତୀଙ୍କୁ ଅପହରଣ କରି ମଧ୍ୟପ୍ରଦେଶ ନେଇଯିବା ଅଭିଯୋଗରେ ଅନୁଗୋଳ ପୁଲିସ ୩ ଦିନ ମଧ୍ୟରେ ତାଙ୍କୁ ଉଦ୍ଧାର କରିଛି। ଏହି ଘଟଣାରେ ୪ ଜଣ ଗିରଫ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨…
