ଭୁବନେଶ୍ୱର :ପ୍ରଥମରୁ ହିଁ ଓଡ଼ିଆ ଅସ୍ମିତା କଥା କହିଥିଲା ବିଜେପି। ଦଳ ବିଜୟୀ ହେବା ପରେ ପ୍ରଥମ ମୁଖ୍ୟମନ୍ତ୍ରୀ ଓଡ଼ିଆ ପରମ୍ପରା କୁ ପ୍ରାଧାନ୍ୟ ଦେବା ଆରମ୍ଭ କରିଛନ୍ତି। ଲୋକସେବାଉ ଭବନରୁ କାମ ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ…
Author: Shree khetra News
ପାକିସ୍ତାନରେ ଆୟୋଜିତ ହେବ ଆଗାମୀ ଚାମ୍ପିଅନ୍ସ ଟ୍ରଫି
ନୂଆଦିଲ୍ଲୀ :ଟିମ୍ ଇଣ୍ଡିଆ ନିକଟରେ ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱରେ ଟି-20 ବିଶ୍ୱକପ୍ 2024 ଜିତିଛି। ଟି-20 ବିଶ୍ୱକପ୍ ଜିତିବା ପରେ ଟିମ୍ ଇଣ୍ଡିଆକୁ 2025 ମସିହାରେ ପାକିସ୍ତାନ ଯାଇ ଚାମ୍ପିଅନ୍ସ ଟ୍ରଫି 2025ରେ ଖେଳିବାକୁ ପଡ଼ିବ। ପାକିସ୍ତାନରେ ହେବାକୁ ଥିବା…
ପିଏମ ନରେନ୍ଦ୍ର ମୋଦୀଙ୍କୁ ଭେଟିଲେ ବିଶ୍ଵବିଜୟୀ କ୍ରିକେଟ ଦଳ,ଦେଖନ୍ତୁ ଭିଡ଼ିଓ
ନୂଆଦିଲ୍ଲୀ :ବାରବାଡୋସରୁ ଦିଲ୍ଲୀ ଫେରିଥିବା ବିଶ୍ଵବିଜୟୀ ଭାରତୀୟ କ୍ରିକେଟ୍ ଟିମ୍ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି । ଏହାର ଭିଡ଼ିଓ ଏବେ ସାମ୍ନାକୁ ଆସିଛି । ଭିଡ଼ିଓରେ ଦେଖାଯାଉଛି କି ଅଧିନାୟକ ରୋହିତ ଶର୍ମା, ବ୍ୟାଟର ବିରାଟ କୋହଲୀ, ଅଲରାଉଣ୍ଡର…
ରଥଯାତ୍ରା ପ୍ରସ୍ତୁତି ସମ୍ପର୍କ ରେ ପୋଲିସ ବିଭାଗ ର ବୈଠକ ଅନୁଷ୍ଠିତ
ପୁରୀ : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରାର ସୁପରିଚାଳନା ନିମନ୍ତେ ଡିଜିପି ଶ୍ରୀ ଅରୁଣ କୁମାର ଷଡଙ୍ଗୀଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ପୁରୀସ୍ଥିତ ଟାଉନ ହଲଠାରେ ଅନୁଷ୍ଠିତ ହୋଇଯାଇଛି। ରଥଯାତ୍ରାକୁ ଶୃଙ୍ଖଳିତ, ଅଘଟଣ ମୁକ୍ତ ତଥା ଭକ୍ତଙ୍କୁ ଉପଯୁକ୍ତ ସେବା…
ଅଗ୍ନିବୀର ଅଜୟ କୁମାରଙ୍କୁ କ୍ଷତିପୂରଣ ଦିଆଯାଇନଥିବା ଖବରକୁ ଭାରତୀୟ ସେନାର ଅସ୍ବୀକାର
ନୂଆଦିଲ୍ଲୀ:ଅଗ୍ନିବୀର ଅଜୟ କୁମାରଙ୍କ ପରିବାରକୁ କୌଣସି କ୍ଷତିପୂରଣ ଦିଆଯାଇନଥିବା ଖବରକୁ ଭାରତୀୟ ସେନା ଅସ୍ୱୀକାର କରିଛି। ସେହିଭଳି ଏକ ଦାବି ରାହୁଲ ଗାନ୍ଧୀ ମଧ୍ଯ କରିଥିଲେ, ଯିଏ କହିଥିଲେ ଯେ ଅଗ୍ନିବୀର ଅଜଯ଼ କୁମାରଙ୍କ ପରିବାରକୁ କ୍ଷତିପୂରଣ ଦିଆଯାଇଛି ବୋଲି ପ୍ରତିରକ୍ଷା…
ରଥଯାତ୍ରା ପାଇଁ ମକଡ୍ରିଲ ଅନୁଷ୍ଠିତ।
ପୁରୀ :ଆଗାମୀ ରଥଯାତ୍ରା କୁ ଶୃଙ୍ଖଳିତ ତଥା ସୁରକ୍ଷିତ ଭାବେ ସମ୍ପର୍ଣ୍ଣ ପାଇଁ ବିଭିନ୍ନ ବିଭାଗ ମଧ୍ୟରେ ସୁସମନ୍ୱୟ ର ଏକ ମକଡ୍ରିଲ ଆଜି ଟାଉନ ଥାନା ପରିସରର ସମନ୍ବିତ ନିୟନ୍ତ୍ରଣ କକ୍ଷ ଅନୁଷ୍ଠିତ ହୋଇଥିଲା ।ଏଥିରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ…
କର୍ଣ୍ଣାଟକରେ କଣ କଂଗ୍ରେସ ନିଜ ଘୋଟଲାର ପୁରୁଣା ଅଭ୍ୟାସ ଦେଖାଇଲା?
ବାଙ୍ଗାଲୋର: କର୍ଣ୍ଣାଟକରେ ମୁଖ୍ଯମନ୍ତ୍ରୀ ପରିବର୍ତ୍ତନ ଏବଂ ଅତିରିକ୍ତ ଉପମୁଖ୍ଯମନ୍ତ୍ରୀ ନିଯୁକ୍ତିକୁ ନେଇ କଂଗ୍ରେସରେ ଗଣ୍ଡଗୋଳ ମଧ୍ଯରେ, ସି.ଏମ. ସିଦ୍ଧରମୈୟାଙ୍କୁ ବିରୋଧୀମାନେ 4,000 କୋଟି ଟଙ୍କାର ଜମି ଦୁର୍ନୀତିରେ ସମ୍ପୃକ୍ତ ଥିବା ଅଭିଯୋଗ କରିଛନ୍ତି। ରାଜ୍ଯ ସରକାର ଚାହୁଁଛନ୍ତି ଯେ ଏହି ମାମଲାର…
ରାହୁଲ ଗାନ୍ଧୀଙ୍କୁ ପ୍ରିଯ଼ଙ୍କା ଭଦ୍ରାଙ୍କ ପୂର୍ବତନ ପରାମର୍ଶଦାତାଙ୍କ ତାଛଲ୍ୟ
ସମ୍ଭଲ: ସୋସିଆଲ ମିଡ଼ିଆ ଏକ୍ସ “ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟ୍ୟାଗ କରି ଆଚାର୍ଯ୍ଯ ପ୍ରମୋଦ କ୍ରିଷ୍ଣମ ପରିହାସ କରି କହିଛନ୍ତି ଯେ ଆପଣ ଆଜି ପିଲାକୁ ଟିକେ ଅଧିକ ଧୋଇଛନ୍ତି। ଯ଼ୁପିର ସମ୍ଭଲର କଲ୍କି ଧାମର ପୀଠାଧୀଶ୍ୱର ମଧ୍ଯ କହିଛନ୍ତି,…
ମଠ ମାନଙ୍କ ସମସ୍ୟାର ସମାଧାନ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ
ପୁରୀ: ଶ୍ରୀକ୍ଷେତ୍ର ମଠାଧୀଶ ସେବା ସଙ୍ଘ ତରଫରୁ ଓଡିଶାର ସାଧୁ, ସନ୍ଥ ତଥା ମଠାଧୀଶ ମାନେ ପୁରୀ ଟାଉନ ହଲ ପରିସରରେ ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ପୁରୀର ମଠ ମାନଙ୍କ ବିଭିନ୍ନ ସମସ୍ୟା ଏବଂ ମୌଳିକ ସୁବିଧା ପ୍ରଦାନ…
ସୁସ୍ଥ ହେଲେ ମହାପ୍ରଭୁ,ଆଜି ରାଜପ୍ରସାଦ ବିଜେ
ପୁରୀ : ଶ୍ରୀକ୍ଷେତ୍ର ରେ ଅଣସର ଏକାଦଶୀ ଦିନ ଦଶମୂଳ ମୋଦକ ଲାଗି ପରେ ଠାକୁରମାନେ ସୁସ୍ଥ ହୋଇ ଉଠନ୍ତି। ସେଦିନ ସେମାନଙ୍କୁ ଚନ୍ଦନଲାଗି କରାଯାଏ। ସେହି ଘୋରା ଚନ୍ଦନରେ କର୍ପୂର, କେଶର ଆଦି ମିଶିଥାଏ। ସେହିଦିନ ରାଘବ ଦାସ ମଠ…
