ଚଣ୍ଡୀଗଡ଼: କଂଗ୍ରେସ ଶାସିତ ହିମାଚଳ ପ୍ରଦେଶ ଏବଂ କର୍ଣ୍ଣାଟକ ପରେ, ବର୍ତ୍ତମାନ ଆମ୍ ଆଦମୀ ପାର୍ଟି ଶାସିତ ପଞ୍ଜାବ, ନିର୍ବାଚନ ଜିତିବା ପାଇଁ ବଣ୍ଟନ କରାଯାଇଥିବା ମାଗଣା ଉପହାର ସରକାରକୁ କଳଙ୍କିତ କରିଦେଇଛି। ଆପ୍ ର ଦିଲ୍ଲୀ ସରକାରଙ୍କ ପଦାଙ୍କ ଅନୁସରଣ…
Category: BREAKING NEWS
ସାଲିଆ ସାହିରେ କମିଶନରେଟ ପୋଲିସର ବଡ଼ଧରଣର ରେଡ
ଭୁବନେଶ୍ୱର : ଭୁବନେଶ୍ୱର ସହରରେ କମିଶନରେଟ ପୋଲିସ ଦେଶୀ ମଦ କାରଖାନା ଠାବ ଖବର ମିଳିଛି। ମିଳିଥିବା ଖବର ଅନୁଯାଇ ସାଲିଆ ସାହିରେ ୩ ଦେଶୀ ମଦ କାରଖାନା ଠାବବଡ଼ ଧରଣର ରେଡ୍ କରି ଠାବ କଲା କମିଶନରେଟ୍ ପୁଲିସ୍ ବିପୁଳ…
ନେପାଳରେ ବସ୍ ନଦୀରେ ପଡ଼ିଲା,୨୭ ଭାରତୀୟ ପର୍ଯ୍ଯଟକଙ୍କ ମୃତ୍ୟୁ,୧୬ ଆହତ
ନୂଆଦିଲ୍ଲୀ : ନେପାଳ ବସ୍ ଦୁର୍ଘଟଣା ବସ୍ ଟି ପର୍ଯ୍ଯଟନ ସହର ପୋଖରାରୁ ରାଜଧାନୀ କାଠମାଣ୍ଡୁ ଅଭିମୁଖେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଶୁକ୍ରବାର ଦିନ ପର୍ଯ୍ଯଟକମାନଙ୍କୁ ନେଇ ଯାଉଥିବା ଏକ ବସ୍ ନେପାଳୀ ରାଜପଥରୁ ଏକ ନଦୀରେ ଖସି…
୩୭୦ର ପୁନଃ ପ୍ରଣୟନ, ଆତଙ୍କବାଦୀଙ୍କ ଖଲାସ,ପାକ ସହ ମିତ୍ରତା ସପକ୍ଷରେ NC ଓ କଂଗ୍ରେସ
ନୂଆଦିଲ୍ଲୀ : ୨୦୧୯ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏନଡିଏ ବିପୁଳ ସଂଖ୍ୟାଗରିଷ୍ଠତା ସହ କେନ୍ଦ୍ରରେ କ୍ଷମତା ହାସଲ କରିଥିଲା। ତାଙ୍କ ସରକାରଙ୍କ ପ୍ରଥମ ପ୍ରମୁଖ ପଦକ୍ଷେପ ଥିଲା ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ, ଯାହା ଜାମ୍ମୁ କାଶ୍ମୀରକୁ ସ୍ୱତନ୍ତ୍ର…
ନ୍ୟାସନାଲ କନଫରେନ୍ସ ଓ କଂଗ୍ରେସ ଡିଲ ପରେ ଅମିତ ଶାହାଙ୍କ ରାହୁଲ ଗାନ୍ଧୀଙ୍କୁ ୧୦ଟି ପ୍ରଶ୍ନ
ନୂଆଦିଲ୍ଲୀ : ଜାମ୍ମୁ-କାଶ୍ମୀରରେ ୨୦୨୪ ବିଧାନସଭା ନିର୍ବାଚନ ଘୋଷଣା ହେବା ପରଠାରୁ ରାଜନୈତିକ ଦଳଗୁଡ଼ିକ ନିଜର ଶକ୍ତି ବୃଦ୍ଧି କରୁଛନ୍ତି। କଂଗ୍ରେସ ଏବଂ ନ୍ୟାସନାଲ କନଫରେନ୍ସ ମିଳିତ ଭାବେ ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ନ୍ୟାସନାଲ କନଫରେନ୍ସ ମୁଖ୍ଯ ତଥା ପୂର୍ବତନ…
କଂଗ୍ରେସ ଭାରତ ଉପରେ କବ୍ଜା କରିବାକୁ ଚାହୁଁଛି ! ମଲ୍ଲିକାର୍ଜୁନ ଖଡଗେଙ୍କ ବୟାନକୁ ନେଇ ଝଡ
ନୂଆଦିଲ୍ଲୀ : କଂଗ୍ରେସ ରାଷ୍ଟ୍ରୀୟ ଅଧ୍ଯକ୍ଷ ମଲ୍ଲିକାର୍ଜୁନ ଖଡଗେ ଜାମ୍ମୁ-କାଶ୍ମୀରରେ ଦଳର ବିଜୟ ପାଇଁ ଗସ୍ତ ଆରମ୍ଭ କରିସାରିଛନ୍ତି। ଏହି ସମୟରେ, ଖର୍ଗେଙ୍କ ସାମ୍ପ୍ରତିକ ବିବୃତ୍ତି ସୋସିଆଲ ମିଡିଆ ସହିତ ରାଜନୈତିକ ସର୍କଲରେ ଏକ ଝଡ଼ ସୃଷ୍ଟି କରିଛି। ଏହି ବିବୃତ୍ତିରେ…
ପ୍ରଧାନମନ୍ତ୍ରୀ ମୋଦୀଙ୍କ ଯୁକ୍ରେନ ଗସ୍ତ, ବିମାନରେ ନ ଯାଇ କାହିଁକି ଟ୍ରେନରେ ଯିବେ ମୋଦୀ
ନୂଆଦିଲ୍ଲୀ : ପୋଲାଣ୍ଡ ପରେ ପ୍ରଧାନମନ୍ତ୍ରୀ ମୋଦୀ ଏବେ ଅଗଷ୍ଟ ୨୩ ତାରିଖରେ ସିଧାସଳଖ ଯ଼ୁକ୍ରେନ ଯିବେ। କିନ୍ତୁ ଯ଼ୁକ୍ରେନରେ ସେ ବିମାନରେ ନୁହେଁ, ବରଂ ଟ୍ରେନରେ ଯିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ସ୍ୱତନ୍ତ୍ର ଟ୍ରେନରେ ପୋଲାଣ୍ଡରୁ ଯ଼ୁକ୍ରେନ ଯାତ୍ରା…
ସୁପ୍ରିମକୋର୍ଟରୁ ଝଟକା ଖାଇବା ପରେ ବି ରାଜନୀତି ଛାଡ଼ୁନାହାନ୍ତି ଦିଦି, ଚିଠି ଲେଖିଲେ ମୋଦୀଙ୍କୁ
କୋଲକାତା : ଆର. ଜି. କର ମେଡ଼ିକାଲ କଲେଜ ଏବଂ ଡାକ୍ତରଖାନାରେ ଜଣେ ଡାକ୍ତରଙ୍କ ବଳାତ୍କାର ଏବଂ ନୃଶଂସ ହତ୍ୟା ଘଟଣା ସାରା ଦେଶରେ ଆକ୍ରୋଶ ସୃଷ୍ଟି କରିଛି। ସର୍ବୋଚ୍ଚ ନ୍ୟାୟାଳୟ ସ୍ୱତଃପ୍ରବୃତ୍ତ ଭାବେ ଏହି ମାମଲାରେ ହସ୍ତକ୍ଷେପ କରିଥିଲେ। ଗୁରୁବାର…
୧୯୭୯ ପରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ପୋଲାଣ୍ଡ ଗସ୍ତ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦୁଇ ଦିନିଆ ସରକାରୀ ଗସ୍ତରେ ଯାଇ ପୋଲାଣ୍ଡର ରାଜଧାନୀ ୱାରସାରେ ପହଞ୍ଚିଛନ୍ତି। ୪୫ ବର୍ଷ ମଧ୍ଯରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ ପୋଲାଣ୍ଡ ଗସ୍ତ। ଭାରତରୁ ଶେଷ ଥର ପାଇଁ ୧୯୭୯ରେ…
ନିଜ ରିପୋର୍ଟ ନିଜ ପାଖରେ ରଖ,କୋଲକାତା ହାଇକୋର୍ଟଙ୍କ ମମତା ସରକାରଙ୍କୁ ଶକ୍ତ ଟିପ୍ପଣୀ
କୋଲକାତା: ପଶ୍ଚିମବଙ୍ଗ ହାଇକୋର୍ଟ ଆଜି କୋଲକାତାର ଆର.ଜି କର ମେଡିକାଲ କଲେଜ ଏବଂ ଡାକ୍ତରଖାନାରେ ଜଣେ ମହିଳା ଡାକ୍ତରଙ୍କ ଅସଦାଚରଣ ମାମଲାର ଶୁଣାଣି କରିଛନ୍ତି। ମୁଖ୍ଯ ବିଚାରପତି ଟି.ଏସ୍. ଶିବଗନାନମ୍ ଏବଂ ବିଚାରପତି ଏଚ୍. ଭଟ୍ଟାଚାର୍ଯ୍ଯଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି…