ଅଖିଳେଶ ଯାଦବଙ୍କ ଜାତିକୁ ନେଇ ଦୋମୁହାଁ ଚରିତ୍ରର ପ୍ରମାଣଦେଲେ ଭୂପେନ୍ଦ୍ର ଚୌଧୁରୀ

ନୂଆଦିଲ୍ଲୀ : ଲୋକସଭାରେ ବଜେଟ୍ ବିତର୍କ ମଧ୍ଯରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଜାତିକୁ ନେଇ ଟ୍ରେଜେରୀ ବେଞ୍ଚ ଦ୍ୱାରା ପ୍ରଶ୍ନ ଉଠାଯାଇଥିଲା। ଏହି ପ୍ରଶ୍ନର ଉତ୍ତରରେ ସମାଜବାଦୀ ପାର୍ଟି ମୁଖ୍ଯ ଅଖିଳେଶ ଯାଦବ ବିରୋଧୀ ଦଳ ତରଫରୁ କହିଥିଲେ,…

ମୁସଲିମ ପର୍ଶନଲ ଲ ବୋର୍ଡ ଓ ଅନ୍ୟ ସମସ୍ତ ଧର୍ମ ଉପରେ ଏହି ନିୟମ-କେରଳ ହାଇକୋର୍ଟ

ତିରୁଅନନ୍ତପୁରମ : କେରଳ ଉଚ୍ଚ ନ୍ୟାୟାଳୟ ଏକ ଗୁରୁତ୍ୱପୂର୍ଣ୍ଣ ମାମଲାରେ ନିଜର ରାୟ ପ୍ରଦାନ କରି କହିଛନ୍ତି ଯେ ଶିଶୁ ବିବାହ ବିରୋଧୀ ନିୟମ, ୨୦୦୬, କୌଣସି ଧାର୍ମିକ ଭେଦଭାବ ବିନା ସମସ୍ତ ଭାରତୀୟଙ୍କ ପାଇଁ ସମାନ ଭାବରେ ପ୍ରଯୁଜ୍ଯ। ଜଷ୍ଟିସ୍…

ଅଯୋଧ୍ୟାର ରାମ ଲଲ୍ଲାଙ୍କ ସହିତ ବିଶ୍ୱର ପ୍ରଥମ ଡାକ ଟିକଟ

ନୂଆଦିଲ୍ଲୀ :ଏକ ଗୁରୁତ୍ୱପୂର୍ଣ୍ଣ ସାଂସ୍କୃତିକ ମାଇଲଖୁଣ୍ଟରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍.ଜୟଶଙ୍କର ଲାଓସ୍ ଗସ୍ତ ସମୟରେ ଲାଓ ପିଡିଆର ସହିତ ମିଳିତ ଭାବେ ଏକ ସ୍ମାରକୀ ଡାକ ଟିକଟ ଉନ୍ମୋଚନ କରିଥିଲେ। ଏହି ସେଟ୍, ଯେଉଁଥିରେ ଅଯୋଧ୍ୟାର ରାମ ଲଲ୍ଲା ଏବଂ…

ସାମ୍ବାଦିକ ସମ୍ମିଳନୀରେ ହଠାତ କେନ୍ଦ୍ରୀୟ ମନ୍ତ୍ରୀ କୁମାରସ୍ୱାମୀଙ୍କ ନାକରୁ ରକ୍ତସ୍ରାବ

ବେଙ୍ଗାଲୁର : କେନ୍ଦ୍ର ଭାରୀଶିଳ୍ପ ଏବଂ ଇସ୍ପାତ ମନ୍ତ୍ରୀ ଏଚ.ଡି. କୁମାରସ୍ୱାମୀ ବେଙ୍ଗାଲୁରୁରେ ଏକ ସାମ୍ବାଦିକ ସମ୍ମିଳନୀ କରୁଥିବାବେଳେ ହଠାତ୍ ତାଙ୍କ ନାକରୁ ରକ୍ତସ୍ରାବ ଆରମ୍ଭ ହୋଇଥିଲା। ଏହା ପରେ ତାଙ୍କୁ ତୁରନ୍ତ ଡାକ୍ତରଖାନାକୁ ନିଆଯାଇଥିଲା। କେନ୍ଦ୍ର ମନ୍ତ୍ରୀ କୁମାରସ୍ୱାମୀ ବର୍ତ୍ତମାନ…

ଗୃହମନ୍ତ୍ରୀ ଅମିତ ଶାହାଙ୍କ ଉପରେ ଟିପ୍ପଣୀ ପାଇଁ ଶରଦ ପାୱାରଙ୍କୁ ଘେରିଲା ବିଜେପି

ମୁମ୍ବାଇ :ଅମିତ ଶାହାଙ୍କ ଉପରେ ଦେଇଥିବା ମନ୍ତବ୍ଯକୁ ନେଇ ଶରଦ ପାୱାରଙ୍କ ମନରେ ଅସନ୍ତୋଷ ଥିବା ଜଣାପଡ଼ିଛି। ବିଜେପି ନେତାମାନେ କହିଛନ୍ତି ଯେ ଶରଦ ପାୱାର ଅମିତ ଶାହାଙ୍କୁ ଏକ ଷଡଯନ୍ତ୍ରରେ ଫସାଇ ଦେଇଥିଲେ ଯେତେବେଳେ ସେ ଯ଼ୁପିଏରେ ମନ୍ତ୍ରୀ ଥିଲେ।…

ଅଦାଲତରେ ଭଗବାନ ଚିତ୍ରଗୁପ୍ତଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଓଡ଼ିଶାର ପୂର୍ବତନ ମୁଖ୍ଯମନ୍ତ୍ରୀଙ୍କୁ ଚିଠି

ଭୁବନେଶ୍ୱର :ବସ୍ତି-କାୟସ୍ଥ ବାହିନୀ ଇଣ୍ଟରନ୍ୟାସନାଲର ମୁଖ୍ଯ ପଙ୍କଜ ଭାୟା କାୟସ୍ଥ ଆଜି ଓଡ଼ିଶାର ପୂର୍ବତନ ମୁଖ୍ଯମନ୍ତ୍ରୀ ତଥା ବିଜୁ ଜନତା ଦଳର ପ୍ରତିଷ୍ଠାତା ସଭାପତି ନବୀନ ପଟ୍ଟନାଯ଼େକଙ୍କୁ ଏକ ଚିଠି ଲେଖି ଅଦାଲତରେ ଭଗବାନ ଚିତ୍ରଗୁପ୍ତଙ୍କ ମୂର୍ତ୍ତି ସ୍ଥାପନରେ ସହଯୋଗ କରିବାକୁ…

୧୦ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଅନୁପସ୍ଥିତି ତାଙ୍କ ରାଜ୍ୟ ପାଇଁ କ୍ଷତିକାରକ-ନୀତି ଆୟୋଗ

ନୂଆଦିଲ୍ଲୀ :ନୀତି ଆୟୋଗର ସିଇଓ ବି.ଭି.ଆର୍. ସୁବ୍ରମଣ୍ଯମ୍ ଶନିବାର କହିଛନ୍ତି ଯେ ବିହାର ଏବଂ କେରଳ ସମେତ ୧୦ ଟି ରାଜ୍ଯ ତଥା କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ଯମନ୍ତ୍ରୀ ପରିଚାଳନା ପରିଷଦ ବୈଠକରେ ଯୋଗ ଦେଇ ନାହାଁନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ଯକ୍ଷତାରେ…

ଝାଡ଼ଖଣ୍ଡରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ପାଇଁ ଘର ଛାଡିବାକୁ ବାଧ୍ୟ ହେଉଛନ୍ତି ହିନ୍ଦୁ

ପକୁଡ଼:ଝାଡ଼ଖଣ୍ଡର ପାକୁର୍ ଜିଲ୍ଲାରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ଆତଙ୍କ ବୃଦ୍ଧି ପାଉଛି। ଯାହା ସ୍ଥାନୀୟ ହିନ୍ଦୁ ସମ୍ପ୍ରଦାୟକୁ ସେମାନଙ୍କ ଘରୁ ପଳାୟନ କରିବାକୁ ବାଧ୍ଯ କରୁଛି। ହିନ୍ଦୁ ଯୁବତୀମାନଙ୍କ ବିରୋଧରେ ଅସଦାଚରଣ ଏବଂ ଅନ୍ୟା ଅପରାଧ ଘଟଣା ସାଧାରଣ ହୋଇଗଲାଣି |ଏହା ସହିତ…

ଘର ଭଡା ଦେଇଥିଲେ ହୋଇଯାଆନ୍ତୁ ସାବଧାନ, ଆଗକୁ ଦେବାକୁ ପଡିବ ଟ୍ୟାକ୍ସ

ନୂଆଦିଲ୍ଲୀ : ମୋଦୀ ସରକାରଙ୍କ ସାଧାରଣ ବଜେଟରେ ଅନେକ ପରିବର୍ତ୍ତନ ହୋଇଛି। ଏଭଳି ଏକ ପରିବର୍ତ୍ତନ ଜମି ମାଲିକମାନଙ୍କ ପାଇଁ ବିପଦ ସୃଷ୍ଟି କରିଛି ଯେଉଁମାନେ ଭଡ଼ା ଟିକସ ସଞ୍ଚୟ କରିବାକୁ ଚେଷ୍ଟା କରୁଥିଲେ। ହଁ, ଏବେ ଘର ଭଡ଼ା ଦେବା…

ସରକାରୀ ବିଦ୍ୟାଳୟରୁ ଜାତି/ସମ୍ପ୍ରଦାୟର ନାମ ହଟାଇବାକୁ କହିଲେ ମାଡ୍ରାସ ହାଇକୋର୍ଟ

ଚେନ୍ନଇ: ମାଡ୍ରାସ ହାଇକୋର୍ଟ ଶୁକ୍ରବାର ଦିନ ତାମିଲନାଡ଼ୁ ସରକାରଙ୍କ ମୁଖ୍ଯ ସଚିବଙ୍କୁ ରାଜ୍ଯର ସରକାରୀ ବିଡ୍ୟାଳୟର ନାମରୁ ସମ୍ପ୍ରଦାୟ/ଜାତି ନାମ ହଟାଇବା ପାଇଁ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଛନ୍ତି। ଜଷ୍ଟିସ୍ ଏସ୍.ଏମ୍.ସୁବ୍ରମଣ୍ଯମ୍ ଏବଂ ସି. କୁମାରପ୍ପନ୍ଙ୍କୁ ନେଇ ଗଠିତ ଏକ…

error: Content is protected !!