ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ):ଆସନ୍ତା ଫେବୃଆରୀ ୫,୬ଓ ୭ ତାରିଖ ତିନିଦିନ ଧରି ବୃଦ୍ଧଖୋଲ ମହୋତ୍ସବ ହେବ।ସ୍ଥାନୀୟ ଐତିହାସିକ ଶୈବପୀଠ ବୃଦ୍ଧଖୋଲ ପାଦଦେଶସ୍ତ ଜନସୁବିଧା କେନ୍ଦ୍ରରେ ବୃଦ୍ଧଖୋଲ ଉନ୍ନୟନ ସମିତି ବୈଠକରେ ଏହି ନିଷ୍ପତ୍ତି ହୋଇଛି। ବୃଦ୍ଧଖୋଲ ଉନ୍ନୟନ ସମିତି ସଭାପତି…
Category: ଗଞ୍ଜାମ
ଗୋଲିଆରେ ମଣ୍ଡି ସମ୍ପର୍କିତ ଚାଷୀ ସଚେତନତା ଶିବିର
ଗଞ୍ଜାମ/ବୁଗୁଡା (ସୋରେନ କୁମାର ପ୍ରଧାନ):ଗୋଲିଆ ସେବା ସମବାୟ ସମିତି ପକ୍ଷରୁ ଗୋଲିଆ ଗ୍ରାମସ୍ଥ ଲଙ୍ଗଳେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଧାନ ମଣ୍ଡି ସମ୍ପର୍କିତ ଚାଷୀ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ସେବା ସମବାୟ ସମିତି ସଭାପତି ବସନ୍ତ କୁମାର ସାହୁଙ୍କ ପୌରହିତ୍ୟରେ…
ଶିକ୍ଷକ ସଂଘ ପକ୍ଷରୁ ବିଇଓଙ୍କୁ ଦାବିପତ୍ର ପ୍ରଦାନ
ଗଞ୍ଜାମ/ବୁଗୁଡା (ସୋରେନ କୁମାର ପ୍ରଧାନ) : ବୁଗୁଡା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଆରଏସିପିର ୨୦ ବର୍ଷିୟା ପ୍ରାପ୍ଯର ପୁନଃ ନିର୍ଦ୍ଧାରଣ ସକାଶେ ଏକ ଦାବିପତ୍ର ସ୍ଥାନୀୟ ଗୋଷ୍ଠୀ ଶିକ୍ଷାଧିକାରୀଙ୍କୁ ପ୍ରଦାନ କରାଯାଇଛି। ବିଇଓଙ୍କ ଉଦ୍ଦେଶ୍ଯରେ ଏହି ଦାବିପତ୍ର ଏବିଇଓ…
ବାଲିପଦର ଡିଗ୍ରୀ ମହାବିଦ୍ୟାଳୟରେ ନୂତନ ଅଧ୍ୟକ୍ଷ ଙ୍କୁ ସ୍ଵାଗତ ସମ୍ୱର୍ଦ୍ଧନା
ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ):ବୁଗୁଡ଼ା ବ୍ଲକ୍ ଅନ୍ତର୍ଗତ ବାଲିପଦର ସ୍ଥିତ ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟ ର ପୂର୍ବତନ ପ୍ରିନ୍ସପାଲ ଡାକ୍ତର ବିବେକାନନ୍ଦ ପଟ୍ଟନାୟକ ନଭେମ୍ବର ୩୦ ତାରିଖ ଦିନ ଅବସର ଗ୍ରହଣ ପରେ ନୂତନ ଅଧ୍ୟକ୍ଷ ଭାବରେ ରାଜନୀତି ବିଜ୍ଞାନ ବିଭାଗ…
ପୋଷ୍ଯ ସନ୍ତାନ ଗ୍ରହଣ ସମ୍ପର୍କିତ ସଚେତନତା ଶୋଭାଯାତ୍ରା
ଗଞ୍ଜାମ/ବୁଗୁଡା (ସୋରେନ କୁମାର ପ୍ରଧାନ): ଗଞ୍ଜାମ ଜିଲ୍ଲା ଶିଶୁ ସୁରକ୍ଷା କାର୍ଯାଳୟ ପକ୍ଷରୁ ବୁଗୁଡା ସହରରେ ପୋଷ୍ଯ ସନ୍ତାନ ଗ୍ରହଣ ସମ୍ପର୍କିତ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ସୁପରଭାଇଜର ଜି.ରଶ୍ମି , ଲିଲି ଶବର , ଜାନକୀ…
ବାଲିପଦରରେ ମହାଲକ୍ଷ୍ମୀ ପୂଜା ଆରମ୍ଭ
ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ): ବୁଗୁଡ଼ା ବ୍ଲକ ଅନ୍ତର୍ଗତ ବାଲିପଦର ଗାଁରେ ମହାଲକ୍ଷ୍ମୀ ପୂଜା ଉତ୍ସବର ଶୁଭାରମ୍ଭ ହୋଇଯାଇଛି l ଶ୍ରୀରାମ ପରିବା ସଙ୍ଘ ଓ ବଣିକ ସଙ୍ଘର ମିଳିତ ଉଦ୍ୟମରେ ବସଷ୍ଟାଣ୍ଡ ଛକରେ ଆକର୍ଷଣୀୟ ସାଜସଜ୍ଜା ସାଙ୍ଗକୁ ମହାଲକ୍ଷ୍ମୀଙ୍କ ମୃଣ୍ମୟ…
ଏନଏସଏସ ୟୁନିଟ – ୧ ପକ୍ଷରୁ ସ୍ୱତନ୍ତ୍ର ବୃକ୍ଷରୋପଣ ଶିବିର
ଗଞ୍ଜାମ/ବୁଗୁଡ଼ା(ସୋରେନ କୁମାର ପ୍ରଧାନ):ବୁଗୁଡ଼ା ପିପୁଲ୍ସ କଲେଜ୍ ଜାତୀୟ ସେବା ଯୋଜନା ୟୁନିଟ୍ -୧ ପକ୍ଷରୁ ଡିସେମ୍ବର ୪ ତାରିଖ ଦିନ କଲେଜ୍ ପ୍ରିନ୍ସପାଲ ପ୍ରଫେସର୍ ହରିକୃଷ ନାୟକ ପ୍ରଥମେ ବୃକ୍ଷରୋପଣ କରି ଶିବିରକୁ ଉଦ୍ଘାଟନ କରିଥିଲେ।ପଦାର୍ଥ ବିଜ୍ଞାନ ବିଭାଗ ମୁଖ୍ୟ ଅଧ୍ୟାପକ…
ବୁଦ୍ଧଗିରି ବିଦ୍ୟାପୀଠରେ ପୋଷାକ ବଣ୍ଟନ ମେଳା
ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ): ସ୍ଥାନୀୟ ବୀରଧନଞ୍ଜୟପୁରସ୍ଥିତ ବୁଦ୍ଧଗିରି ବିଦ୍ୟାପୀଠରେ ପୋଷାକ ବଣ୍ଟନ ମେଳା ଅନୁଷ୍ଠିତ ହୋଇ ଯାଇଛି । ପ୍ରଧାନ ଶିକ୍ଷକ ବିଭୂତି ଭୂଷଣ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଇଓ ଚିନ୍ମୟ ମହାପାତ୍ର,…
ପିପୁଲ୍ସ କଲେଜର ମୁଖ୍ୟ କିରାଣୀଙ୍କୁ ଅବସର କାଳୀନ ସମ୍ୱର୍ଦ୍ଧନା
ଗଞ୍ଜାମ/ବୁଗୁଡା(ସୋରେନ କୁମାର ପ୍ରଧାନ): ବୁଗୁଡା ପିପୁଲସ କଲେଜର ମୁଖ୍ୟ କିରାଣୀ କିଶୋର ଚନ୍ଦ୍ର ନାୟକଙ୍କୁ ଡିସେମ୍ବର ୦୩ ତାରିଖ ଦିନ କଲେଜର କର୍ମଚାରୀ ସଂଘ ପକ୍ଷରୁ ଅବସର କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଏହି ଅବସର କାଳୀନ ସମ୍ବର୍ଦ୍ଧନା ସଭା କଲେଜ…
ବୁଗୁଡ଼ା ବସଷ୍ଟାଣ୍ଡରୁ ହରିଣ ଛୁଆ ଉଦ୍ଧାର
ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ): ସ୍ଥାନୀୟ ନୂଆଁ ବସଷ୍ଟାଣ୍ଡ ଭିତରୁ ଗୋଟିଏ ହରିଣ ଛୁଆକୁ ବନ ବିଭାଗ ପକ୍ଷରୁ ଉଦ୍ଧାର କରିବା ପରେ ପ୍ରାଥମିକ ଚିକିତ୍ସା କରି ପୁଣି ଛାଡି ଦେଇଥିବା ଜଣା ପଡିଛି l ଆଜି ସକାଳ ପ୍ରାୟ ୧୧ଟା…
