ଚଳିତ ବର୍ଷ ରାଜ୍ୟରେ ୫ ଲକ୍ଷରୁ ଅଧିକ ମାଟ୍ରିକ୍ ପରୀକ୍ଷାର୍ଥୀ ୩ ହଜାର ୧୫୩ଟି କେନ୍ଦ୍ରରେ ଏଥର ପରୀକ୍ଷା ଦେଇଥିଲେ । କିନ୍ତୁ ନିର୍ବାଚନୀ ତାଲିମ୍ କାର୍ଯ୍ୟ ଏବଂ ବୋର୍ଡ ପକ୍ଷରୁ ମାଟ୍ରିକ୍ ଫଳ ପ୍ରକାଶନରେ ଏଥର କିଛି ନୂତନ ପଦକ୍ଷେପ…
Author: Shree khetra News
ଚଳିତବର୍ଷ ରଥ ଖଳା ପାଇଁ ଜାଗାର ଅଭାବ
ପୁରୀ : ଚଳିତ ବର୍ଷ ମହାପ୍ରଭୁଙ୍କ ବଡଦାଣ୍ଡର ଗୋଟିଏ ପାଶ୍ୱର୍ରେ ପ୍ରସ୍ତୁତ ଚାଲିଛି ରଥଖଳା । ଅନ୍ୟପଟରେ ଶ୍ରଦ୍ଧାଳୁଙ୍କ ଲାଗି ରହିଛି ଅସ୍ଥାୟୀ ଏସି ସେଡ୍ । ଆଉ ସଂକୀର୍ଣ୍ଣ ମଝି ରାସ୍ତାରେ ଚାଲିଚାଲି ଯିବେ ଶ୍ରଦ୍ଧାଳୁ । ଏହାସହିତ ଯାନବାହନ…
ବିଜେପି ପାଇଁ ପ୍ରଚାରରେ ଓଡିଶା ଆସିବେ ଡ୍ରିମ ଗାର୍ଲ ହେମା ମାଳିନୀ ଓ ଅନେକ ହେଭିୱେଟ
ଓଡିଶା ପାଇଁ ଷ୍ଟାର ପ୍ରଚାରକ ତାଲିକାରେ ସାମିଲ ହେଲେ ହେମା ମାଳିନୀ । ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ବଦଳରେ ସାମିଲ ହେଲେ ହେମାମାଳିନୀ । ପ୍ରକାଶଥାଉ କି ବଲିଉଡ ଷ୍ଟାର ଡ୍ରିମଗାର୍ଲ ହେମା ଏବେ ମଥୁରାରୁ ସାଂସଦ ଅଛନ୍ତି । ତାଲିକାରେ ସାମିଲ…
ରାଜ୍ୟର ୪୮ ପ୍ରାର୍ଥୀଙ୍କ ନାମରେ ଜଘନ୍ୟ ଅପରାଧିକ ମାମଲା, ଜଣଙ୍କ ଜମାରାଶି ୧୦୦୦ ଟଙ୍କା
ରାଜ୍ୟରେ ଆସନ୍ତା ୧୩ ତାରିଖରେ ହେବାକୁ ଯାଉଛି ଲୋକସଭା ଓ ବିଧାନସଭା ନିର୍ବାଚନ। ମୋଟ ୨୪୩ ପ୍ରାର୍ଥୀଙ୍କ ମଧ୍ୟରୁ ୬୫ ଜଣଙ୍କ ନାଁରେ ରହିଛି ସଂଗୀନ ଅପରାଧିକ ମାମଲା। ୪୮ ଜଣଙ୍କ ନାଁରେ ରହିଛି ଜଘନ୍ୟ ଅପରାଧ। ଏହି ରିପୋର୍ଟ ଦେଇଛି…
କଂଗ୍ରେସ ଯଦି ସତ୍ତାକୁ ଆସେ କୋର୍ଟର ଆଦେଶ ବଦଳାଇ ମନ୍ଦିର ଜାଗାରେ ମସଜିଦ ତିଆରି କରିବ
ଆମେଥି : ବିଜେପି ସାଂସଦ ଓ କେନ୍ଦ୍ରୀୟ ମନ୍ତ୍ରୀ ଶ୍ରୀମତୀ ସ୍ମୃତି ଇରାନୀ ଇତି ମଧ୍ୟରେ ଅଭିଯୋଗ କରିଛନ୍ତି ଯେ କଂଗ୍ରେସ ଯଦି ପୁନଃ ସରକାରକୁ ଆସେ ସୁପ୍ରିମକୋର୍ଟର ଆଦେଶକୁ ବଦଳାଇ ପୁଣି ଅଯୋଧ୍ୟାରେ ମସଜିଦ ତିଆରିକରିବ। ଆମେଥିର ଗୌରୀଗଞ୍ଜରେ ଏକ…
ଆସନ୍ତା ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଦଳର ଜର୍ସିର ଉନ୍ମୋଚନ ଭିନ୍ନ ଢଙ୍ଗରେ କଲା ବିସିସିଆଇ
ୱେଷ୍ଟଇଣ୍ଡିଜ ରେ ଆରମ୍ଭ ହେବାକୁ ଯାଉଥିବା ଆସନ୍ତା ଟି-୨୦ ବିଶ୍ୱକପ ପାଇଁ ଆଜି ଟିମ ଇଣ୍ଡିଆର ଅଫିସିଆଲ ଜର୍ସି ଉନ୍ମୋଚିତ ହୋଇଛି। ଧର୍ମଶାଳାର ଏଚପିସିଏ ଷ୍ଟାଡିୟମରେ ଜର୍ସିର ଲଞ୍ଚ ହୋଇଛି ଯାହାକି ଅତ୍ୟନ୍ତ ମନମୁଗ୍ଧକର ଥିଲା। ଉନ୍ମୋଚନ ସମୟରେ ଅଧିନାୟକ ରୋହିତ…
ଆସନ୍ତାକାଲି ଆୟୋଜିତ ହେବ ତୃତୀୟ ପର୍ଯାୟ ନିର୍ବାଚନ
ଆସନ୍ତାକାଲି ଦେଶରେ ଲୋକସଭା ଓ କିଛି ରାଜ୍ୟରେ ବିଧାନସଭା ପାଇଁ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଆୟୋଜିତ ହେବ । ଏହି ପର୍ଯ୍ୟାୟରେ କର୍ଣ୍ଣାଟକ, ଆସାମ, ବିହାର, ଛତିଶଗଡ, ଦାଦ୍ରା ଓ ନଗର ହାବେଳି ଏବଂ ଡାମନ ଓ ଡିଉ, ଗୋଆ, ଗୁଜରାଟ,…
କାଳବୈଶାଖୀ ଯୋଗୁଁ ମୁଖ୍ୟମନ୍ତ୍ରୀଙ୍କ ହେଲିକାପ୍ଟର ଅବତରଣ କରିନପାରି ଫେରିଲା ଝାରସୁଗୁଡା
ଭୁବନେଶ୍ୱର : ଆଜି କାଳବୈଶାଖୀ ଯୋଗୁଁ ମୁଖ୍ୟମନ୍ତ୍ରୀଙ୍କ ହେଲିକାପ୍ଟର ଭୁବନେଶ୍ବରରେ ଅବତରଣ କରିପାରିଲା ନାହିଁ। ବହୁ ସମୟ ଧରି ଭୁବନେଶ୍ବର ଆକାଶରେ ଉଡିବା ପରେ ମଧ୍ୟ ଅବତରଣ ପାଇଁ ଅନୁମତି ନ ମିଳିବାରୁ ଶେଷରେ ହେଲିକାପ୍ଟରକୁ ଝାରସୁଗୁଡା ଫେରାଇ ନିଆଯାଇଛି। ଖଡିଆଳ…
୫ବର୍ଷରେ ଓଡିଶାକୁ ୧ନଂ ରେ ପହଞ୍ଚାଇବୁ – ପ୍ରଧାନମନ୍ତ୍ରୀ ମୋଦୀ
ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବ୍ରହ୍ମପୁର ଠାରେ କହିଛନ୍ତି ଯେ ୪ ଜୁନ ବିଜେଡି ସରକାରର ଶେଷ ଦିବସ ଯେଉଁଦିନ କି ନିର୍ବାଚନ ଫଳାଫଳ ଘୋଷଣା ହେବ । ଭାଷଣ ପ୍ରଭୁ ଜଗନ୍ନାଥଙ୍କ ନାମ ନେଇ ଆରମ୍ଭ…
