ପ୍ରଧାନମନ୍ତ୍ରୀ ପୁନଃ ନିଜ ବକ୍ତବ୍ୟରେ ଆକ୍ରମଣ ଜାରି ରଖି ଅଭିଯୋଗ କରିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ଉପରେ ଜଣେ ସୁପର ସିଏମ ହୋଇଗଲେଣି। ଯିଏ ଓଡ଼ିଶାକୁ ଜାଣିନି, ଯାହାର ଏଠାକାର ଭାଷା,ସଂସ୍କୃତି ଉପରେ ଧାରଣା ନାହିଁ। ତା ହାତକୁ ଓଡ଼ିଶା ଯିବା ଉଚିତ…
Author: Shree khetra News
କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏସ.ଏମ କ୍ରିଷ୍ଣା ଗୁରୁତର
କର୍ଣ୍ଣାଟକ:ଖବର ରୁ ପ୍ରକାଶ ଯେ କିଛିଦିନ ପୂର୍ବରୁ ଚିକିତ୍ସିତ ହେଉଥିବା କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏସ.ଏମ୍. କ୍ରିଷ୍ଣାଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି। 92 ବର୍ଷୀଯ଼ ଏହି ବରିଷ୍ଠ ରାଜନେତାଙ୍କୁ ବେଙ୍ଗାଲୁରୁର ମଣିପାଲ ହସ୍ପିଟାଲର ମେଡିକାଲ୍ ଇଣ୍ଟେନ୍ସିଭ୍ କେଯ଼ାର ଯ଼ୁନିଟ୍ (ଆଇ.…
ଶ୍ରୀ କ୍ଷେତ୍ରରେ ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି
ଅକ୍ଷୟ ତୃତୀୟା ରେ ଆଜ୍ଞାମାଳ ମିଳିବା ପର ଠାରୁ ରଥଖଳାରେ ରଥ ନିର୍ମାଣ କାମ ଆଗେଇ ଚାଲିଛି । ଆଜି ତୃତୀୟ ଦିନରେ ରଥ ଚକର ତୁମ୍ବ କାମ ଆରମ୍ଭ ହେଉଛି । ମୁଖ୍ୟ ମହାରଣା ସେବକ ଚି଼ହ୍ନ ଦେବା ପରେ…
ମୁଖ୍ୟମନ୍ତ୍ରୀଙ୍କୁ ବିଜେପି ପକ୍ଷରୁ ଜବାବ ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ନିଜ ଭିଡ଼ିଓ ବାର୍ତା ରେ ଓଡିଆ ଅସ୍ମିତା ଓ ଅନ୍ୟାନ୍ୟ ପ୍ରସଙ୍ଗ ଉଠାଇ ମୁଖ୍ୟମନ୍ତ୍ରୀ ଗତକାଲି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କଟାକ୍ଷ କରିବା ପରେ ବିଜେପି ପକ୍ଷରୁ ଜବାବ ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଛନ୍ତି, ‘୨୦୨୦ର ଏକ ନ୍ୟାୟିକ ଘଟଣାକୁ…
ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ବାକଯୁଦ୍ଧ
ଚଳିତ ନିର୍ବାଚନରେ ପ୍ରଥମଥର ଓଡ଼ିଶାରେ ଦେଖିବାକୁ ମିଳିଛି ଜଣେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଆକ୍ରମଣ ଓ ପ୍ରତିଆକ୍ରମଣ। କନ୍ଧମାଳ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟର ବିଜେଡି ସରକାର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଯେଭଳି ବୟାନରେ ଆକ୍ରମଣ କରିଥିଲେ…
ମେ’ ୧୩ରେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ
ଭୁବନେଶ୍ୱର: ୪ର୍ଥ ପର୍ଯ୍ୟାୟରେ ଓଡ଼ିଶାର ଚାରିଗୋଟି ସଂସଦୀୟ କ୍ଷେତ୍ର ଯଥା କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର ଓ ବ୍ରହ୍ମପୁର ଏବଂ ଏହିସବୁ କ୍ଷେତ୍ର ଅନ୍ତର୍ଗତ ୨୮ ଗୋଟି ବିଧାନସଭା ଆସନ ନିମନ୍ତେ ଚଳିତ ମାସ ୧୩ ତାରିଖ ଦିନ ମତଦାନ ଅନୁଷ୍ଠିତ ହେବ।…
ନବୀନଙ୍କୁ ସିଧା ଟାର୍ଗେଟ କଲେ ପ୍ରଧାନମନ୍ତ୍ରୀ ମୋଦୀ
ନବୀନଙ୍କୁ ସିଧା ଟାର୍ଗେଟ କଲେ ପ୍ରଧାନମନ୍ତ୍ରୀ ମୋଦୀ । ଏଥର ନବୀନ ପ୍ରଚାର କରିବାକୁ ଆସିଲେ ତାଙ୍କୁ କଣ୍ଟାବାଞ୍ଜିର ୧୦ଟି ଗାଁର ନାଁ ବିନା କାଗଜ ଧରି ପଚାରିବାକୁ ଲୋକଙ୍କୁ ଆହ୍ୱାନ ଦେଇଛନ୍ତି ମୋଦୀ ।ବଲାଙ୍ଗୀରରେ ମୋଦୀ କହିଛନ୍ତି, ଏବେ ଆପଣଙ୍କ…
ଜାତୀୟ ପତାକାକୁ ଅସମ୍ମାନ ଦେଖାଇଥିବା ପୁରୀ ରେଳବାଇ କର୍ମଚାରୀଙ୍କ ନାଁ ରେ ମକଦ୍ଦମା
ପୁରୀ:ଖବରରୁ ପ୍ରକାଶ ଯେ ଜାତୀୟ ପତାକାକୁ ଅସମ୍ମାନ ଅଭିଯୋଗରେ ରେଳ ବିଭାଗର ୬ ଜଣ ଅଧିକାରୀଙ୍କ ବିରୁଦ୍ଧରେ ଶୁକ୍ରବାର ମୋକଦ୍ଧମା ରୁଜୁ କରିଛି ରେଳବାଇ ପୁଲିସ। ସେମାନଙ୍କ ଉପରେ ଭାରତୀୟ ଦଣ୍ଡବିଧି ଆଇନର ଦଫା ୨୧୭ ସମେତ ଜାତୀୟ ସମ୍ମାନ ଆଇନର…
ନବୀନ ସରକାର ନ ଆସିଲେ ମୁଁ ରାଜନୀତିରୁ ସନ୍ୟାସ ନେଇଯିବି – ପାଣ୍ଡିଆନ
ପୂର୍ବଭଳି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କଡ଼ା ଚ୍ୟାଲେଞ୍ଜ କରି ଶ୍ରୀ ପାଣ୍ଡିଆନ କହିଥିଲେ ଯେ, ‘କେନ୍ଦ୍ରମନ୍ତ୍ରୀ ବହୁତ ବଡ଼ ବଡ଼ କଥା କହୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଅଶାଳୀନ ଭାଷା ବ୍ୟବହାର କରୁଛନ୍ତି । ୧୦ ବର୍ଷ ମଧ୍ୟରେ ସାମାନ୍ୟ ଗୋଟେ…
ଭୁବନେଶ୍ୱରରେ ରୋଡ ସୋ କଲେ ପ୍ରଧାନମନ୍ତ୍ରୀ ମୋଦୀ
ଭୁବନେଶ୍ୱର:ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ। ବିମାନ ବନ୍ଦରରେ ପିଏମଙ୍କୁ ଓଡିଶା ଭାଜପାର ନେତା ଓ କର୍ମୀମାନେ ଜୋରଦାର ସ୍ବାଗତ କରିଛନ୍ତି।ଭୁବନେଶ୍ୱରସ୍ଥିତ ରାଜ୍ୟ ବିଜେପିର ମୁଖ୍ୟ କାର୍ଯ୍ୟାଳୟ ଠାରୁ ବାଣୀବିହାର ପର୍ଯ୍ୟନ୍ତ…