କେନ୍ଦ୍ରାପଡ଼ା :ଗରଦପୁର ବ୍ଲକ ହରିହର କ୍ଷେତ୍ର ମାହାଳ ଠାରେ ଥିବା ଶ୍ରୀଜଗନ୍ନାଥ ମନ୍ଦିରରେ ସ୍ନାନ ପୂର୍ଣ୍ଣିମା ତିଥିରେ ମହାପ୍ରଭୁମାନେ ସ୍ନାନମଣ୍ଡପରେ ୧୦୮ କଳସ ସୁବାସିତ ଜଳରେ ସ୍ନାନ କରିଛନ୍ତି । ସ୍ନାନ ଯାତ୍ରା ଅବସରରେ ବଢି ଭୋରୁ ମନ୍ଦିର ର ଦୁଆର…
Author: Shree khetra News
ମାସିକ ଶିଶୁ ସମ୍ବାଦ ପତ୍ର ଶିଶୁ ସମାଚାରର ୧୭ଶ ସ୍ଵନକ୍ଷତ୍ର ଉତ୍ସବ ପାଳିତ
ପୁରୀ:ଓଡ଼ିଶାର ପ୍ରଥମ ଶିଶୁ ସମ୍ବାଦ ପତ୍ର ଶିଶୁ ସମାଚାର ର ୧୭ଶ ସ୍ୱ ନକ୍ଷତ୍ର ଉତ୍ସବ ପାଳିତ ହୋଇଛି। ଏହି ଅବସରରେ ରାଜ୍ୟସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା ସ୍ଥାନୀୟ ବିଶ୍ବମ୍ବର ବିଦ୍ୟାପୀଠ ପରିସରରେ ଆୟୋଜିତ ହୋଇ ଯାଇଛି।ଏଥିରେ ରାଜ୍ୟର ବିଭିନ୍ନ ସ୍କୁଲରୁ ଆସିଥିବା…
କେନ୍ଦ୍ରାପଡ଼ା ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ସ୍ନାନଯାତ୍ରା ସମ୍ପର୍ଣ୍ଣ
କେନ୍ଦ୍ରାପଡା : କେନ୍ଦ୍ରାପଡ଼ାର ତୁଳସୀକ୍ଷେତ୍ର ଓଡ଼ିଶାର ଐତିହାସିକ କିର୍ତ୍ତୀରାଜିମାନଙ୍କ ଭିତରେ ଅନ୍ୟତମ । ଏହା ଅଷ୍ଟାଦଶ ଶତାବ୍ଦୀରେ ମରାଠା ଶାସନ କାଳରେ ତିଆରି ହୋଇଥିବାର ଅନୁମାନ କରାଯାଏ । ନାଗପୁରର ରଘୁଜୀ ଭୋସଲେ ନାମକ ମରାଠା ଶାସକ ଏହାକୁ ଗଢ଼ିଥିଲେ ବୋଲି…
କର୍ଣ୍ଣାଟକର ଐତିହାସିକ ସହର ହୋସାପେଟେ ସହରରେ ମହାପ୍ରଭୁଙ୍କ ସ୍ନାନଯାତ୍ରା
କର୍ଣ୍ଣାଟକ : ମହାପ୍ରଭୁ ଜଗନ୍ନାଥଙ୍କ ବାର ମାସରେ ତେର ଯାତ୍ରାର ପ୍ରଥମ ଯାତ୍ରା ପବିତ୍ର ସ୍ନାନ ଯାତ୍ରା । ଏହି ଅବସରରେ ସୁଦୂର କର୍ଣ୍ଣାଟକର ବିଶ୍ଵପ୍ରସିଦ୍ଧ ଐତିହାସିକ ସହର ହୋସାପେଟେରେ ଶ୍ରୀଜୀଉ ମାନଙ୍କ ପବିତ୍ର ସ୍ନାନ ନୀତି ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି…
କୋରାପୁଟର ଶାବର ଶ୍ରୀକ୍ଷେତ୍ରରେ ସ୍ନାନ ପୁର୍ଣିମା
କୋରାପୁଟ: ପ୍ରାକୃତିକ ପରିବେଶରେ ପରିବେଷ୍ଠିତ ପ୍ରସିଦ୍ଧ ଶାବର କ୍ଷେତ୍ର। ମହାପ୍ରଭୁଙ୍କ ଏହି ପୁରାତନ କ୍ଷେତ୍ରରେ ପାଳିତ ହୋଇଯାଇଛି ଦେବସ୍ନାନ ପୁର୍ଣ୍ଣିମା । ସ୍ନାନ ମଣ୍ଡପରେ ଗଜାନନ ବେଶରେ ଦର୍ଶନ ଦେଇଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଭକ୍ତଙ୍କ ସମାଗମ ମଧ୍ୟରେ ମୃଦଙ୍ଗ ଓ ଘଣ୍ଟର…
ରତ୍ନବେଦୀ ଛାଡ଼ି ସ୍ନାନମଣ୍ଡପରେ କୋଟି ଓଡ଼ିଆଙ୍କ ମଉଡମଣୀ
ପୁରୀ :ଦେଉଳର ରତ୍ନବେଦୀ ଛାଡ଼ି ସ୍ନାନମଣ୍ଡପକୁ ଆସିଛନ୍ତି ଚତୁର୍ଦ୍ଧା ମୂର୍ତ୍ତୀ। ୧୦୮ ସୁବାସିିତ ଜଳରେ ସ୍ନାକ କରିବେ ଶ୍ରୀଜିଉ। ପରେ ଦୁର୍ଲଭ ଗଜାନନ ବେଶରେ ଭକ୍ତଙ୍କୁ ଦେବେ ଦର୍ଶନ।ଆଜି ୫ଟାରୁ ଶ୍ରୀବିଗ୍ରହଙ୍କ ପହଣ୍ଡି ଆରମ୍ଭ ହୋଇଥିଲା। ଏବେ ଚତୁର୍ଦ୍ଧାମୂର୍ତ୍ତୀ ସ୍ନାନମଣ୍ଡପରେ ବିରାଜମାନ…
ବଳିୟାରଭୁଜଙ୍କ ଶ୍ରୀଭୁଜରେ ସେବକମାନଙ୍କ ଭରାଦେବା ନିଷେଧ
ପୁରୀ:ଆଜି ପବିତ୍ର ସ୍ନାନ ପୁର୍ଣିମା। ମହାବହୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ସୁଦର୍ଶନ ପହଣ୍ଡି ହୋଇ ସ୍ନାନ ମଣ୍ଡପକୁ ଆସିବା ପରେ ୧୦୮ ଗରା ଜଳରେ ସ୍ନାନ କରିବେ । ପରେ ଦୁର୍ଲଭ ହାତୀ ବେଶରେ ଦର୍ଶନ ଦେବେ ।…
୧୦୮ଗରା ସୁବାସିତ ଜଳରେ ସ୍ନାନ କରିବେ ଚତୁର୍ଦ୍ଧାମୂର୍ତ୍ତି
ପୁରୀ :ରତ୍ନବେଦୀ ଛାଡ଼ି ସ୍ନାନ ବେଦୀରେ ୧୦୮ଗରା ସୁବାସିତ ଜଳରେ ସ୍ନାନ କରିବେ ଚତୁର୍ଦ୍ଧାମୂର୍ତ୍ତି । ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥିରେ ଶ୍ରୀକ୍ଷେତ୍ରରେ ପାଳନ କରାଯାଏ । ସ୍ନାନ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ପାରମ୍ପରିକ ରୀତିରେ ୧୦୮ କଳସୀ ଜଳରେ ସ୍ନାନ…
ଯୋଗକୁ ବିଶ୍ୱବାସୀଙ୍କ ପାଖରେ ଆଦୃତ କରିପାରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ
ନୂଆଦିଲ୍ଲୀ :ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମିଳିତ ଜାତିସଂଘ ସାଧାରଣ ପରିଷଦରେ ନିଜ ଅଭିଭାଷଣରେ ପ୍ରତିବର୍ଷ ଜୁନ ୨୧ ତାରିଖଟିକୁ ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରିବା ପାଇଁ ପରାମର୍ଶ ଦେଇଥିଲେ । ମୋଦୀଙ୍କ ମତରେ ସାରାବିଶ୍ୱକୁ ଭାରତର ମୂଲ୍ୟବାନ ଉପହାର ହେଉଛି…
ସ୍ନାନଯାତ୍ରା ପାଇଁ ପୁରୀରେ ସ୍ଵତନ୍ତ୍ର ସୁରକ୍ଷା ବ୍ୟବସ୍ଥା
ପୁରୀ : ପବିତ୍ର ସ୍ନାନଯାତ୍ରା ପାଇଁ ପୁରୀ ରେ ସମସ୍ତ ପ୍ରସ୍ତୁତି ସରିଛି l ତେବେ ସ୍ନାନଯାତ୍ରା ଦେବସ୍ନାନ ପୂର୍ଣ୍ଣମୀ। ଶୃଙ୍ଖଳିତ ସ୍ନାନଯାତ୍ରା ନେଇ ପୁରୀ ଏସପି ପିନାକ ମିଶ୍ର ଗଣମାଧ୍ୟମକୁ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଲକ୍ଷାଧିକ ଭକ୍ତଙ୍କ ଆଗମନକୁ…
