ବିଦ୍ୟୁତ ବିଲ୍,ଦରମା ଦେବାକୁ ଟଙ୍କା ନାହିଁ, ଜଳ ଶୁଳ୍କ ବୃଦ୍ଧି ପାଇଁ କଂଗ୍ରେସ ସରକାରଙ୍କ ସଙ୍କେତ

ବେଙ୍ଗାଲୁରୁ ଜଳ ଯୋଗାଣ ଏବଂ ସ୍ୱେରେଜ୍ ବୋର୍ଡ (ବିଡବ୍ଲୁଏସଏସବି) ସମ୍ମୁଖୀନ ହେଉଥିବା ଆର୍ଥିକ ଆହ୍ୱାନକୁ ଦର୍ଶାଇ ଗୁରୁବାର ବେଙ୍ଗାଲୁରୁରେ ଜଳ ଶୁଳ୍କ ଲାଗୁ କରାଯାଇଛି। ବେଙ୍ଗାଲୁରୁର ବିକାଶର ତଦାରଖ କରୁଥିବା ଶିବକୁମାର ବୋର୍ଡର ଆର୍ଥିକ ଅସୁବିଧା ଉପରେ ଗୁରୁତ୍ୱାରୋପ କରିଥିଲେ, ଯାହା…

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଯୁକ୍ରେନ ଗସ୍ତ, ବିମାନରେ ନ ଯାଇ କାହିଁକି ଟ୍ରେନରେ ଯିବେ ମୋଦୀ

ନୂଆଦିଲ୍ଲୀ : ପୋଲାଣ୍ଡ ପରେ ପ୍ରଧାନମନ୍ତ୍ରୀ ମୋଦୀ ଏବେ ଅଗଷ୍ଟ ୨୩ ତାରିଖରେ ସିଧାସଳଖ ଯ଼ୁକ୍ରେନ ଯିବେ। କିନ୍ତୁ ଯ଼ୁକ୍ରେନରେ ସେ ବିମାନରେ ନୁହେଁ, ବରଂ ଟ୍ରେନରେ ଯିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ସ୍ୱତନ୍ତ୍ର ଟ୍ରେନରେ ପୋଲାଣ୍ଡରୁ ଯ଼ୁକ୍ରେନ ଯାତ୍ରା…

ସୁପ୍ରିମକୋର୍ଟରୁ ଝଟକା ଖାଇବା ପରେ ବି ରାଜନୀତି ଛାଡ଼ୁନାହାନ୍ତି ଦିଦି, ଚିଠି ଲେଖିଲେ ମୋଦୀଙ୍କୁ

କୋଲକାତା : ଆର. ଜି. କର ମେଡ଼ିକାଲ କଲେଜ ଏବଂ ଡାକ୍ତରଖାନାରେ ଜଣେ ଡାକ୍ତରଙ୍କ ବଳାତ୍କାର ଏବଂ ନୃଶଂସ ହତ୍ୟା ଘଟଣା ସାରା ଦେଶରେ ଆକ୍ରୋଶ ସୃଷ୍ଟି କରିଛି। ସର୍ବୋଚ୍ଚ ନ୍ୟାୟାଳୟ ସ୍ୱତଃପ୍ରବୃତ୍ତ ଭାବେ ଏହି ମାମଲାରେ ହସ୍ତକ୍ଷେପ କରିଥିଲେ। ଗୁରୁବାର…

ଡାକ୍ତରଙ୍କ ବଳାତ୍କାର-ହତ୍ୟା ମାମଲାର ଶୁଣାଣି ବେଳେ ଲଜ୍ୟାହୀନ କପିଳ ସିବଲଙ୍କ ଓଠରେ ହସ

ନୂଆଦିଲ୍ଲୀ : ଅଗଷ୍ଟ ୯ ତାରିଖରେ କୋଲକାତାର ଆର୍.ଜି. କର ମେଡ଼ିକାଲ କଲେଜ ଡାକ୍ତରଖାନାରେ ଜଣେ ତାଲିମପ୍ରାପ୍ତ ଡାକ୍ତରଙ୍କ ବଳାତ୍କାର-ହତ୍ୟା ମାମଲାର ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ। ସୁପ୍ରିମକୋର୍ଟ ମମତା ବାନାର୍ଜୀ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି।ଏଥି ସହିତ, ମମତା ବାନାର୍ଜୀଙ୍କ ଓକିଲ…

ପ୍ରଦର୍ଶନକାରୀ ଭାବି SDM ଙ୍କ ଉପରେ ଲାଠି ଚାର୍ଜ,ସ୍ଥିତି ସମ୍ଭାଳିଲେ ଅନ୍ୟ ପୋଲିସ କର୍ମୀ

ପାଟନା : ଏସସି-ଏସ୍ ଟି କୋଟା ମଧ୍ଯରେ କୋଟା ପ୍ରଦାନ କରିବାକୁ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ନେଇ ଦଳିତ ଏବଂ ଆଦିବାସୀ ସଂଗଠନ ବୁଧବାର ଦିନ ଭାରତ ବନ୍ଦ ଡାକରା ଦେଇଥିଲେ । ବୁଧବାର ଦିନ ବିହାରରେ ମଧ୍ଯ ଏହାର ମିଶ୍ରିତ ପ୍ରଭାବ…

୧୯୭୯ ପରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ପୋଲାଣ୍ଡ ଗସ୍ତ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦୁଇ ଦିନିଆ ସରକାରୀ ଗସ୍ତରେ ଯାଇ ପୋଲାଣ୍ଡର ରାଜଧାନୀ ୱାରସାରେ ପହଞ୍ଚିଛନ୍ତି। ୪୫ ବର୍ଷ ମଧ୍ଯରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ ପୋଲାଣ୍ଡ ଗସ୍ତ। ଭାରତରୁ ଶେଷ ଥର ପାଇଁ ୧୯୭୯ରେ…

ସାହାଯ୍ୟ ପାଇଁ ତାଲିବାନ ପୁଣି ଭାରତର ପ୍ରଶଂସା କଲା

ନୂଆଦିଲ୍ଲୀ : ତାଲିବାନ ପୁଣିଥରେ ଭାରତର ପ୍ରଶଂସା କରିଛି। ଆଫଗାନିସ୍ତାନ କ୍ରିକେଟ୍ ଦଳ ଠାରୁ ଆରମ୍ଭ କରି ତାଲିବାନ ମାନବିକ ସହାୟତା ପାଇଁ ଭାରତକୁ ଧନ୍ଯବାଦ ଜଣାଇଛି। ଭାରତ ସହିତ ଐତିହାସିକ ସମ୍ପର୍କକୁ ଦର୍ଶାଇ ତାଲିବାନର ଦୋହା ସ୍ଥିତ ରାଜନୈତିକ କାର୍ଯ୍ୟାଳୟରେ…

ନିଜ ରିପୋର୍ଟ ନିଜ ପାଖରେ ରଖ,କୋଲକାତା ହାଇକୋର୍ଟଙ୍କ ମମତା ସରକାରଙ୍କୁ ଶକ୍ତ ଟିପ୍ପଣୀ

କୋଲକାତା: ପଶ୍ଚିମବଙ୍ଗ ହାଇକୋର୍ଟ ଆଜି କୋଲକାତାର ଆର.ଜି କର ମେଡିକାଲ କଲେଜ ଏବଂ ଡାକ୍ତରଖାନାରେ ଜଣେ ମହିଳା ଡାକ୍ତରଙ୍କ ଅସଦାଚରଣ ମାମଲାର ଶୁଣାଣି କରିଛନ୍ତି। ମୁଖ୍ଯ ବିଚାରପତି ଟି.ଏସ୍. ଶିବଗନାନମ୍ ଏବଂ ବିଚାରପତି ଏଚ୍. ଭଟ୍ଟାଚାର୍ଯ୍ଯଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି…

କୋଲକାତା ଆରଜି କର ମେଡ଼ିକାଲ କଲେଜର ପୂର୍ବତନ ପ୍ରିନ୍ସପାଲଙ୍କ କଳା କାରନାମା

କୋଲକାତା : ମହିଳା ଡାକ୍ତରଙ୍କ ବଳାତ୍କାର ଓ ହତ୍ୟା ଘଟଣାକୁ ନେଇ ସାରା ଦେଶରେ ଅସନ୍ତୋଷ ପ୍ରକାଶ ପାଇଛି। ଡାକ୍ତରମାନେ ରାଜରାସ୍ତାରେ ଆନ୍ଦୋଳନ କରୁଛନ୍ତି ଏବଂ ନିଜ ପାଇଁ ସୁରକ୍ଷା ଦାବି କରୁଛନ୍ତି। ଇତି ମଧ୍ଯରେ, ଆରଜି କର ମେଡ଼ିକାଲ କଲେଜର…

ବେଙ୍ଗାଲୁରୁରେ ଟର୍ନ ଲାଇଟ ନଦେଇ ଥିବାରୁ ଓଡ଼ିଆ ଦମ୍ପତିଙ୍କ ଉପରେ ଅମାନବୀୟ ଆକ୍ରମଣ

ବେଙ୍ଗାଲୁରୁ: କର୍ଣ୍ଣାଟକର ବେଙ୍ଗାଲୁରୁରେ ଏକ ଆଶ୍ଚର୍ଯ୍ଯଜନକ ଘଟଣା ଘଟିଛି। ଦୁର୍ବୃତ୍ତମାନେ ଆକ୍ରମଣ କରି ରାସ୍ତାରେ ଏକ କାରର ୱିଣ୍ଡସ୍କ୍ରିନ୍ ଭାଙ୍ଗୁଥିବା ଦେଖାଯାଉଛି । ଏହି ସମୟରେ, କାରରେ ବସିଥିବା ଓଡ଼ିଆ ଦମ୍ପତି ଭୟରେ ଚିତ୍କାର କରୁଥିବା ଦେଖାଯାଇଛି । ସେ କହୁଛନ୍ତି…

error: Content is protected !!