ନୂଆଦିଲ୍ଲୀ :ହାଇଦ୍ରାବାଦର ସାଂସଦ ତଥା ଏ.ଆଇ.ଏମ୍.ଆଇ.ଏମ୍. ମୁଖ୍ୟ ଅସଦୁଦ୍ଦିନ୍ ଓୱେସୀ ନିଜର ବିବାଦୀୟ ମନ୍ତବ୍ୟ ଦ୍ୱାରା ସବୁବେଳେ ହେଡଲାଇନ୍ ସୃଷ୍ଟି କରିଥାନ୍ତି। ଏବେ ଲୋକସଭାରେ ସାଂସଦ ଭାବେ ଶପଥ ଗ୍ରହଣ କରିବା ସମୟରେ ସେ ଏମିତି କିଛି କହିଛନ୍ତି, ଯାହା ଏକ…
Category: ରାଜନୀତି
ଲଲିତ ମୋଦୀଙ୍କ ଆଶ୍ଚର୍ଯ୍ୟଜନକ ଖୁଲାସା, ସୋନିଆ ଗାନ୍ଧୀଙ୍କ ଘରୁ ଧମକପୂର୍ଣ୍ଣ ଫୋନ୍ ଆସୁଥିଲା
Lalit Modi: ଏକ ବଡ଼ ଖୁଲାସା କରି ପୂର୍ବତନ ଆଇପିଏଲ୍ ମୁଖ୍ୟ ଲଳିତ ମୋଦୀ କଂଗ୍ରେସ ସାଂସଦ ଶଶି ଥରୁର ଏବଂ ଗାନ୍ଧୀ ପରିବାର ବିରୋଧରେ ଗୁରୁତର ଅଭିଯୋଗ କରିଛନ୍ତି। ଲୋକପ୍ରିୟ ୟୁଟ୍ୟୁବର୍ ରାଜ୍ ଶାମନିଙ୍କ ପୋଡକାଷ୍ଟରେ ଲଳିତ ମୋଦୀ କହିଛନ୍ତି…
କ୍ଷୟକ୍ଷତିର ଆକଳନ କରିବାକୁ ଓଡ଼ିଶା ଆସିବେ କେନ୍ଦ୍ରୀୟ ଟିମ୍ – ରାଜସ୍ବ ମନ୍ତ୍ରୀ
ଭୁବନେଶ୍ୱର (ରିପୋର୍ଟ – ସମୀର ରଞ୍ଜନ ନାୟକ ):ବାତ୍ୟା ଦାନା ପ୍ରଭାବରେ ପ୍ରବଳ ବର୍ଷା ଯୋଗୁଁଁ ବୁଢାବଳଙ୍ଗ ନଦୀରେ ପାଣି ବଢିଛି। ହେଲେ ବିପଦ ସଙ୍କେତ ଟପିନି। ବନ୍ୟା ସ୍ଥିତି ହୋଇନଥିବା ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ମନ୍ତ୍ରୀ…
ଅତ୍ୟନ୍ତ ଲଜ୍ଜାଜନକ ! ପ୍ରିୟଙ୍କାଙ୍କ ନାମାଙ୍କନ ସମୟରେ ଗେଟ୍ ବାହାରେ ରହିଲେ ମଲ୍ଲିକାର୍ଜୁନ ଖର୍ଗେ
ନୂଆଦିଲ୍ଲୀ : କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ୱାୟନାଡରୁ ନାମାଙ୍କନ ଦାଖଲ କରିଥିଲେ। ତାଙ୍କ ସହ ସୋନିଆ ଗାନ୍ଧୀ, ଦଳର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଏବଂ ଭାଇ ରାହୁଲ ଗାନ୍ଧୀ ମଧ୍ୟ ଥିଲେ। ଏହି ସମୟରେ, ବିଜେପି ଦ୍ୱାରା ଏକ…
ମହାରାଷ୍ଟ୍ରରେ କଂଗ୍ରେସକୁ ଝଟକା;ଏନ୍.ସି.ପି ରେ ଯୋଗଦେଲେ ବାବା ସିଦ୍ଦିକିଙ୍କ ପୁଅ ଜିଶାନ
Zeeshan Siddique join NCP: ସ୍ୱର୍ଗତ ଏନସିପି ନେତା ବାବା ସିଦ୍ଦିକିଙ୍କ ପୁଅ ତଥା ମୁମ୍ବାଇ ଯୁବ କଂଗ୍ରେସର ପୂର୍ବତନ ସଭାପତି ଜିଶାନ ସିଦ୍ଦିକି ତାଙ୍କ ରାଜନୈତିକ ଯାତ୍ରାରେ ଏକ ନୂତନ ଅଧ୍ୟାୟ ଆରମ୍ଭ କରିଛନ୍ତି। ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ…
DMK ର ନକ୍ସାକୁ ନେଇ ଝଡ଼ , ଅଧା ଜାମ୍ମୁ – କାଶ୍ମୀର ପାକିସ୍ତାନର ଦେଖାଇଲା
ନୂଆଦିଲ୍ଲୀ : DMK.ର NRI.ଶାଖା ଦ୍ୱାରା ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ. ରେ ଏକ ପୋଷ୍ଟ ସେୟାର କରାଯିବା ପରେ ଅନ୍ ଲାଇନ ବିବାଦର ଏକ ନୂତନ ପର୍ଯ୍ୟାୟ ଆରମ୍ଭ ହୋଇଛି। ଏଥିରେ ଭାରତର ଏକ ମାନଚିତ୍ର ପ୍ରଦର୍ଶିତ ହୋଇଥିଲା, ଯେଉଁଥିରେ…