ଡାକ୍ତରଙ୍କ ବଳାତ୍କାର-ହତ୍ୟା ମାମଲାର ଶୁଣାଣି ବେଳେ ଲଜ୍ୟାହୀନ କପିଳ ସିବଲଙ୍କ ଓଠରେ ହସ

ନୂଆଦିଲ୍ଲୀ : ଅଗଷ୍ଟ ୯ ତାରିଖରେ କୋଲକାତାର ଆର୍.ଜି. କର ମେଡ଼ିକାଲ କଲେଜ ଡାକ୍ତରଖାନାରେ ଜଣେ ତାଲିମପ୍ରାପ୍ତ ଡାକ୍ତରଙ୍କ ବଳାତ୍କାର-ହତ୍ୟା ମାମଲାର ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ। ସୁପ୍ରିମକୋର୍ଟ ମମତା ବାନାର୍ଜୀ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି।ଏଥି ସହିତ, ମମତା ବାନାର୍ଜୀଙ୍କ ଓକିଲ…

ପ୍ରଦର୍ଶନକାରୀ ଭାବି SDM ଙ୍କ ଉପରେ ଲାଠି ଚାର୍ଜ,ସ୍ଥିତି ସମ୍ଭାଳିଲେ ଅନ୍ୟ ପୋଲିସ କର୍ମୀ

ପାଟନା : ଏସସି-ଏସ୍ ଟି କୋଟା ମଧ୍ଯରେ କୋଟା ପ୍ରଦାନ କରିବାକୁ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ନେଇ ଦଳିତ ଏବଂ ଆଦିବାସୀ ସଂଗଠନ ବୁଧବାର ଦିନ ଭାରତ ବନ୍ଦ ଡାକରା ଦେଇଥିଲେ । ବୁଧବାର ଦିନ ବିହାରରେ ମଧ୍ଯ ଏହାର ମିଶ୍ରିତ ପ୍ରଭାବ…

ସାହାଯ୍ୟ ପାଇଁ ତାଲିବାନ ପୁଣି ଭାରତର ପ୍ରଶଂସା କଲା

ନୂଆଦିଲ୍ଲୀ : ତାଲିବାନ ପୁଣିଥରେ ଭାରତର ପ୍ରଶଂସା କରିଛି। ଆଫଗାନିସ୍ତାନ କ୍ରିକେଟ୍ ଦଳ ଠାରୁ ଆରମ୍ଭ କରି ତାଲିବାନ ମାନବିକ ସହାୟତା ପାଇଁ ଭାରତକୁ ଧନ୍ଯବାଦ ଜଣାଇଛି। ଭାରତ ସହିତ ଐତିହାସିକ ସମ୍ପର୍କକୁ ଦର୍ଶାଇ ତାଲିବାନର ଦୋହା ସ୍ଥିତ ରାଜନୈତିକ କାର୍ଯ୍ୟାଳୟରେ…

କୋଲକାତା ଆରଜି କର ମେଡ଼ିକାଲ କଲେଜର ପୂର୍ବତନ ପ୍ରିନ୍ସପାଲଙ୍କ କଳା କାରନାମା

କୋଲକାତା : ମହିଳା ଡାକ୍ତରଙ୍କ ବଳାତ୍କାର ଓ ହତ୍ୟା ଘଟଣାକୁ ନେଇ ସାରା ଦେଶରେ ଅସନ୍ତୋଷ ପ୍ରକାଶ ପାଇଛି। ଡାକ୍ତରମାନେ ରାଜରାସ୍ତାରେ ଆନ୍ଦୋଳନ କରୁଛନ୍ତି ଏବଂ ନିଜ ପାଇଁ ସୁରକ୍ଷା ଦାବି କରୁଛନ୍ତି। ଇତି ମଧ୍ଯରେ, ଆରଜି କର ମେଡ଼ିକାଲ କଲେଜର…

ବେଙ୍ଗାଲୁରୁରେ ଟର୍ନ ଲାଇଟ ନଦେଇ ଥିବାରୁ ଓଡ଼ିଆ ଦମ୍ପତିଙ୍କ ଉପରେ ଅମାନବୀୟ ଆକ୍ରମଣ

ବେଙ୍ଗାଲୁରୁ: କର୍ଣ୍ଣାଟକର ବେଙ୍ଗାଲୁରୁରେ ଏକ ଆଶ୍ଚର୍ଯ୍ଯଜନକ ଘଟଣା ଘଟିଛି। ଦୁର୍ବୃତ୍ତମାନେ ଆକ୍ରମଣ କରି ରାସ୍ତାରେ ଏକ କାରର ୱିଣ୍ଡସ୍କ୍ରିନ୍ ଭାଙ୍ଗୁଥିବା ଦେଖାଯାଉଛି । ଏହି ସମୟରେ, କାରରେ ବସିଥିବା ଓଡ଼ିଆ ଦମ୍ପତି ଭୟରେ ଚିତ୍କାର କରୁଥିବା ଦେଖାଯାଇଛି । ସେ କହୁଛନ୍ତି…

ଇଣ୍ଡି ଛାଡି ଏନଡିଏ ଡଙ୍ଗାରେ ସବାର ହେବେକି ଷ୍ଟାଲିନ!ତାମିଲନାଡୁରୁ ହାୱା ବଦଳିବା ସମ୍ଭାବନା

ଚେନ୍ନାଇ : ଲୋକସଭା ନିର୍ବାଚନ ପରେ ଏବେ ସମସ୍ତ ରାଜନୈତିକ ଦଳ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଏହି ସମୟରେ, ତାମିଲନାଡ଼ୁରେ ଏକ ନୂତନ ରାଜନୈତିକ ଶୂନ୍ଯସ୍ଥାନ ସୃଷ୍ଟି ହେଉଥିବା ପରି ମନେ ହେଉଛି। ରାଜନୈତିକ କ୍ଷେତ୍ରରେ ଗୁଞ୍ଜରଣ…

ମମତା ବାନାର୍ଜୀ କେବଳ ଗୁଣ୍ଡା ତିଆରି କରିଛନ୍ତି – ରାଜ୍ୟପାଳ

କୋଲକାତା : ଜଣେ ତାଲିମପ୍ରାପ୍ତ ଡାକ୍ତରଙ୍କ ବଳାତ୍କାର ଓ ହତ୍ୟା ଘଟଣା ସାରା ଦେଶରେ ଶୋକର ଛାୟା ଖେଳାଇ ଦେଇଛି। ଏହି ଘଟଣାକୁ ନେଇ ଅନେକ ରାଜ୍ଯର ଡାକ୍ତରମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ପଶ୍ଚିମବଙ୍ଗର ମୁଖ୍ଯମନ୍ତ୍ରୀ ସବୁ ଦିଗରୁ ଘେରି ରହିଛନ୍ତି।…

“ଇନ୍ଦିରା ଗାନ୍ଧୀଙ୍କ ଭଳି ମମତା ବାନାର୍ଜୀଙ୍କୁ ଗୁଳି କର” ଇନଷ୍ଟାଗ୍ରାମରେ ଲେଖି ଯୁବତୀ ଗିରଫ

କୋଲକାତା : ପଶ୍ଚିମବଙ୍ଗର ଆର୍.ଜି. କର ଡାକ୍ତରଖାନାରେ ଜଣେ ଡାକ୍ତରଙ୍କ ସହ ଗଣଦୁଷ୍କର୍ମ ଘଟଣାକୁ ନେଇ ସାରା ଦେଶରେ ଅସନ୍ତୋଷ ପ୍ରକାଶ ପାଇଛି। ଏମ୍ସ୍ ସମେତ ଅନେକ ରାଜ୍ଯର ଡାକ୍ତରଖାନାଗୁଡ଼ିକରେ ଡାକ୍ତରମାନେ ସୁରକ୍ଷାକୁ ନେଇ ଚିନ୍ତିତ ଥିବାବେଳେ, ମୁଖ୍ଯମନ୍ତ୍ରୀ ମମତା ବାନାର୍ଜୀ…

ବାଂଲାଦେଶ ଭଳି ମୋଦୀ ସରକାରକୁ ଗାଦିଚ୍ୟୁତ କରିବା ଲକ୍ଷରେ ଆମେରିକା-ଋଷିୟ ଗଣମାଧ୍ୟମ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜଣେ ବିଶ୍ୱସ୍ତରୀୟ ନେତା ଭାବେ ଉଭା ହୋଇଛନ୍ତି। ବିଶ୍ୱାସ କରାଯାଏ ଯେ ବିଶ୍ୱର ଅଧିକାଂଶ ଦେଶ ମୋଦୀଙ୍କ କଥା ଶୁଣୁଛନ୍ତି। ଭାରତ କୌଣସି ବିଦେଶୀ ଶକ୍ତି ଆଗରେ ମୁଣ୍ଡ ନୁଆଁଇ ନାହିଁ। ଋଷରୁ ତୈଳ…

ହିନ୍ଦୁ ପର୍ବ ପର୍ବାଣୀରେ କଂଗ୍ରେସର ତାଛଲ୍ୟ,ବିଜେପି କହିଲା ହିନ୍ଦୁ ବିରୋଧୀ ମାନସିକତା

ନୂଆଦିଲ୍ଲୀ : କଂଗ୍ରେସ ଦଳ ପ୍ରତି ହିନ୍ଦୁ ପାର୍ବପର୍ବାଣୀରେ ତାଛଲ୍ୟ କଲା ଭଳି ପୋଷ୍ଟ କରିଥାଏ, କେବେବି କୌଣସି ଦେବା ବେବୀ ଙ୍କ ଫୋଟୋ ପୋଷ୍ଟ କରେନାହି। ପ୍ରତିପର୍ବ ପର୍ବାଣି ରେ କଂଗ୍ରେସ ର ସୋସିଆଲ ମିଡ଼ିଆ ପୋଷ୍ଟ ରୁ ଏହା…

error: Content is protected !!