ଗଞ୍ଜାମ/ବୁଗୁଡା (ସୋରେନ କୁମାର ପ୍ରଧାନ): ବୁଗୁଡ଼ା ପିପୁଲ୍ସ କଲେଜର ଉଦ୍ଭିଦ ବିଜ୍ଞାନ ବିଭାଗ, ଏହାର ନବାଗତ +୩ ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ଏକ ହୃଦୟସ୍ପର୍ଶୀ ସ୍ୱାଗତ ସମାରୋହ ପାଳନ କରିଛି, ଯାହା ଏକ ପ୍ରେରଣାଦାୟକ କାର୍ଯ୍ୟସୂଚୀ ସହିତ ପାଳନ କରାଯାଇଛି।…
Category: ଗଞ୍ଜାମ
ଗୁରୁ ଦିବସ ଓ ଅବସରପ୍ରାପ୍ତ ଶିକ୍ଷକଙ୍କ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ
ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ):ବୁଗୁଡା ଅଞ୍ଚଳର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପବିତ୍ର ଗୁରୁ ଦିବସ ପାଳିତ ହୋଇଯାଇଛି। ଏ ଅବସରରେ ବୁଗୁଡା ବ୍ଲକ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ବଳଦେବ ମନ୍ଦିର କଲ୍ଯାଣୀ ମଣ୍ଡପଠାରେ ସଂଘ ସଭାପତି ମନୋରଞ୍ଜନ ଦାଶଙ୍କ…
ମିଡ଼ିଆ କ୍ଳବ୍ ଓ ବୁଗୁଡ଼ା ଏନଏସି ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ୍
ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ):ସ୍ବାୟତ୍ତଶାସନ ଦିବସ ପାଳନ ଅବସରରେ ବୁଗୁଡ଼ା ଏନଏସି ଓ ବୁଗୁଡ଼ା ମିଡ଼ିଆ କ୍ଲବ୍ ମଧ୍ୟରେ ଶନିବାର ଦିନ ବନ୍ଧୁତ୍ଵପୂର୍ଣ୍ଣ କ୍ରିକେଟ୍ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି। ହାଇସ୍କୁଲ ମିନି ଷ୍ଟାଡିୟମ୍ରେ ଆୟୋଜିତ କ୍ରିକେଟ୍ ମ୍ୟାଚ୍ କୁ ଅଧ୍ଯକ୍ଷ ଚିତ୍ରସେନ…
ସବ୍-ଜୋନ୍ ସ୍ତରୀୟ ବିଦ୍ଯାଳୟ ସମୂହ କ୍ରୀଡା ପ୍ରତିଯୋଗିତା
ଗଞ୍ଜାମ/ବୁଗୁଡା (ସୋରେନ କୁମାର ପ୍ରଧାନ):ବୁଗୁଡା ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯାଳୟ ପକ୍ଷରୁ ସ୍ଥାନୀୟ ପିପୁଲ୍ସ ହାଇସ୍କୁଲ ମିନି ଷ୍ଟାଡିୟମରେ ବୁଗୁଡା ଏବଂ ବାଲିପଦର ସବ୍-ଜୋନ୍ ସ୍ତରୀୟ ବିଦ୍ଯାଳୟ ସମୂହ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ବୁଗୁଡ଼ା ବ୍ଲକ ସ୍କୁଲ ସ୍ପୋଟର୍ସ ଏସୋସିଏସନ…
ଡେଙ୍ଗାପଦର ଶ୍ରଦ୍ଧାଶ୍ରୀ ଶିକ୍ଷାକେନ୍ଦ୍ରର ବାର୍ଷିକ ଉତ୍ସବରେ ସାଂସ୍କୃତିକ କାର୍ଯ୍ୟକ୍ରମ
ଗଞ୍ଜାମ/ବୁଗୁଡା(ସୋରେନ କୁମାର ପ୍ରଧାନ):ବାଲିପଦର ନିକଟସ୍ଥ ଡେଙ୍ଗାପଦର ଗ୍ରାମର ଶ୍ରଦ୍ଧାଶ୍ରୀ ଶିକ୍ଷାକେନ୍ଦ୍ର ପକ୍ଷରୁ ବାର୍ଷିକ ଉତ୍ସବ ସହ ଛାତ୍ରଛାତ୍ରୀଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି।ଏହି ଅବସରରେ ଆୟୋଜିତ ସଭାରେ ଯୁବ ସମାଜସେବୀ କାହ୍ନୁଚରଣ ଗୌଡ଼ ପୌରହିତ୍ଯ କରିଥିବା ବେଳେ ପବିତ୍ର କୁମାର…
ବୈଷ୍ଣବ ଚରଣ ଦାଶ ଙ୍କ ‘ ପର୍ବ ଆମ ପରମ୍ପରାର ‘ ପୁସ୍ତକ ଉନ୍ମୋଚିତ
ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ): ବୀରଧନଞ୍ଜୟ ପୁର ଶାସନସ୍ଥ ବୁଦ୍ଧ ବିହାର ଛାତ୍ରାବାସ ପରିସର ରେ ନିୟୁ ଏରା ପବ୍ଲିକ ସ୍କୁଲ ର ସହକାରୀ ଶିକ୍ଷକ ବୈଷ୍ଣବ ଚରଣ ଦାଶ ଙ୍କ ରଚିତ ‘ପର୍ବ ଆମ ପରମ୍ପରାର’ ପୁସ୍ତକ ଉନ୍ମୋଚନ ହୋଇଥିଲା।…
ବୁଗୁଡା ବ୍ଳକରେ ୧୦ ଜଣ ପ୍ରଶିକ୍ଷାର୍ଥୀ ଓଏଏସ ଅଫିସର
ଗଞ୍ଜାମ/ବୁଗୁଡା (ସୋରେନ କୁମାର ପ୍ରଧାନ) : ଗଞ୍ଜାମ ଜିଲ୍ଲାପାଳଙ୍କ ପତ୍ର ସଂଖ୍ୟା ୧୯୭୧, ଗଞ୍ଜାମ ଜିଲ୍ଲାର ୮ ଗୋଟି ବ୍ଳକର ୧୬ ଗୋଟି ପଞ୍ଚାୟତରେ ୧୬ ଟି ଗୃପରେ ୮୦ ଜଣ ଓଡିଶା ପ୍ରଶାସନିକ ସେବା (ଓଏଏସ) ଅଧିକାରୀ ପ୍ରଶିକ୍ଷାର୍ଥୀ ଭାବେ…
ଗଣେଶ ପୂଜା ପାଇଁ ଗାଁ ଠୁ ସହର ଚଳଚଞ୍ଚଳ
ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ):ଚଳିତ ମାସ ୨୭ ତାରିଖ ଦିନ ପଡୁଛି ଗଣେଶ ପୂଜା ଉତ୍ସବ। ଏବେଠାରୁ ସଜେଇ ହେଲାଣି ବୁଗୁଡା ଅଞ୍ଚଳର ବିଭିନ୍ନ ଗ୍ରାମ। ବିଭିନ୍ନ ସ୍ଥାନରେ ଟେଣ୍ଟ ଭିଡା କାମ ଆରମ୍ଭ ହୋଇଯାଇଥିଲା ବେଳେ ମୂର୍ତ୍ତି ଗଢା କାମ…
ଗୌଡ଼ିଆବୋରଦା ପଞ୍ଚାୟତ କାର୍ଯ୍ୟାଳୟରେ 500ରୁ ଉର୍ଦ୍ଧ୍ବ ପରିବାରକୁ ଡଷ୍ଟବିନ ବଣ୍ଟନ ମେଳା
ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ):ସ୍ୱଚ୍ଛ ରହିଲେ ପରିବେଶ ସୁସ୍ଥ ରହିବ ସମାଜ l ସ୍ୱଚ୍ଛ ପରିବେଶ ପାଇଁ କେନ୍ଦ୍ର ସରକାର ଙ୍କ ସ୍ୱଚ୍ଛ ଭାରତ ମିଶନ ଜରିଆରେ ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା l ଏହି ଯୋଜନା ମାଧ୍ୟମରେ ପ୍ରତି…
ଅଗ୍ନିକାଣ୍ଡରେ ଚାଳଘର ଭସ୍ମୀଭୂତ
ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ):ବୁଗୁଡ଼ା ବ୍ଲକ୍ ଅନ୍ତର୍ଗତ ଭଗବାନପୁର ଗ୍ରାମ ଛକ ନିକଟରେ ଥିବା ଏକ ଚାଳଘରେ ଅଗ୍ନିକାଣ୍ଡ ଘଟିଥିବା ଜଣାଯାଇଛି।ପ୍ରକାଶ ଯେ,କେନ୍ଦୁପତ୍ର ରଖିବା ପାଇଁ ତିଆରି ହୋଇଥିବା ସେହି ଘରେ କିଛି ଲୋକ ନିଜ ନିଜର ଛେଳି ରଖୁଥିଲେ।ଛେଳି ରଖିବାକୁ…
