ପାଟଣା ଥାନାରେ ନୂତନ ଥାନା ଅଧିକାରୀ ଭାବରେ ଯୋଗ ଦେଲେ ମାନସ କୁମାର ମହାକୁଡ଼

କେନ୍ଦୁଝର(ଦଶରଥ ବାରିକ) : ପାଟଣା କେନ୍ଦୁଝର ଜିଲ୍ଲା ପାଟଣା ଥାନାରେ ନୂତନ ଥାନା ଅଧିକାରୀ ଭାବେ ମଙ୍ଗଳବାର ଦିନ ମାନସ କୁମାର ମହାକୁଡ଼ ଯୋଗ ଦେଇଛନ୍ତି ସେ ପୂର୍ବରୁ ଅନୁଗୋଳ ରାଉରକେଲାର ଚାନ୍ଦିପୋଷି ଥାନାରେ କାର୍ଯ୍ୟ କରୁଥିଲେ ପାଟଣା ଅଞ୍ଚଳରେ ଦୁର୍ଘଟଣା…

ଶୈକ୍ଷିକ କ୍ଷେତ୍ର ପରିଭ୍ରମଣରେ ଶିକ୍ଷାର୍ଥୀଙ୍କ ଶିଳ୍ପାନୁଷ୍ଠାନ ପରିଦର୍ଶନ

ବରଗଡ (ମୁକୁନ୍ଦ ଦାସ): ଭାରତୀୟ ମାନକ ବ୍ୟୁରୋ ଭୁବନେଶ୍ଵର ଶାଖା ଆନୁକୂଲ୍ୟରେ ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଜନତା ସରକାରୀ ଉଚ୍ଚ ବିଦ୍ୟାଳୟ ଭୁକ୍ତାର ମାନକ କ୍ଲବର ଛାତ୍ରଛାତ୍ରୀ ଶୈକ୍ଷିକ କ୍ଷେତ୍ର ପରିଭ୍ରମଣରେ ଆସି ଜିଲ୍ଲାରେ ଥିବା ଏସିସି ସିମେଣ୍ଟ…

ସୁବର୍ଣ୍ଣ ଲୋକ ମହୋତ୍ସବର ସାଂସ୍କୃତିକ କମିଟି ବୈଠକ ଅନୁଷ୍ଠିତ

ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ): ୨୦୨୫ ଜାନୁୟାରୀ ୬ ରୁ ୧୦ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ରାମେଶ୍ବର ଷ୍ଟାଡିୟମ ରେ ଅନୁଷ୍ଠିତ ହେବାକୁ ଥିବାବେଳେ ଏହି ସୁବର୍ଣ୍ଣ ଲୋକ ମହୋତ୍ସବ ପାଇଁ ଆଜି ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ…

ଡୁଙ୍ଗୁରିପାଲି ଠାରେ ଧାନମଣ୍ଡି ଉଦଘାଟନ କଲେ ଉପ ଜିଲ୍ଲାପାଳ

ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ ).ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଆର.ଏମ.ସି ପରିସରରେ ଡୁଙ୍ଗୁରିପାଲି କୃଷି ସମବାୟ ସମିତି ପକ୍ଷରୁ ତଥା ବ୍ଲକର ସମସ୍ତ ସମବାୟ ସମିତିରେ ଧାନ କିଣା ପାଇଁ ଉପଜିଲ୍ଲାପାଳ ଶ୍ରୀମତୀ ସୈମ୍ୟରୁପା ରଥ ଆସି ପୂଜାଜନ କରିବା ସହ…

ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା) ପୁରୀ ସଦର ପକ୍ଷରୁ ଶିଶୁଉର୍ତ୍ସବ ଅନୁଷ୍ଠିତ

ପୁରୀ (ସମୀର ରଞ୍ଜନ ନାୟକ): ଆଜି ପୁରୀ ସଦରବ୍ଲକ ହନ୍ତୁକ ଗ୍ରାମପଞ୍ଚାୟତର ବଟେଶ୍ୱରଦେବ ଉଚ୍ଚ ବିଦ୍ୟାଳୟ ହନ୍ତୁକ ପୁରୀଠାରେ ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା ), ପୁରୀସଦର ପକ୍ଷରୁ ୪୧ତମ ଶିଶୁ ଉର୍ତ୍ସବ ଆୟୋଜିତ ହୋଇଯାଇଛି l ଏହି…

ସାମ୍ବାଦିକଙ୍କ ପାଇଁ ବାହାରିଲେ ବିଧାୟକ , କହିଲେ ସାମ୍ବାଦିକଙ୍କ ପାଇଁ ଲାଗୁ ହେଉ ପେନସନ

ଭୁବନେଶ୍ୱର (ସମୀଇ ରଞ୍ଜନ ନାୟକ): ବିଧାନସଭା ଗୃହରେ ସାମ୍ବାଦିକଙ୍କ ପେନସନ ପ୍ରସଙ୍ଗ ଉଠାଇଲା ବିଜେଡି । ସାମ୍ବାଦିକଙ୍କ ସ୍ୱାସ୍ଥ୍ୟ ବୀମାରେ ପିତାମାତା ଙ୍କୁ ସଂଯୋଗ କରାଯାଉ । ପୂର୍ବ ସରକାର ୫ ଲକ୍ଷରୁ ସ୍ୱାସ୍ଥ୍ୟ ବୀମା କରିଥିଲେ । ତେବେ ଏବେ…

କେନ୍ଦୁଝର ସାଂସଦଙ୍କ ଓଏମସି ଗନ୍ଦମାର୍ଦନ ପ୍ରତିନିଧି ହେଲେ ରୋହିତ ରଞ୍ଜନ

କେନ୍ଦୁଝର (ସୀତାରାମ ଦୀକ୍ଷିତ) : କେନ୍ଦୁଝର ସାଂସଦଙ୍କ ଓଏମସି ଗନ୍ଦମାର୍ଦନ ଖଣି ର ପ୍ରତିନିଧି ଭାବେ ଦାୟିତ୍ୱ ଗ୍ରହଣ କଲେ ରୋହିତ ରଞ୍ଜନ ବାରିକ। ବୁଧବାର ଦିନ ରୋହିତ ରଞ୍ଜନ ବାରିକ ସାଂସଦ ଅନନ୍ତ ନାୟକ ଙ୍କ ପ୍ରଦତ୍ତ ଚିଠି ଓଏମସି…

ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶରେ ଘଟଗାଁ ଅଗ୍ନି ବିପନ୍ନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁକମ୍ପା ରାଶି ପ୍ରଦାନ

କେନ୍ଦୁଝର (ସୀତାରାମ ଦୀକ୍ଷିତ): ୧୧.୧୨.୨୦୨୪ ମଙ୍ଗଳବାର ଦିନ ଘଟଗାଁ ମା’ ତାରିଣୀଙ୍କ ମନ୍ଦିର ନିକଟରେ ଥିବା କିଛି ଦୋକାନ ଗୃହ ଗୁଡିକରେ କୋଣସି କାରଣ ବସତ ଅଗ୍ନିକାଣ୍ଡ ଘଟିଥିଲା। ଏହି ଅଗ୍ନିକାଣ୍ଡରେ କ୍ଷତିଗ୍ରସ୍ତ ତଥା ପ୍ରଭାବିତ ୧୭ ଜଣଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ…

କେନ୍ଦୁଝର ମାଟିର ପୁଅ ଶୁଭମ 23 ବର୍ଷରୁ କମ ଓଡିଶା କ୍ରିକେଟ ଦଳରେ ସ୍ଥାନିତ

କେନ୍ଦୁଝର (ସୀତାରାମ ଦୀକ୍ଷିତ): ୨୩ ବର୍ଷରୁ କମ ଓଡିଶା କ୍ରିକେଟ ଦଳରେ ସ୍ଥାନ ପାଇଛନ୍ତି କେନ୍ଦୁଝରର ଯୁବ କ୍ରିକେଟର ଶୁଭମ ପ୍ରିୟଦର୍ଶୀ l ଆସନ୍ତା ୧୫ ରୁ ୨୭ ତାରିଖ ପର୍ଯ୍ୟନ୍ତ ବିସିସିଆଇ ୨୩ ବର୍ଷରୁ କମ ‘ଏ’ ଟ୍ରଫି ପୁରୁଷ…

୧୬ତମ ସର୍ବ ଭାରତୀୟ ରାମଧୁନ କପ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଇଁ ପ୍ରସ୍ତୁତି ବୈଠକ

ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ) : ସୁବର୍ଣ୍ଣପୁର ସହରର ଅଗ୍ରଣୀ ଅନୁଷ୍ଠାନ ରାମଧୁନ କ୍ଲବ ଆନୁକୂଲ୍ୟରେ ଅନୁଷ୍ଠିତ ହେବାକୁ ଥିବା ୧୬ତମ ସର୍ବ ଭାରତୀୟ ରାମଧୁନ କପ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଇଁ ସ୍ଥାନୀୟ ମଝିପଡ଼ା କାଳୀପୂଜା ମଣ୍ଡପ ଠାରେ ପ୍ରସ୍ତୁତି ବୈଠକ…

error: Content is protected !!