ଖଜୁରିଆପାଲି ବନ ସୁରକ୍ଷା ସମିତିଠାରେ ୭୬ତମ ବନ ମହୋତ୍ସବ ପାଳିତ

ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ) : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକର କୋଟସମଲେଇ ପଞ୍ଚାୟତ ଅନ୍ତର୍ଗତ ଖଜୁରିଆପାଲି ବନ ସୁରକ୍ଷା ସମିତି ଠାରେ ୭୬ ତମ ବନ ମହୋତ୍ସବ ପାଳିତ ହୋଇଯାଇଛି l ପରିବେଶ ସୁରକ୍ଷା ଓ ପ୍ରକୃତିର ଯତ୍ନ ପାଇଁ…

ଅନୁଗୋଳର ପ୍ରୀତିକା ଓ ସୌମ୍ୟଙ୍କୁ ଇସ୍ରୋ ପରିଦର୍ଶନ ସୁଯୋଗ

ଢେଙ୍କାନାଳ (ଅଜିତ କୁମାର ଭୋଇ) : ତାଳଚେରର ଡିଏଭି ପବ୍ଲିକ୍ ସ୍କୁଲ, ଏମସିଏଲ, ଜଗନ୍ନାଥ ଏରିଆର ପ୍ରୀତିକା ପ୍ରିୟଦର୍ଶିନୀ ଏବଂ ଅନୁଗୋଳ ଜିଲ୍ଲା ବଅଁରପାଳ ସ୍ଥିତ ପଞ୍ଚଗଡ଼ ବିଜୟ କୁମାର (ପିବିକେ) ସରକାରୀ ହାଇସ୍କୁଲର ସୌମ୍ୟ ରଞ୍ଜନ ସାହୁ ବେଙ୍ଗାଲୁରୁ ସ୍ଥିତ…

କରଚୁଲି ଗ୍ରାମରେ ଭୟାବହ ଅଗ୍ନିକାଣ୍ତ

ଗଞ୍ଜାମ/ବୁଗୁଡା (ସୋରେନ କୁମାର ପ୍ରଧାନ): ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଳକ ଅନ୍ତର୍ଗତ କରଚୁଲି ଗୌଡ ସାହିରେ ଜୁଲାଇ ୧ ତାରିଖ ରାତି ସମୟରେ ଭୟାବହ ଅଗ୍ନିକାଣ୍ତ ଘଟି , ଭାସ୍କର ଡାକୁଆ ଓ ଦେବରାଜ ଡାକୁଆ ଦୁଇ ପରିବାରର ଦୁଇଟି ଲେଖାଏଁ…

ହେରାପଞ୍ଚମୀରେ ରଥ ଭାଙ୍ଗିଲେ ମହାଲକ୍ଷ୍ମୀ

ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ): ପବିତ୍ର ହେରାପଞ୍ଚମୀରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଆଡପ ଦର୍ଶନ ଲାଗି ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ବାକୁ ମିଳିଛ । ମହାପ୍ରଭୁ ଗୋଟିଏ ଦିନ ଭାଇଭଉଣୀଙ୍କୁ ନେଇଗୁଣ୍ଡିଚା ବୁଲି ଆସିବେ କହି ପାଞ୍ଚ ଦିନ ହେଲା ମନ୍ଦିରକୁ ଫେରି ନଥିବାରୁ…

ଗୋପୀନାଥ ବିଦ୍ୟାପୀଠ କ୍ରୀଡା ଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ଗଞ୍ଜାମ/ବୁଗୁଡା (ସୋରେନ କୁମାର ପ୍ରଧାନ):ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ଅନ୍ତର୍ଗତ ମୋଟାବାଡି ସ୍ଥିତ ଶ୍ରୀ ଗୋପୀନାଥ ବିଦ୍ୟାପୀଠ ର କ୍ରୀଡ଼ା ଶିକ୍ଷକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି , ବିଦ୍ୟାଳୟ ଶ୍ରେଣୀ ଗୃହ ରେ ଆୟୋଜିତ ଉକ୍ତ…

ବୁଗୁଡ଼ା ବନ ବିଭାଗ ୧.୭୯ ଲକ୍ଷ ଚାରା ଯୋଗାଇବ

ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ):ଚଳିତ ବର୍ଷ ବୁଗୁଡ଼ା ବନ ବିଭାଗ ତରଫରୁ ୧ ଲକ୍ଷ ୭୯ ହଜାର ୭୯୦ ଚାରା ଯୋଗାଣ କରାଯିବ ବୋଲି ବନାଞ୍ଚଳ ଅଧିକାରୀ ପ୍ରଦୀପ କୁମାର ମିଶ୍ର ସୂଚନା ଦେଇଛନ୍ତି। ସେଥ୍ ମଧ୍ଯରୁ ମନରେଗା ଯୋଜନାରେ ୧…

ସାଇକେଲ ସହ ଶାଳ କାଠ ଜବତ

ଗଞ୍ଜାମ/ବୁଗୁଡା (ସୋରେନ କୁମାର ପ୍ରଧାନ): ବୁଗୁଡ଼ା ବନାଞ୍ଚଳ ଅନ୍ତର୍ଗତ କତକଲା ଓ ଭାମଶ୍ଯାଳି କେନାଲ ରାସ୍ତାରେ ବନ ବିଭାଗ ପକ୍ଷରୁ ଚଢାଉ କରାଯାଇ ସାଇଜ୍ କାଠ ବୋଝେଇ ଏକ ସାଇକେଲକୁ ଜବତ କରାଯାଇଥିବା ଜଣାଯାଇଛି। ଜବତ ଚାରି ଖଣ୍ଡ ସାଇଜ କାଠର…

ଚମ୍ପୁଆରେ ବନ ବିଭାଗ ଦ୍ୱାରା ଚାରା ବିତରଣ କେନ୍ଦ୍ର ଉଦଘାଟିତ

କେନ୍ଦୁଝର/ଚମ୍ପୁଆ ( ପ୍ରଦୀପ ମହାନ୍ତ ) : ଚମ୍ପୁଆ ମହତାବ ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ ଚମ୍ପୁଆ ବନ ବିଭାଗ ତରଫରୁ ଆଜି ଏକ ଚାରା ବିତରଣ କେନ୍ଦ୍ର ଉଦଘାଟିତ ହୋଇ ଯାଇଛି। ଓଡିଶା ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳ ବାୟୁ…

ଶୁଦ୍ଧିକ୍ରିୟା ପାଇଁ ଅସହାୟ ପରିବାରକୁ ସହାୟତାର ହାତ ବଢାଇଲା ଭରସା ପରିବାର ଟ୍ରଷ୍ଟ

କେନ୍ଦୁଝର/ଚମ୍ପୁଆ (ପ୍ରଦୀପ କୁମାର ମହାନ୍ତ): ଚମ୍ପୁଆ ବ୍ଲକ୍ ଜାମୁଦଲକ ପଞ୍ଚାୟତ ମଙ୍ଗଳପୁର ଗ୍ରାମ ର ତ୍ରିନାଥ ପ୍ରଧାନ ବାଙ୍ଗାଲୋର ରେ ରହି କାମଦାମ କରି ପରିବାର ପ୍ରତିପୋଷଣ କରୁଥିଲେ । ସେଠାରେ ହୃଦାଘାତ ରେ ତାଙ୍କର ଅକାଳ ମୃତ୍ୟୁ ଘଟିବା ପରେ…

ପିପୁଲ୍ସ କଲେଜ ଅଧ୍ଯାପକଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ):ସ୍ଥାନୀୟ ପିପୁଲ୍ସ କଲେଜର ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ଅଧ୍ଯାପକ ଡ.ବିନୋଦ କୁମାର କରଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କଲେଜ ସମ୍ମିଳନୀ କକ୍ଷରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଭାରପ୍ରାପ୍ତ ଅଧ୍ଯକ୍ଷ ହରିକୃଷ୍ଣ ନାୟକ…

error: Content is protected !!