ଖୋର୍ଦ୍ଧା : ବାଣ ପ୍ରସ୍ତୁତି ସମୟ ରେ ବିସ୍ଫୋରଣ ଏମିତି ଏକ ଖବର ମିଳିଛି ଖୋର୍ଦ୍ଧା ଜିଲ୍ଲା ବାଘମାରି ଥାନା ଆଞ୍ଚଳର ଲେଖନପୁର ଗାଁ ରେ ।ଘଟଣାରୁ ପ୍ରକାଶ ଗୌରାଙ୍ଗ ଚରଣ ପଟ୍ଟନାୟକ ଘରେ ବାଣ ଭିଡୁଥିବା ସମୟ ବିସ୍ଫୋରଣ ହୋଇଥିଲା ଲ
ଘର ମାଲିକ ଓ ତାଙ୍କ ନାତୁଣୀ ଆହତ ହୋଇଛନ୍ତି l ଖବର ପାଇ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି l ଆହତ ବ୍ୟକ୍ତି ଙ୍କୁ ଭୁବନେଶ୍ୱର ମେଡିକାଲ ଚିକିତ୍ସା ପାଇଁ ପଠା ଯାଇଛି l ଏବଂ ବେଗୁନିଆ ବମକଳ ବାହିନୀ ନିଆଁ ଆୟତ କରିଥିବା ଜଣାପଡ଼ିଛି l
ଭୁବନେଶ୍ୱର ରୁ ସମୀର ରଞ୍ଜନ ନାୟକଙ୍କ ରିପୋର୍ଟ