ସାହୁ ମଟନ ସେଣ୍ଟର ସମସ୍ତଙ୍କ ମୁହଁରେ ସବୁବେଳେ ଚର୍ଚ୍ଚାରେ

କେନ୍ଦୁଝର (ଦଶରଥ ବାରିକ): କେନ୍ଦୁଝର ଜିଲ୍ଲା ପାଟଣାବଜାର ଦେଇ ଯାଇଥିବା ରାସ୍ତା କଡ଼ରେ ରହିଛି ସାହୁ ମଟନ ଦୋକାନ ଏବେ ଖୁବ୍ ଯୋର୍ ଆଗେଇ ଚାଲିଛି ସାହୁ ଭଲ ଖାସି ମାଂସ ଦେବା ସହ ଭଲ ଟଙ୍କା ରେ ଭଲ ମଟନ ଦେଉଥିବା ଲୋକେ କହିଛନ୍ତି। ଏହି ସାହୁ ଦୋକାନରେ ବିବାହ ଓ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ଅର୍ଡର୍ ନେଉଥିବା ସାହୁ ମାଲିକ କହିଛନ୍ତି।

ଯଦି କେହି ବାହାଘର ଭୋଜି ପାଇଁ ଚାହୁଁଛନ୍ତି ତାହେଲେ ତୁରନ୍ତ ସାହୁ ମଟନ ଦୋକାନକୁ ଯାଇ ଶିଘ୍ର ଯୋଗାଯୋଗ କରନ୍ତୁ…ସାହୁ ମୋବାଇଲ ନମ୍ବର ହେଲା 9940995790 ଓ 7894232402 ରେ ଯୋଗା କରିପାରିବେ।

Leave a Reply

Your email address will not be published. Required fields are marked *

Powered by Joinchat