ଜାତିଗତ ଜନଗଣନା କଂଗ୍ରେସ ନିଜେ କ୍ଷମତାରେ ଥିବାବେଳେ କାହିଁକି କରିନଥିଲା

ନୂଆଦିଲ୍ଲୀ : ବହୁଜନ ସମାଜ ପାର୍ଟି (ବିଏସପି) ସୁପ୍ରିମୋ ମାୟାବତୀ ଗତ କିଛି ଦିନ ଧରି କଂଗ୍ରେସ ଏବଂ ସମାଜବାଦୀ ପାର୍ଟି (ଏସପି) ଉପରେ ତୀବ୍ର ପ୍ରଶ୍ନ ଉଠାଉଛନ୍ତି। ମାୟାବତୀ ପୁଣିଥରେ ଏସସି/ଏସଟି ସଂରକ୍ଷଣ ଉପରେ ଏସ.ପି. ଏବଂ କଂଗ୍ରେସର ଆଭିମୁଖ୍ଯ…

ମିସ ଇଣ୍ଡିଆ ବିଜେତାଙ୍କ ମଧ୍ୟରେ ଜଣେ ବି ଅଳ୍ପସଂଖ୍ୟକ ନାହାନ୍ତି? ରାହୁଲଙ୍କ ମିଛ ଧରା ପଡିଲା

ନୂଆଦିଲ୍ଲୀ : ରାହୁଲ ଗାନ୍ଧୀ କହିଛନ୍ତି ଯେ 90 ପ୍ରତିଶତ ଲୋକ ବ୍ଯବସ୍ଥାର ଅଂଶ ନୁହଁନ୍ତି, ମୁଁ ମିସ୍ ଇଣ୍ଡିଆ ତାଲିକା ଦେଖୁଥିଲି, ଏଥିରେ କୌଣସି ଦଳିତ-ଓବିସି-ଆଦିବାସୀ, ସଂଖ୍ୟାଲଘୁ ନାହିଁ। ସମ୍ବିଧାନ ସମ୍ମାନ ସମ୍ମିଳନୀରେ ମିସ୍ ଇଣ୍ଡିଆ ପ୍ରତିଯୋଗିତା ବିଷୟରେ ରାହୁଲ…

ଦୀର୍ଘ ଦିନ ଧରି ଗାଁ ରାସ୍ତା ମରାମତି ହେଉନି ମଶା ମାଛିଙ୍କ ପାଦୃର୍ଭାବ ବୃଦ୍ଧି ପାଉଛି

ଭୁବନେଶ୍ୱର : ଏବେ ରାଜ୍ୟ କିଛି ସହର ଓ ଗ୍ରାମାଅଞ୍ଚଳରେ ଡେଙ୍ଗୁ ବ୍ୟାପୁଛି। ରାଜ୍ୟ ସ୍ୱାସ୍ଥ୍ୟ ଵୀଭାଗ ପକ୍ଷରୁ ବିଭିନ୍ନ ସହର ଓ ଗ୍ରାମାଞ୍ଚଳ ଯେମିତି ଡେଙ୍ଗୁ ଜରରେ କେହି ଆକ୍ରାନ୍ତ ନ ହୁଅନ୍ତୁ ସେଥିପାଇଁ ଅନେକ ପଦକ୍ଷେପ ଓ ସଚେତନା…

ୱାକଫ ବୋର୍ଡର କଳା କାରନାମା,ପାଟନାର ଫତୁଆରେ ପୁରା ଗାଁକୁ ୱାକଫ ସମ୍ପତି କହିଲା

ପାଟନା : ଗୋଟିଏ ପଟେ ୱାକଫ ବୋର୍ଡ ସଂଶୋଧନ ବିଲ୍ କୁ ନେଇ ରାଜନୈତିକ ଷ୍ଟଣ୍ଟ ଚାଲିଛି ଏବଂ ଏହି ବିଲ୍ କୁ ବନ୍ଦ କରିବା ପାଇଁ ରାଜ୍ଯ ସରକାରଙ୍କ ଉପରେ ଚାପ ପକାଯାଉଛି। ଅନ୍ଯପକ୍ଷରେ, ପାଟନାର ଫତୁହା ଅଞ୍ଚଳରେ ୱାକଫ…

ପଞ୍ଜାବରେ ଫ୍ରି ବସ୍ ସେବା ଦେବା ପାଇଁ ନାଗରିକଙ୍କ ଉପରେ ଲାଗିବ ୨ଟି ନୂଆ ଟ୍ୟାକ୍ସ

ଚଣ୍ଡୀଗଡ଼: କଂଗ୍ରେସ ଶାସିତ ହିମାଚଳ ପ୍ରଦେଶ ଏବଂ କର୍ଣ୍ଣାଟକ ପରେ, ବର୍ତ୍ତମାନ ଆମ୍ ଆଦମୀ ପାର୍ଟି ଶାସିତ ପଞ୍ଜାବ, ନିର୍ବାଚନ ଜିତିବା ପାଇଁ ବଣ୍ଟନ କରାଯାଇଥିବା ମାଗଣା ଉପହାର ସରକାରକୁ କଳଙ୍କିତ କରିଦେଇଛି। ଆପ୍ ର ଦିଲ୍ଲୀ ସରକାରଙ୍କ ପଦାଙ୍କ ଅନୁସରଣ…

ଅଯୋଧ୍ୟାରେ ଜରାଜୀର୍ଣ୍ଣ ଅବସ୍ଥାରେ ଓଡ଼ିଶାର ଐତିହାସିକ ଧରୋହର

ନୂଆଦିଲ୍ଲୀ : ଓଡ଼ିଆ ସଂସ୍କୃତି,ଓଡ଼ିଆ ଭାଷା ଓ ଜଗନ୍ନାଥ ହେଉଛନ୍ତି ଓଡ଼ିଆର ପ୍ରାଣ। ତାହାର ସଂରକ୍ଷଣ ଓ ବିକାଶ ଆମର ଓ ଆମ ସରକାର ର ମୌଳିକ ଦାୟିତ୍ୱ। ପ୍ରାୟ ୩୦୦ / ୪୦୦ ବର୍ଷ ପୂର୍ବରୁ ଶ୍ରୀରାମ ନଗରୀ ଅଯୋଧ୍ୟା…

ବିଶ୍ବମ୍ଭର ବିଦ୍ୟାପୀଠ ମଧ୍ୟରେ ପ୍ରସ୍ତାବିତ ସ୍ୱରେଜ ପାଇପକୁ ବିରୋଧ କଲେ ଅଭିଭାବକ l

ପୁରୀ : ଚିତ୍ରକାର ସାହିରେ ଥିବା ବିଶ୍ବମ୍ଭର ବିଦ୍ୟାପୀଠରେ ପଢୁଥିବା ଛାତ୍ରଛାତ୍ରୀମାନଙ୍କର ଅଭିଭାବକ ମାନେ ଆଜି ଏକ ଜରୁରୀ ବୈଠକରେ ଏକତ୍ରୀତ ହୋଇ ସ୍ୱରେଜ ବୋର୍ଡ ଦ୍ଵାରା ପ୍ରସ୍ତାବିତ ବିଦ୍ୟାଳୟ ପଛପାଖରେ ଥିବା ସାହି ଓ ବସ୍ତିର ଆବର୍ଜନା ନାଳକୁ ସାହିର…

ସାଲିଆ ସାହିରେ କମିଶନରେଟ ପୋଲିସର ବଡ଼ଧରଣର ରେଡ

ଭୁବନେଶ୍ୱର : ଭୁବନେଶ୍ୱର ସହରରେ କମିଶନରେଟ ପୋଲିସ ଦେଶୀ ମଦ କାରଖାନା ଠାବ ଖବର ମିଳିଛି। ମିଳିଥିବା ଖବର ଅନୁଯାଇ ସାଲିଆ ସାହିରେ ୩ ଦେଶୀ ମଦ କାରଖାନା ଠାବବଡ଼ ଧରଣର ରେଡ୍ କରି ଠାବ କଲା କମିଶନରେଟ୍ ପୁଲିସ୍‌ ବିପୁଳ…

ରତ୍ନଭଣ୍ଡାର ଯାଞ୍ଚ ପାଇଁ ଶ୍ରୀ ମନ୍ଦିର ପ୍ରଶାସକଙ୍କ ଚିଠି ଏ.ଏସ.ଆଇ ଡ଼ିଜିଙ୍କୁ

ପୁରୀ : ରତ୍ନଭଣ୍ଡାର ଯାଞ୍ଚ ପାଇଁ ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ଏ.ଏସ.ଆଇ ଡିଜିଙ୍କୁ ଚିଠି ଲେଖି ଥିବା ଜଣା ପଡ଼ିଛି ସୂଚନା ଯୋଗ୍ୟ ଯେ l ଗତ କାଲି ଖୋଲିଥିଲା ମହାପ୍ରଭୁଙ୍କ ରତ୍ନ ଭଣ୍ଡାର। ଭିତର ଜିନିଷ…

ସୁଭଦ୍ରା ଯୋଜନା ଅଧୀନରେ ଓଡ଼ିଶାର ଏକ କୋଟି ମହିଳାଙ୍କୁ ମିଳିବ ୫୦,୦୦୦ ଟଙ୍କା

ଭୁବନେଶ୍ୱର:ଓଡ଼ିଶାର ମୁଖ୍ଯମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର କହିଛନ୍ତି ଯେ ରାଜ୍ଯର ପ୍ରାଯ଼ ଏକ କୋଟି ମହିଳା, ୨୧-୬୦ ବର୍ଷ ବୟସ ମଧ୍ଯରେ, ପାଞ୍ଚ ବର୍ଷର ଅବଧି ମଧ୍ଯରେ ପର୍ଯ୍ୟାୟକ୍ରମେ ୫୦,୦୦୦ ଟଙ୍କା ଆର୍ଥିକ ଲାଭ ସହିତ ସରକାରଙ୍କ ଫ୍ଲାଗସିପ୍ ସୁଭଦ୍ରା…

error: Content is protected !!
Powered by Joinchat