ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ): ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମାଠାରେ ଥିବା ସ୍ମାର୍ଟ ପାର୍କ ର ଅବସ୍ଥା ଦିନକୁ ଦିନ ବିଗିଡି ବାରେ ଲାଗିଛି। ଏ ନେଇ ସୋନପୁର ମୁନିସିପାଲଟି କୁ ଘୋର ନିନ୍ଦା କରୁଛନ୍ତି ସହରବାସୀ। ଜିଲ୍ଲା ମୁଖ୍ୟାଳୟରେ ମନୋରଞ୍ଜନ…
Tag: Odia ePaper
ଗ୍ରାମଉଥାନ୍ ଦ୍ଵାରା ଯୁବ ବିକାଶ କାର୍ଯକ୍ରମ ଉଦଘାଟିତ
ସୁବର୍ଣ୍ଣପୁର(ଶାନ୍ତନୁ କୁମାର କର୍ଣ୍ଣ): ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କାଦୋଦର ସ୍ଥିତ ଉମାଦେବୀ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଜିଲ୍ଲା ଅଗ୍ରଣୀ ସ୍ଵେଚ୍ଛାସେବୀ ଅନୁଷ୍ଠାନ ଗ୍ରାମଉଥାନ୍ ଦ୍ଵାରା ଯୁବ ବିକାଶ କାର୍ଯକ୍ରମ (ସମଝୋ ତୋ କାର୍ଯକ୍ରମ) ଉଦଘାଟିତ ହୋଇଯାଇଛି ।…
କେନ୍ଦୁଝର ଜିଲ୍ଲା ୫୨୦ ନମ୍ବର ଜାତୀୟ ରାଜପଥରେ ବାର ବାଙ୍କ ଜଙ୍ଗଲରେ ସିରିଜ ଦୁର୍ଘଟଣା
କେନ୍ଦୁଝର (ସୀତାରାମ ଦୀକ୍ଷିତ):ଜିଲ୍ଲା ୫୨୦ ନମ୍ବର ଜାତୀୟ ରାଜପଥ ରେ ବାର ବାଙ୍କ ଜଙ୍ଗଲ ରେ ସିରିଜ ଦୃଘଟଣା ଦେଖିବାକୁ ମିଳିଛି । ଏହି ଦୃଘଟଣା କାରଣହେଲା ବାସ୍ତବ ରେ ଜାଣିବାକୁ ହେଲେ ଗୋଟିଏ କମ୍ପାନୀ ତାହାର ନିଜ କମ୍ପାନୀ କୁ…
ଖଲ୍ଲିକୋଟ ଜଗନ୍ନାଥ ମନ୍ଦିରରୁ ଖସିଲା ପଥର, ରକ୍ଷଣାବେକ୍ଷଣକୁ ନେଇ ବଢୁଛି ଚିନ୍ତା
ଗଞ୍ଜାମ/ଖଲ୍ଲିକୋଟ(ଅଶ୍ୱିନୀକୁମାର ମହାନ୍ତି): ଖଲ୍ଲିକୋଟ ରାଜବଂଶର ଅବଦାନ ମଧ୍ୟରୁ ଖଲ୍ଲିକୋଟ ଶ୍ରୀ ଜଗନ୍ନାଥ ମନ୍ଦିର ଅନ୍ୟତମ । ତିନି ଶହ ବର୍ଷତଳେ ଲୋକାର୍ପିତ ହୋଇଥିବା ଏହି ଦ୍ୱିତୀୟ ଉଚ୍ଚତମ ମନ୍ଦିର ବର୍ତ୍ତମାନ ଧ୍ଵଂସ ହେବାକୁ ବସିଛି। ଲଗାଣ ବର୍ଷା ହେଲେ ରେଖା ମନ୍ଦିର…
ବୁଗୁଡ଼ା ବ୍ଲକ୍ ସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ଅନୁଷ୍ଠିତ
ବୁଗୁଡ଼ା (ସୋରେନ କୁମାର ପ୍ରଧାନ): ବୁଗୁଡ଼ା ବ୍ଲକ ସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ବୀରଧନଞ୍ଜୟପୁର ର ବୁଦ୍ଧଗିରି ବିଦ୍ୟାପୀଠରେ ନଭେମ୍ବର ୧୩ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି । ବିଜ୍ଞାନ ପ୍ରଦର୍ଶନୀର ଉଦଘାଟନୀ କାର୍ଯ୍ୟକ୍ରମରେ ବିଇଓ ଚିନ୍ମୟ ମହାପାତ୍ର ଅଧ୍ଯକ୍ଷତା କରିଥିବା ବେଳେ…
ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଯଶିପୁର ଗସ୍ତ, ଯଶିପୁର ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ
ମୟୁରଭଞ୍ଜ/କରଞ୍ଜିଆ (ଜିତେନ୍ଦ୍ର ରାଜ଼)ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଆଜି ବାରିପଦା ଯିବା ସମୟରେ ଦିବା୧୧ ଘଟିକା ସମୟରେ ଯଶିପୁର ଠାରେ ପହଂଚିଥିଲେ।ତାଙ୍କୁ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଇଂ ଗଣେଶ ରାମସିଂ ଖୁଣ୍ଟିଆ, ଜିଲ୍ଲା ବିଜେପି ସଭାପତି କୃପାସିନ୍ଧୁ…
ଖଲ୍ଲିକୋଟରୁ ୧ କୁଇଣ୍ଟାଲରୁ ଅଧିକ ଗୋ ମାଂସ ଜବତ
ଖଲ୍ଲିକୋଟ (ଅଶ୍ୱିନୀ କୁମାର ମହାନ୍ତି ): ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟରେ ଗୋ ମାଂସ ଜବତ, ୧୦୦କେଜି ରୁ ଅଧିକ ଗୋ ମାଂସ ଜବତ କଲା ଖଲ୍ଲିକୋଟ ବଜରଙ୍ଗୀ ଦଳ। ଖୋର୍ଦ୍ଧା ରୁ ଆକ୍ରମ ଖାନ୍ ନାମକ ଜଣେ ବ୍ୟବସାୟୀ ଏକ ସ୍କୁଟି…
କରଞ୍ଜିଆରେ ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦଘାଟିତ
ମୟୁରଭଞ୍ଜ(ଜିତେନ୍ଦ୍ର ରାଜ଼): ଆଜି କରଞ୍ଜିଆ ମିଳନ ପଡିଆ ଠାରେ ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦଘାଟିତ ହୋଇଯାଇଛି ଏହି ଉଦଘାଟନି ଉତ୍ସବ ରେ ମୁଖ୍ୟଅତିଥି ଭାବେ ରାଜ୍ୟ ସରକାର ଙ୍କ ଜଙ୍ଗଲ ଓ ପରିବେଶ ଏବଂ ଶ୍ରମ ମନ୍ତ୍ରୀ ଇଂଜିନିୟର…
ରସମତଳା ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ଉଦଯାପିତ
ମୟୁରଭଞ୍ଜ (ଜିତେନ୍ଦ୍ର ରାଜ଼): କରଞ୍ଜିଆ ବ୍ଲକ ଅନ୍ତର୍ଗତ ରସମତଳା ସରକାରୀ ଉଚ୍ଚବିଦ୍ୟାଳୟ ର ସୁବର୍ଣ୍ଣ ଜୟନ୍ତୀ ଗତକାଲି ସାନ୍ଧ୍ୟରେ ଉଦଯାପିତ ହୋଇଯାଇଛି। ସୁବର୍ଣ୍ଣ ଜୟନ୍ତୀ ପାଳନ କମିଟି ସଭାପତି ତ୍ରିଲୋଚନ ସେଠୀ ଙ୍କ ସଭାପତିତ୍ୱ ଓ ଚନ୍ଦନ କୁମାର ପାଣିଗ୍ରାହୀ ଙ୍କ…
ହାତୀ ବଢାଇଛି ତାତି: ବନ ବିଭାଗ କର୍ମଚାରୀଙ୍କୁ ଘେରିଲେ ଜାଲି ଗ୍ରାମବାସୀ
ଯୋଡ଼ା/କେନ୍ଦୁଝର (ସୀତାରାମ ଦୀକ୍ଷିତ ): ଥମିବାର ନାଁ ନେଉନାହିଁ ହାତୀ ଉପଦ୍ରବ।ହାତୀ ପାଇଁ ବଢୁଛି ତାତି।ବନ ବିଭାଗ ହାତୀ ନିୟନ୍ତ୍ରଣ ରେ ବିଫଳ ହୋଇଥିବା ଯୋଗୁଁ ଗ୍ରାମବାସୀ ବନବିଭାଗ କୁ ଘେରାଉ କରିବା ସହ ହୋହାଲ୍ଲା କରିବା ଘଟଣା ଚମ୍ପୁଆ ବ୍ଲକ…
