ବରଗଡ (ମୁକୁନ୍ଦ ଦାସ): ବରଗଡ଼ ଜିଲ୍ଳା ପ୍ରଶାସନ ଓ ଜିଲ୍ଲା ଶିକ୍ଷା ବିଭାଗର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ବରଗଡ଼ ସରକାରୀ ବାଳିକା ହାଇସ୍କୁଲ ପରିସରରେ ତ୍ରିଦିବସୀୟ ବାଲ୍ ଧନୁଯାତ୍ରା ଉଦଯାପିତ ହୋଇଯାଇଛି।ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ରାଧାକାନ୍ତ ଛତ୍ରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ…