ଭୁବନେଶ୍ୱର : ସିଙ୍ଗାପୁର ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାର ୱାର୍ଲ୍ଡ ସ୍କିଲ୍ ସେଣ୍ଟର (WS.C) ର ଇଣ୍ଟର୍ଣ୍ଣମାନଙ୍କ ସହ ଭାବ ବିନିମୟ କରିଥିଲେ। ତାଙ୍କ ସହ ସିଙ୍ଗାପୁର ପ୍ରତିପକ୍ଷ ଲରେନ୍ସ ୱଙ୍ଗ ମଧ୍ୟ ଥିଲେ। ସି.ଆଇ.ଆଇ.-ଏଣ୍ଟରପ୍ରାଇଜ୍ ସିଙ୍ଗାପୁର ଇଣ୍ଡିଆ…
Author: Shree khetra News
ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଆରମ୍ଭ କଲେ ନୂଆ ଇନିଂସ, ଧରିଲେ ପଦ୍ମ
ନୂଆଦିଲ୍ଲୀ:ଭାରତୀୟ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିକଟରେ ଟି-୨୦ରୁ ଅବସର ଘୋଷଣା କରିଛନ୍ତି। ଏବେ ସେ ଏକ ନୂଆ ଇନିଂସ ଆରମ୍ଭ କରିଛନ୍ତି। ଏବେ ସେ ଭାରତୀୟ ଜନତା ପାର୍ଟିର ସଦସ୍ୟ ହୋଇଛନ୍ତି। ଜାମନଗରର ବିଧାୟକ ତଥା ରବୀନ୍ଦ୍ର ଜାଡେଜାଙ୍କ ପତ୍ନୀ ରିଭାବା…
ଡ଼ଃ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମ ଦିବସ ଓ ଗୁରୁଦିବସ ପାଳିତ
ମୟୂରଭଞ୍ଜ (ରିପୋର୍ଟ-ଜିତେନ୍ଦ୍ର ରାଜ):କରଞ୍ଜିଆ ସହରସ୍ଥିତ ପାଞ୍ଚପୀଢ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ତା ୦୫/୦୯/୨୦୨୪ ରିଖ ଗୁରୁବାର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସମ୍ମିଳନୀ କକ୍ଷ ରେ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ଦିଲ୍ଲୀପ କୁମାର ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମ ଦିବସ…
ମାୟାବର୍ହା ଉଚ୍ଚ ବିଦ୍ୟାଳୟ ରେ ଗୁରୁ ଦିବସରେ ଗୁରୁପୂଜନ କାର୍ଯ୍ୟକ୍ରମ
ସୁବର୍ଣ୍ଣପୁର (ରିପୋର୍ଟ – ଶାନ୍ତନୁ କୁମାର କର୍ଣ୍ଣ):ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ମାୟାବର୍ହା ଠାରେ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ରବିଚନ୍ଦ୍ର ପଶାୟତ ଙ୍କ ମାର୍ଗଦର୍ଶନ ରେ ବିଦ୍ୟାଳୟ ସଭା ଗୃହରେ ଗୁରୁ ଦିବସ ପାଳିତ ହୋଇ…
ସ୍ମାର୍ଟ୍ ପାର୍କ ଠାରେ ଗୁରୁ ଦିବସ ପାଳିତ, ଯୋଗ ଗୁରୁ ମନୋଜ ପଣ୍ଡା ସମ୍ବର୍ଦ୍ଧିତ
ସୁବର୍ଣ୍ଣପୁର(ଶାନ୍ତନୁ କୁମାର କର୍ଣ୍ଣ ): ଆଜି ସୁବର୍ଣ୍ଣପୁର ଜିଲ୍ଲାର ଅଗ୍ରଣୀ ରାଷ୍ଟ୍ରୀୟ ସଂଗଠନ ପତଞ୍ଜଳୀ ଯୋଗ ସମିତି ପକ୍ଷରୁ ସ୍ମାର୍ଟ ପାର୍କ ଠାରେ ମହା ସମାରୋହରେ ଗୁରୁ ଦିବସ ପାଳିତ ହୋଇଯାଇଛି । ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଫଟୋ ଚିତ୍ର ରେ ଦୀପ…
ପୁରୀ ଜିଲ୍ଲାସ୍ତରୀୟ ଗୁରୁ ଦିବସ ଓ ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ
ପୁରୀ (ରିପୋର୍ଟ -ସମୀର ରଞ୍ଜନ ନାୟକ ) ଗୁରୁମାନେ ସମାଜର ମାର୍ଗଦର୍ଶକ।ସେମାନେ ଛାତ୍ର ଛାତ୍ରୀ ଙ୍କ ଭବିଷ୍ୟତ ଗଢିବା ସହ ସମାଜ କୁ ଶୃଙ୍ଖଳା ଓ ସଂସ୍କାର ପଥରେ ଆଗେଇ ନିଅନ୍ତି ବୋଲି କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା।ଆଜି…
ଡି.ଏ.ଭି ପବ୍ଲିକ୍ ସ୍କୁଲ୍ ରେ ଗୁରୁ ଦିବସ ପାଳିତ
ଅନୁଗୁଳ : ଡି.ଏ.ଭି. ପବ୍ଲିକ ସ୍କୁଲ,ଏନ୍.ଟି.ପି.ସି ରେ ଗୁରୁ ଦିବସ ମହାଆଡମ୍ବରରେ ପାଳିତ ହୋଇଛି। ଏହି ପବିତ୍ର ଉତ୍ସବରେ ଏନ୍.ଟି.ପି.ସି ମୁଖ୍ୟ ମହାପ୍ରବନ୍ଧକ ଶ୍ରୀଯୁକ୍ତ ବିଜୟ ଚାନ୍ଦ,ସାଗରିକା ଲେଡିଜ୍ କ୍ଲବ ର ଅଧ୍ୟକ୍ଷା ଶୀମତୀ ଭିଭା ଅଗରୱାଲ ତଥା ସହାୟକ ମହାପ୍ରବନ୍ଧକ…
ଶ୍ରୀ କୃଷ୍ଣ ଜନ୍ମଭୂମି-ଶାହୀ ଇଦଗା ମାମଲାରେ ମୁସଲିମ ପକ୍ଷ ପହଁଚିଲା ସୁପ୍ରିମକୋର୍ଟରେ
ନୂଆଦିଲ୍ଲୀ : ମଥୁରାରେ ଶ୍ରୀ କୃଷ୍ଣ ଜନ୍ମଭୂମି-ଶାହି ଇଦଗା ବିବାଦ ସହ ଜଡ଼ିତ ୧୮ଟି ମାମଲାର ରକ୍ଷଣାବେକ୍ଷଣକୁ ଚାଲେଞ୍ଜ୍ କରି ଆହ୍ଲାବାଦ ହାଇକୋର୍ଟଙ୍କ ନିର୍ଦ୍ଦେଶ ବିରୋଧରେ ମୁସଲମାନ ପକ୍ଷ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ହାଇକୋର୍ଟଙ୍କ ଅଗଷ୍ଟ ୧ ତାରିଖର ଆଦେଶକୁ ଚାଲେଞ୍ଜ୍…
ଦିଲ୍ଲୀ ମହାନଗର ନିଗମ ନିର୍ବାଚନରେ ବିଜେପି ୧୨ଟି ଜୋନ ରୁ ୭ରେ ବିଜୟୀ
ନୂଆଦିଲ୍ଲୀ : ଦିଲ୍ଲୀ ମହାନଗର ନିଗମ (ଏମ୍.ସି.ଡି) ର ୱାର୍ଡ କମିଟି ନିର୍ବାଚନରେ ବିଜେପି, ଆମ୍ ଆଦମୀ ପାର୍ଟିକୁ ପରାସ୍ତ କରିଛି। ୧୨ଟି ଜୋନ୍ ମଧ୍ୟରୁ ବିଜେପି ୭ଟି ଜିତିଥିବା ବେଳେ ଶାସକ ଆପ୍ ମାତ୍ର ୫ଟି ୱାର୍ଡ ପରିଚାଳନା କରିପାରିଥିଲା।…
ଡିଜିଟାଲ କ୍ରପ୍ ସର୍ଭେ ଯୋଜନାର ଅଗ୍ରଗତିକୁ ନେଇ ସମୀକ୍ଷା ବୈଠକ
ସୁବର୍ଣ୍ଣପୁର(ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ ): ସୁବର୍ଣ୍ଣପୁର ଜିଲ୍ଲାପାଳ ଅନ୍ୟା ଦାସଙ୍କ ଅଧ୍ୟକ୍ଷତାରେ ଜିଲ୍ଲାରେ ଡିଜିଟାଲ କ୍ରପ୍ ସର୍ଭେ ଯୋଜନାର ଅଗ୍ରଗତି କୁ ନେଇ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଡିଜିଟାଲ କ୍ରପ ସର୍ଭେ, ଫାର୍ମର ଆଇଡି ପ୍ରସ୍ତୁତି,…
