ରାୟଗଡ଼(ଗୋପୀନାଥ ଗୌଡ଼): ଆଜି ରାୟଗଡ ଜିଲ୍ଲା ପ୍ରଶାସନ ତରଫରୁ ପ୍ରଚେଷ୍ଟା ଅଭିଯାନ ମାଧ୍ୟମରେ ଶିଶୁ ମାନଙ୍କ ପାଇଁ ଦିନ ଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଶିଶୁ ମାନଙ୍କ ପାଇଁ ଥିବା ଶିଶୁ ମଙ୍ଗଳ ଓ ସୁରକ୍ଷା କମିଟି, ଶିଶୁ ଶ୍ରମିକ…
Author: Shree khetra News
ଓଡ଼ିଶା ପଦ୍ମଶାଳୀ ସଙ୍ଘ ରାୟଗଡ଼ ପକ୍ଷରୁ କଳସ ଯାତ୍ରା ଅନୁଷ୍ଠିତ।
ରାୟଗଡ଼ (ଗୋପୀନାଥ ଗୌଡ଼) ରାୟଗଡ଼ ପଦ୍ମଶାଳି ସଂଘ ପକ୍ଷରୁ ଶ୍ରୀ ମାର୍କେଣ୍ଡେୟ ମହାଋଷି ଙ୍କ ଜନ୍ମଦିନ ମହୋତ୍ସବ ଏବଂ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା। ଆଜି ରାୟଗଡ଼ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରୁ କଳସ ଯାତ୍ରା ଜଗନ୍ନାଥ ମନ୍ଦିରରୁ ବାହାରି କଂଗ୍ରେସ ଭବନ…
ବେକରେ ଦୌଡ଼ି ଦେଇ ଯୁବକ ଙ୍କ ଆତ୍ମହତ୍ୟା।
ରାୟଗଡ଼ (ଗୋପୀନାଥ ଗୌଡ଼): ରାୟଗଡ଼ ଧୋବା ସାହିରେ ଏକ ଭୋଡା ଘରେ ରହୁଥିବା ଡି. ଗଣେଷ ନାମକ ଯୁବକ ଆତ୍ମହତ୍ୟା କରିଛନ୍ତି। ଯୁବକ ଜଣଙ୍କ ବୟସ ୨୪ବର୍ଷ ଏବଂ ସେ ଅବିବାହିତ ଥିଲେ ବୋଲି ଯୁବକ ଙ୍କ ଭଉଣୀ ଗୁଡଲା ଆସା…
ବିଜେପି ପକ୍ଷରୁ ସୋନିଆ ଓ ରାହୁଲଙ୍କ କୁଶ ପୁତ୍ତଳିକା ଦାହ ।
ରାୟଗଡା (ଗୋପୀନାଥ ଗୌଡ଼): ଶୁକ୍ରବାର ଦିନ ସଂସଦରେ ହୋଇଥିବା ବଜେଟ ଅଧିବେଶନରେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରପଦି ମୁର୍ମୁ ସଂସଦର ମିଳିତ ଅଧିବେଶନକୁ ସମ୍ଭୋର୍ଦ୍ଧିତ କରିଥିଲେ। ତେବେ ରାଷ୍ଟ୍ରପତି ଙ୍କ ଅଭିଭାଷଣକୁ ନେଇ କଂଗ୍ରେସ୍ ନେତ୍ରୀ ଯେଉଁ ମନ୍ତବ୍ୟ ଦେଇଛନ୍ତି ତାହାକୁ ନେଇ…
ଜାତୀୟ ସଡ଼କ ସୁରକ୍ଷା ମାସ-୨୦୨୫ ଉଦଯାପନୀ ଉତ୍ସବ ପାଳିତ
ରାୟଗଡ (ଗୋପୀନାଥ ଗୌଡ଼): ରlୟଗଡ଼ ଜିଲ୍ଲା ଜାତୀୟ ସଡ଼କ ସୁରକ୍ଷା ମାସର ଉଦଜାପନୀ ସମାରୋହ ଆଜି ସ୍ଥାନୀୟ ବିଜୁ ପଟ୍ଟନାୟକ ଅଡିଟୋରିଅମ ଠାରେ ଆନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ରାୟଗଡ ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାୱରୀ ମୁଖ୍ୟ ଅତିଥି ଭାବରେ…
କଂଗ୍ରେସର ରାଷ୍ଟ୍ରପତିଙ୍କ ବିରୋଧରେ ଅପଶବ୍ଦକୁ ବିରୋଧ କରି କୁଶପୁତ୍ତଳିକା ଦାହ କଲା ବିଜେପି
କେନ୍ଦୁଝର (ଦଶରଥ ବାରିକ): ଭାରତର ପ୍ରଥମ ନାଗରିକ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କୁ ଗରିବ ମହିଳା ସମ୍ବୋଧନ କରିଥିବାରୁ ତାହାର ପ୍ରତିବାଦ ରେ ଆଜି ପାଟଣା ବ୍ଲକ ମୁଖ୍ୟାଳୟ ବ୍ଲକ ଛକ ଠାରେ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ…
ଭାରତୀୟ ରେଳ ବୈଦୁତିକ କରଣ ୧୦୦ବର୍ଷ ପୂର୍ତ୍ତି।
ରାୟଗଡ଼ (ଗୋପୀନାଥ ଗୌଡ଼): ଭାରତୀୟ ରେଳର ୧୦୦ବର୍ଷ ପୂର୍ତ୍ତି ଅବସରରେ ରାୟଗଡ଼ ରେଳ ଷ୍ଟେସନ ଠାରେ ଏକ ପ୍ରଭାତ ଫେରି ପଦଯାତ୍ରା ଷ୍ଟେସନ ନିକଟରୁ ବାହାରିଥିଲା ଷ୍ଟେସନ ରାଜ ରାସ୍ତା ଦେଇ ପୁଣିଥରେ ଷ୍ଟେସନରେ ଆସି ପହଁଚିଥିଲା। ଉକ୍ତ ପଦଯାତ୍ରା ରେ…
ପାତାଳୀ ମହୋତ୍ସବ-୨୦୨୫ର ଆଜି ତୃତୀୟ ଦିନ : ପଦ୍ମ ମୁଖ ବେଶରେ ଦର୍ଶନ ଦେଲେ ଶ୍ରୀଜୀଉ
ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ): ସୁବର୍ଣ୍ଣପୁର ଜିଲ୍ଲା ର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ଶ୍ରୀ ପାତାଳୀ କ୍ଷେତ୍ର କୋଟସମଲାଇ ରେ ଚାଲିଥିବା ୨୦ତମ ପାତାଳୀ ମହୋତ୍ସବ ଆଜି ତୃତୀୟ ଦିନରେ ପହଞ୍ଚିଛି। ଆଜି ଶ୍ରୀଜୀଉଙ୍କ ପଦ୍ମ ମୁଖ ବେଶ ଦର୍ଶନ କରି…
ଡ଼.ଦେବେନ୍ଦ୍ର କୁମାର ନାଏକ ଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା
ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ): ସୁବର୍ଣ୍ଣପୁର ଜିଲ୍ଲା ତରଭା ଏ.ଇ.ଏସ୍. କଲେଜରେ ସହକାରୀ ଗ୍ରନ୍ଥାଧ୍ୟକ୍ଷ ଡ଼. ଦେବେନ୍ଦ୍ର କୁମାର ନାଏକଙ୍କ ଉଦ୍ଦେଶ୍ୟରେ ଆଜି ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। କଲେଜ ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ମିଶ୍ର ସଭାପତିତ୍ବରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ…
ପୁରୀ ସଦର ବିଡ଼ିଓ ମାନିଲେନି ଜିଲ୍ଲାପାଳଙ୍କ ନିର୍ଦେଶ,ପଞ୍ଚାୟତବାସୀ କଲେ ବ୍ଲକ ଘେରାଉ
ପୁରୀ (ସମୀର ରଞ୍ଜନ ନାୟକ): ଆଜି ପୁରୀ ସଦରବ୍ଲଜ ଘେରାଉ କରିଛନ୍ତି ଗଙ୍ଗାନାରାୟଣପୁର ପଞ୍ଚାୟତବାସୀ l ଏଠାରେ ଆମେ ସୂଚାଇ ଦେବାକୁ ଚାହୁଁଛୁ ଯେ ଗଙ୍ଗାନାରାୟଣପୁର ଗ୍ରାମପଞ୍ଚାୟତ ର ସରପଞ୍ଚଙ୍କ କୌଣସି କାରଣରୁ ପୁରୀ ଜିଲ୍ଲାପାଳ ଅସିଦ୍ଧ ଘୋଷଣା କରି ନାଏବ…
