ଓସିଏ ପକ୍ଷରୁ ପୁରୀଜିଲ୍ଲା ସ୍ତରୀୟ ଆନ୍ତଃ ବିଦ୍ୟାଳୟ କ୍ରିକେଟ ଟୁର୍ନାମେଣ୍ଟ ଆୟୋଜିତ

ପୁରୀ :ଓଡିଶା କ୍ରିକେଟ ଆସୋସିଏସନ ଆନୁକୂଲ୍ୟରେ ପୁରୀ କ୍ରୀଡା ସଂସଦ ଦ୍ୱାରା ପରିଚାଳିତ ପ୍ରଥମ ପୁରୀ ଜିଲ୍ଲା ସ୍ତରୀୟ ଆନ୍ତଃ ବିଦ୍ୟାଳୟ କ୍ରିକେଟ ପ୍ରତିଯୋଗିତା ମେ ୧ 2024 ଠାରୁ ଆରମ୍ଭ ହୋଇ ମେ ୧୪ରେ ଉଦଯାପିତ ହୋଇଅଛି l ଏହି…

ଭଲପାଇବା ସୁନ୍ଦର ହେବା ଦରକାର,ଜଟିଳ ନୁହେଁ – କୃତି ସେନନ

ହିନ୍ଦୀ ଚଳଚିତ୍ର ଜଗତର ପ୍ରଖ୍ୟାତ ଅଭିନେତ୍ରୀ କୃତି ସେନନ ଚଳିତ ବର୍ଷ ଆରମ୍ଭରୁ ତାଙ୍କ ଚଳଚ୍ଚିତ୍ର ପାଇଁ ଲାଇମ୍‌ ଲାଇଟ୍‌ରେ ଅଛନ୍ତି। ଏହାବାଦ୍‌ ତାଙ୍କ ପ୍ରେମିକ କବୀର ବାହିୟାଙ୍କ ସହ ଡେଟିଂ କରୁଥିବା ଗୁଜବ ପାଇଁ ମଧ୍ୟ ଖବରରେ ଅଛନ୍ତି। ହେଲେ…

ଗାଡି ଯାଞ୍ଚ ବେଳେ ୫ କୋଟି ଜବତ କଲା ଆୟକର ବିଭାଗ

ଭୁବନେଶ୍ୱର : ଗାଡି ଯାଞ୍ଚ ବେଳେ ଆୟକର ବିଭାଗକୁ ଗାଡିରୁ ୫ କୋଟି ଟଙ୍କା ମିଳିଥିବା ଖବର ମିଳିଛି l ଖବର ଅନୁଯାଇ ସୂର୍ଯ୍ୟାନଗର ଆୟକବିଭାଗ ଗାଡି ଯାଞ୍ଚ କରୁଥିବା ବେଳେ ଏକ ଗାଡିରୁ ୫ କୋଟି ଟଙ୍କା ଜବତ ହୋଇଛି…

ବାରଣାସୀ ରୁ ନାମାଙ୍କନ ଭରିଲେ ପ୍ରଧାନମନ୍ତ୍ରୀ ମୋଦୀ

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରଣାସୀରୁ ଲୋକସଭା ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏହା ପୂର୍ବରୁ ମଧ୍ୟ ସେ ୨୦୧୪ ଓ ୨୦୧୯ରେ ବାରଣାସୀରୁ ନିର୍ବାଚନ ଜିତିଥିଲେନାମାଙ୍କନ ପତ୍ର ଦାଖଲ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି କାଳ ଭୈରବ ମନ୍ଦିରରେ…

କର୍କଟ ରୋଗଠାରୁ ଶେଷରେ ଜୀବନ ଯୁଦ୍ଧ ହାରିଗଲେ ସୁଶୀଲ ମୋଦୀ

ଆଜି ବିଜେପିର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ସୁଶୀଲ ମୋଦିଙ୍କ ୭୨ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି ।ଅନେକଦିନ ହେଲା କର୍କଟ ରୋଗରେ ଆକ୍ରାନ୍ତ ହୋଇ ସେ ମାସେ ହେଲାଣି ଦିଲ୍ଲୀ ଏମ୍ସର ଆଇସିୟୁରେ ଚିକିତ୍ସିତ ହେଉଥିଲେ। ଆଜି ଚିକିତ୍ସାଧୀନ…

ପୁନଃ ବିବାଦୀୟ ମନ୍ତବ୍ୟ ଦେଲେ ଅଧୀର ରଞ୍ଜନ ଚୌଧୁରୀ

କଂଗ୍ରେସ ନେତା ବିବାଦୀୟ ବକ୍ତବ୍ୟ ଦେବା ନୂଆ ନୁହେଁ ସେଥିରେ ପୁନଃ ନିଜ ନାମ ପଞ୍ଜିକରଣ କରିଛନ୍ତି ବରିଷ୍ଟ କଂଗ୍ରେସ ଲୋକସଭା ସଦସ୍ୟ ଅଧୀର ରଞ୍ଜନ ଚୌଧୁରୀ। ନିଜ ବିବାଦୀୟ ମନ୍ତବ୍ୟରେ ଶ୍ରୀ ଚୌଧୁରୀ କହିଛନ୍ତି ଯେ ଯଦି ଅଦାନୀ ଓ…

ଅପରାହ୍ନ ପର୍ଯ୍ୟନ୍ତ ରାଜ୍ୟ ନିର୍ବାଚନ ଖବର

ସୂଚନାନୁଯାଇ ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ କଳାହାଣ୍ଡି, କୋରାପୁଟ, ନବରଂଗପୁର ଓ ବ୍ରହ୍ମପୁର ଲୋକସଭା ନିର୍ବାଚନ ମଣ୍ଡଳୀ ଓ ଏହାର ଅଧୀନସ୍ଥ ୨୮ଟି ବିଧାନସଭା କ୍ଷେତ୍ରରେ ସୋମବାର ସକାଳ ୭ଟାରୁ ମତଦାନ ଜାରି ରହିଛି। ରାଜ୍ୟ ମୁଖ୍ୟ ନିର୍ବାଚନ କାର୍ଯ୍ୟାଳୟ ସୂତ୍ରରୁ ସୂଚନା…

ଇଣ୍ଡିଆ ଆଉଟ କ୍ୟାମ୍ପେନର ପରିଣତି

ମାଲଦ୍ୱୀପର ପ୍ରତିରକ୍ଷା ମନ୍ତ୍ରୀ ଘାସାନ୍ ମୋୖମନ୍ ସ୍ୱୀକାର କରିଛନ୍ତି ଯେ ଏହାର ସୈନ୍ୟବାହିନୀରେ ଭାରତ ଦାନ କରିଥିବା ତିନିଟି ବିମାନ ଚଳାଇବାରେ ସକ୍ଷମ ପାଇଲଟ୍ ଅଭାବ ରହିଛି। ଯାହାକି ଭାରତୀୟ ପ୍ରତିରକ୍ଷା କର୍ମଚାରୀ ମାଳଦ୍ଵୀପ ଦେଶ ଛାଡିବାର କିଛି ଦିନ ପରେ…

ତ୍ରୁଟି ମିଳିଲେ ଅଧ ଘଣ୍ଟାରେ ଅତିରିକ୍ତ ଇଭିଏମ୍ ର ବ୍ଯବସ୍ଥା ହେବ – ନିର୍ବାଚନ କମିଶନ

ଭୁବନେଶ୍ୱର :ଆଜି ଏକକାଳୀନ ସାଧାରଣ ନିର୍ବାଚନ-୨୦୨୪ର ଚତୁର୍ଥ ପର୍ଯ୍ଯାୟ ପାଇଁ ଓଡ଼ିଶାର କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର ଓ ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ଓ ୨୮ ବିଧାନସଭା କ୍ଷେତ୍ରରେ ମତଦାନ ଆରମ୍ଭ ହୋଇଛି। ସଂପୂର୍ଣ୍ଣ ଉତ୍ସାହ ମଧ୍ୟରେ ଭୋଟ ଦେଉଛି ଓଡ଼ିଶା ବୋଲି…

କାର୍ଯ୍ୟରତ ନିର୍ବାଚନ ଅଧିକାରୀଙ୍କ ସଡକ ଦୁର୍ଘଟଣାରେ ମୃତ୍ୟୁ

ନବରଙ୍ଗପୁର ଜିଲ୍ଲାର ଏକ ଉଚ୍ଚ ବିଦ୍ୟାଳୟରେ ଚତୁର୍ଥ ଶ୍ରେଣୀ କର୍ମଚାରୀ ରୂପେ କାର୍ଯ୍ୟରତ ଶ୍ରୀ ଅଲେଖ ରନ୍ଧାରୀ ନାମକ ଜଣେ କର୍ତ୍ତବ୍ୟରତ ପଞ୍ଚମ ପୋଲିଂ ଅଧିକାରୀଙ୍କର ଦୁର୍ଘଟଣାରେ ଦୁଃଖଦ ବିୟୋଗ ହୋଇଛି ।ସେ ଉମରକୋଟ ନିକଟରେ ଏକ ମର୍ମାନ୍ତୁତ ଦୁର୍ଘଟଣାର ସମ୍ମୁଖୀନ…

error: Content is protected !!