୬ଲକ୍ଷ, ୮୦ହଜାର ଟଙ୍କାର ହେରୋଇନ୍ ଜବତ

ଅନୁଗୋଳ (ଅଜିତ କୁମାର ଭୋଇ) : ତାଳଚେର ଟାଉନ ଥାନା ଠାରୁ ମାତ୍ର ୨କିମି ଦୂର ଗତକାଲି କୌଣସି ସୂତ୍ରରୁ ଖବର ପାଇ ତାଳଚେର ଅବକାରୀ ନିରୀକ୍ଷକ ଉମାକାନ୍ତ ସ୍ୱାଇଁଙ୍କ ନେତୃତ୍ୱରେ ଚଢ଼ାଉ କରାଯାଇ ତାଳଚେର ଅଙ୍ଗାରୁଆ ଶନିବାର ସାପ୍ତାହିକ ହାଟ…

ଚୋରା ମଦ ବିକ୍ରି ଖବର ପ୍ରକାଶ କରିବାରୁ ଖବରଦାତାଙ୍କୁ ଆକ୍ରମଣ

କେନ୍ଦୁଝର/ପାଟଣା(ଦଶରଥ ବାରିକ): ଚୋରାମଦ ବିକ୍ରି କରୁଥିବା ଭାଇରାଲ ଭିଡିଓ କୁ ନେଇ ଖବର ପ୍ରକାଶ କରିଥିବାରୁ ଆମ ଖବର ଦାତାଙ୍କୁ ଆକ୍ରମଣ କରିଥିବା ପାଟଣା ଥାନାରେ ଅଭିଯୋଗ ହୋଇଛି।ଏଠାରେ ସୂଚନା ଥାଉକି ଗତ ଏପ୍ରିଲ ୧୨ ତାରିଖରେ ଏରେଣ୍ଡେଇର ବିଦ୍ୟୁତ ପ୍ରଭା…

ବୁଗୁଡ଼ା ଠାକୁରାଣୀ ଯାତ୍ରା ଆରମ୍ଭ, ଅସ୍ଥାୟୀ ପୂଜା ମଣ୍ଡପରେ ବିରାଜିଲେ ପଞ୍ଚ ଠାକୁରାଣୀ

ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ): ବହୁ ଅପେକ୍ଷିତ ସପ୍ତଦଶ ଦିବସୀୟ ବୁଗୁଡ଼ା ପଞ୍ଚ ଠାକୁରାଣୀ ଯାତ୍ରା ଆଜି ଠାରୁ ଆରମ୍ଭ ହୋଇ ଯାଇଛି । ଆଜି ପୂର୍ବାହ୍ନରେ ଗୋପାଳ କୃଷ୍ଣ ଦାଶ ଓ କାହ୍ନୁ ଚରଣ ଖଟେଇଙ୍କ ନେତୃତ୍ତ୍ଵରେ ଏକ ଦଳ…

ବିରଞ୍ଚିପୁରରେ ୪୮ ପ୍ରହର ଅଖଣ୍ଡ ନାମଯଜ୍ଞ ଆରମ୍ଭ

ଗଞ୍ଜାମ/ବୁଗୁଡା (ସୋରେନ କୁମାର ପ୍ରଧାନ): ବିଶ୍ବ କଲ୍ୟାଣ ନିମନ୍ତେ ବିରଞ୍ଚିପୁର ଗ୍ରାମ ବଡଦାଣ୍ଡଠାରେ ୪୮ ପ୍ରହର ଅଖଣ୍ଡ ନାମଯଜ୍ଞର ଶୁଭାରମ୍ଭ ହୋଇଯାଇଛି। ଉକ୍ତ ନାମଯଜ୍ଞରେ ମାଳ ଗୋଛାବାଡି, ନଗୁଡୁ, ଇନ୍ଦ୍ରଗଡ଼, ସୋଲଣ୍ଡି ଓ ଦଦରାଖୋଲ ଆଦି ଗ୍ରାମର ନାମ ସଂକୀର୍ତ୍ତିନ ଦଳ…

ବ୍ଲକସ୍ତରୀୟ ପୋଷଣ ପଖଓ୍ବାଡା କାର୍ଯ୍ୟକ୍ରମ

ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ): ସ୍ଥାନୀୟ ରାଜିବ ଗାନ୍ଧୀ ସେବା କେନ୍ଦ୍ର ପରିସରରେ ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯାଳୟ ପକ୍ଷରୁ ବ୍ଲକ୍ ସ୍ତରୀୟ ପୋଷଣ ପଖଓ୍ବାଡା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସିଡିପିଓ ବବିତା କୁମାରୀ ପଣ୍ଡାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉକ୍ତ…

ସୁବର୍ଣ୍ଣପୁରରେ ଜାତୀୟ ପଂଚାୟତିରାଜ ଦିବସ ୨୦୨୫ ପାଳନ

ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ) : ସୁବର୍ଣ୍ଣପୁର ନୂତନ ଟାଉନ ହଲରେ ଜିଲ୍ଲାସ୍ତରୀୟ ପଂଚାୟତିରାଜ ଦିବସ ୨୦୨୫ ସମାରୋହ ଉତ୍ସବମୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି । ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀମତୀ ଅନ୍ୟା ଦାସଙ୍କ ପୌରାହିତ୍ୟରେ ଅନୁଷ୍ଠିତ ସମାରୋହରେ ମୁଖ୍ୟ ଅତିଥ୍‌ ଭାବରେ…

ଜିଲ୍ଲା ସ୍ତରୀୟ ବିଶ୍ୱ ମ୍ୟାଲେରିଆ ଦିବସ ପାଳିତ

ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ): ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ସ୍ଥାନୀୟ ତାଲିମ ଗୃହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ସୁବର୍ଣ୍ଣପୁର ଠାରେ ଜିଲ୍ଲା ସ୍ତରୀୟ ବିଶ୍ଵ ମ୍ୟାଲେରିଆ ଦିବସ-୨୦୨୫ ଅତିରିକ୍ତ ଜିଲ୍ଲା ଜନ ସ୍ବାସ୍ଥ୍ୟ ଅଧିକାରୀ ପରିବାର କଲ୍ୟାଣ ଡ଼ା ଦୈତ୍ୟ…

ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ପର୍ଯ୍ୟଟକଙ୍କ ପାଇଁ ଶ୍ରଦ୍ଧାଞ୍ଜଳି

ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ) : ଜାମ୍ମୁ କାଶ୍ମୀରର ପହଲ୍‌ଗାଓଁ ଠାରେ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ବ୍ୟକ୍ତିମାନଙ୍କ ଅମର ଆତ୍ମାର ସଦ୍‌ଗତି ପାଇଁ ବରିଷ୍ଠ ନାଗରିକ ସଂଗଠନ କାର୍ଯ୍ୟାଳୟ ବୀରମହାରାଜପୁର ଠାରେ ଶୁକ୍ରବାର ଏକ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ କରା…

ଓଡ଼ିଶା କନିଷ୍ଠ ବାଳିକା ଦଳରେ କେନ୍ଦୁଝରରୁ ୫ ଜଣ

କେନ୍ଦୁଝର (ସୀତାରାମ ଦୀକ୍ଷିତ) : ଚଳିତ ଏପ୍ରିଲ ୩୦ ରୁ ମେ ୫ ତାରିଖ ଯାଏ କର୍ଣ୍ଣାଟକର ଶ୍ରୀରଙ୍ଗାପାଟନମ ଠାରେ ହେବାକୁ ଥିବା ୩୯ ତମ ଜାତୀୟ କନିଷ୍ଠ ବାଳିକା ଚମ୍ପିଆନସିପରେ ଭାଗ ନେବାପାଇଁ ୨୭ ତାରିଖ ଓଡ଼ିଶା ଦଳ କର୍ଣ୍ଣାଟକ…

ତାତିରୁ ମିଳୁନି ତ୍ରାହି , ଜନ ଜୀବନ ଅସ୍ତବ୍ୟସ୍ତ

ଗଞ୍ଜାମ/ବୁଗୁଡା (ସୋରେନ କୁମାର ପ୍ରଧାନ): ଏଇ କିଛି ଦିନ ହେବ ତାପମାତ୍ରା ବୃଦ୍ଧି ପାଇଥିବା ବେଳେ ଗତ ତିନ ହେଲା ତାପମାତ୍ରା ୪୦ ଡିଗ୍ରୀରୁ କମୁନଥିବାରୁ ବୁଗୁଡା ଅଞ୍ଚଳରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ସକାଳ ୮ଟାରୁ ଗରମ ଅନୁଭବର…

error: Content is protected !!