ଭୁବନେଶ୍ୱର : ପୂର୍ବତନ ବିଜେଡ଼ି ନେତୃତ୍ୱାଧୀନ ଓଡ଼ିଶା ସରକାର ରାଜ୍ୟ ରାଜକୋଷରୁ ୧୫ କୋଟିରୁ ଅଧିକ ଟଙ୍କା ଦୈନିକ ଖବରକାଗଜରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟେକ ଏବଂ ତତ୍କାଳୀନ ସଚିବ ଭି. କେ. ପାଣ୍ଡିଆନଙ୍କ ବିଜ୍ଞାପନ ମାଧ୍ୟମରେ ଖର୍ଚ୍ଚ କରିଥିଲେ। ବିଜେପି…
Author: Shree khetra News
Dy CM କହିଲେ ସି.ଏମ୍-କିଷାନ ଯୋଜନାରେ ନୂଆ କୃଷକମାନଙ୍କୁ ଶୀଘ୍ର ସାମିଲ କରାଯିବ
ଭୁବନେଶ୍ୱର: ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ କେ.ଭି.ସିଂହ ଦେଓ ବୁଧବାର ବିଧାନସଭାରେ ସୂଚନା ଦେଇଛନ୍ତି ଯେ ରାଜ୍ୟ ସରକାର ଶୀଘ୍ର ନୂତନ କୃଷକମାନଙ୍କୁ ସି.ଏମ୍. କିଷାନ ଯୋଜନାରେ ଅନ୍ତର୍ଭୁକ୍ତ କରିବା ପ୍ରକ୍ରିୟା ଆରମ୍ଭ କରିବେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କ ପ୍ରଥମ ବଜେଟ୍…
ଓଡ଼ିଶା ଆର.ଟି.ଆଇ. କାର୍ଯ୍ୟକର୍ତା ବିଜେଡ଼ି ସରକାରଙ୍କ ପ୍ରକଳ୍ପଗୁଡ଼ିକର ତଦନ୍ତ ଦାବି କରିଛି।
ଭୁବନେଶ୍ୱର : ଆର.ଟି.ଆଇ. କାର୍ଯ୍ୟକର୍ତ୍ତାଙ୍କ ଏକ ମଞ୍ଚ ଓଡ଼ିଶା ସୂଚନା ଅଧିକାର ଅଭିଯାନ (ଓ.ଏସ୍.ଏସ୍.ଏ.) ଗୁରୁବାର ଦିନ ଅଭିଯୋଗ କରିଛି ଯେ ପୂର୍ବବର୍ତ୍ତୀ ବିଜେଡ଼ି ସରକାର ଅଣ-ଓଡ଼ିଆମାନଙ୍କୁ ଚୁକ୍ତିନାମା ପ୍ରଦାନ ସହିତ ୧ ଲକ୍ଷ କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରକଳ୍ପ…
ଜାତୀୟ କ୍ରୀଡା ଦିବସରେ ଧ୍ୟାନଚାନ୍ଦ ଙ୍କୁ ଶ୍ରଦ୍ଧାଞ୍ଜଳି ଓ ଶୋଭାଯାତ୍ରା ଅନୁଷ୍ଠିତ।
ପୁରୀ (ରିପୋର୍ଟ -ସମୀର ରଞ୍ଜନ ନାୟକ):ପୃଥିବୀ ରେ କ୍ରୀଡ଼ା ଥିବା ପର୍ଯ୍ୟନ୍ତ କିମ୍ବଦନ୍ତୀ କ୍ରିଡାବିତ ଧ୍ୟାନଚାନ୍ଦ ଜନମାନସରେ ରହିଥିବେ।ତାଙ୍କ କ୍ରୀଡା ପ୍ରତିଭା ଅତୁଳନୀୟ।ସମଗ୍ର ବିଶ୍ୱ ତାଙ୍କ ଚମତ୍କାର କ୍ରୀଡା ନୈପୁଣ୍ୟ ରେ ଅଭିଭୂତ ହୋଇଥିଲା।ଆଜିର ଯୁବପିଢ଼ି ଓ କ୍ରୀଡା ପ୍ରତି ମନୋନିବେଶ…
ସୁବର୍ଣ୍ଣପୁରରେ ଜିଲ୍ଲା ସ୍ତରୀୟ ଜାତୀୟ କ୍ରୀଡା ଦିବସ ସହ ଫିଟ ଇଣ୍ଡିଆ କାର୍ଯ୍ୟକ୍ରମ ଅନୁଷ୍ଠିତ
ସୁବର୍ଣ୍ଣପୁର (ରିପୋର୍ଟ- ଶାନ୍ତନୁ କର୍ଣ୍ଣ ) ଆଜି ସୁବର୍ଣ୍ଣପୁର ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାତୀୟ କ୍ରୀଡା ଦିବସ ସହ ଫିଟ ଇଣ୍ଡିଆ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । “ସୁସ୍ଥ ଭାରତ : ସୁସ୍ଥ ମଣିଷ” ବାର୍ତ୍ତାକୁ ନେଇ ଏକ ସମୂହ…
ସୁଭଦ୍ରା ଯୋଜନା ପାଇଁ ବୈଠକ ଅନୁଷ୍ଠିତ
ପୁରୀ (ରିପୋର୍ଟ-ସମୀର ରଞ୍ଜନ ନାୟକ):ପୁରୀ ଜିଲ୍ଲାରେ ସରକାରଙ୍କ ଫ୍ଲାଗସିପ୍ ସୁଭଦ୍ରା ଯୋଜନାରେ ସାମିଲ ପାଇଁ ହିତାଧିକାରୀଙ୍କ ଆବେଦନ ପ୍ରକ୍ରିୟାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ଅପରାହ୍ନ ରେ ଅନୁଷ୍ଠିତ ହୋଇଥିଲା।ଓସୱାନ ହଲରେ ଆଭାସୀ ମାଧ୍ୟମରେ ଅନୁଷ୍ଠିତ ଏହି ବୈଠକରେ ପୁରୀ ଜିଲ୍ଲାପାଳ…
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ବୟାନକୁ ଟାର୍ଗେଟ କିରିଛନ୍ତି ଓଡିଶା ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର (ରିପୋର୍ଟ – ସମୀର ରଞ୍ଜନ ନାୟକ ):ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।ଟାର୍ଗେଟ କରିଛନ୍ତି l ବର୍ତମାନ ମମତା ବାନାର୍ଜୀଙ୍କ ବୟାନକୁ ନେଇ ତେଜୁଛି ବିବାଦ। ମୋଦୀଙ୍କ ଉଦ୍ଦେଶ୍ୟରେ ମମତା କହିଥିଲେ ଯେ ପଶ୍ଚିମବଙ୍ଗରେ ନିଆଁ ଜଳିଲେ ଏଥିରେ ଅନ୍ୟ…
ବିଜେଡିକୁ ନେଇ ସାଂଘାତିକ ତଥ୍ୟ:୫ ବର୍ଷରେ ଦଳ ପ୍ରଚାରରେ ଉଡାଇଛି ସାଢ଼େ ୪ଶହ କୋଟି
ଭୁବନେଶ୍ୱର (ରିପୋର୍ଟ – ସମୀର ରଞ୍ଜନ ନାୟକ ):ବଡ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ, ପୂର୍ବ ବିଜେଡି ସରକାର ୫ ବର୍ଷରେ ପ୍ରଚାର ପାଇଁ ବିଜେଡି ୪୫୨ କୋଟି ୯୬ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲା।ଏନେଇ ଗୁରୁବାର ବିଧାନସଭାରେ ବିଜେପି ବିଧାୟକ ଲକ୍ଷ୍ମଣ…
ବରବରା ଜଙ୍ଗଲକୁ ଅଭୟାରଣ୍ୟ ଭାବେ ଘୋଷଣା କଣ ସ୍ୱପ୍ନ ହୋଇ ରହିଯିବ କି?
ଭୁବନେଶ୍ୱର (ରିପୋର୍ଟ -ସମୀର ରଞ୍ଜନ ନାୟକ ): ଖୋର୍ଦ୍ଧାଜିଲ୍ଲା ଅଧୀନସ୍ଥ ବାଣପୁର ବ୍ଲକ ଅନ୍ତର୍ଗତ ଆଦିବାସୀ ଅଧ୍ୟୁଷିତ ଦୁଇଟି ପଂଚାୟତ ନୀଳାଦ୍ରୀ ଓ ଦାମୀଆ ବରବାର ଏହି ଦୁଇଟି ପଂଚାୟତ ଜଙ୍ଗଲ ମଧ୍ୟରେ ରହିଛି l ବାଣପୁର ବ୍ଲକ ଠାରୁ ପଶ୍ଚିମଦିଗକୁ…
ଯୁବ ସଂଗଠକ ସୁମନ୍ତ ବେହେରା ଙ୍କ ଆକସ୍ମିକ ବିୟୋଗ, ଅଞ୍ଚଳ ରେ ଶୋକ ର ଛାୟା
ମୟୁରଭଞ୍ଜ(ରିପୋର୍ଟ -ଜିତେନ୍ଦ୍ର ରାଜ):କରଞ୍ଜିଆ ମୟୁରଭଞ୍ଜ ଜିଲ୍ଲା ଶୁକୃଳି ବ୍ଲକ ର ଯୁବ ସଂଗଠକ ତଥା ବିଜେପି ଯୁବମୋର୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁମନ୍ତ ବେହେରା ( ଆପୁ ) ଙ୍କ ଗତକାଲି ବିଳମ୍ବିତ ରାତିରେ ଆକସ୍ମିକ ବିୟୋଗ ହୋଇଛି ଗତକାଲି ରାତି…
