ପୁରୀ (ଜିତେନ୍ଦ୍ର କୁମାର ସାବୁତ) : ଆଜି ପବିତ୍ର ପଙ୍କୋଦ୍ଧାର ଏକାଦଶୀ। ଏହି ଅବସରରେ ପ୍ରଭୁ ଲୋକନାଥଙ୍କ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେଉଛି । ୧୨ଟା ୩୦ରେ ଦ୍ବାରଫିଟା ହେବା ପରେ ମଙ୍ଗଳ ଆଳତୀ, ଅବକାଶ ହୋଇ ସକାଳ ଧୂପ ଓ…
Author: Shree khetra News
ଭାରତର ବିରାଟ ବିଜୟ, ପାକିସ୍ତାନ ଚାମ୍ପିଅନ୍ସ ଟ୍ରଫିରୁ ବାହାର
ନୂଆଦିଲ୍ଲୀ : ଦୂବାଇ ଇଣ୍ଟରନ୍ୟାଶନାଲ କ୍ରିକେଟ ଷ୍ଟାଡିୟମରେ ଭାରତ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୬ ଉଇକେଟରେ ପରାସ୍ତ କରିଛି। ୨ଟି ମ୍ୟାଚରୁ ଦ୍ୱିତୀୟ ବିଜୟ ସହ ସେମିଫାଇନାଲରେ ପ୍ରବେଶ କରିଛି ଭାରତ। ଗ୍ରୁପ୍ ଏରେ ଭାରତ ଏବଂ ପାକିସ୍ତାନଙ୍କ ସହ ବାଂଲାଦେଶ ଏବଂ…
ଶ୍ରୀକ୍ଷେତ୍ରର ୫ଟି ପବିତ୍ର ପୁଷ୍କରିଣୀ ପ୍ରଦୂଷିତ। ଶ୍ରେଣୀ ‘ଖ’ର ମାନଦଣ୍ଡ ବି ପୂରଣ କରିପାରୁନାହିଁ
ପୁରୀ (ଜିତେନ୍ଦ୍ର କୁମାର ସାବୁତ) : ପୁରୀର ୫ ପବିତ୍ର ପୁଷ୍କରିଣୀ ପ୍ରଦୂଷିତ । ଶ୍ରେଣୀ ‘ଖ’ର ମାନଦଣ୍ଡ ବି ପୂରଣ କରିପାରୁନାହିଁ ଏହି ସବୁ ପୁଷ୍କରିଣୀର ପାଣି। ପ୍ରତିକାର ପାଇଁ ପୁରୀ ପୌରସଂସ୍ଥାକୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ବାରମ୍ବାର ଚିଠି…
ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ସେଲେଡି ର ବାର୍ଷିକ ଉତ୍ସବ
ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ) : ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଅନ୍ତର୍ଗତ ସେଲେଡି ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଝାରପଡା ମାତୃବିହାର ର ୧୫ ତମ ବାର୍ଷିକ ଉତ୍ସବ ଶ୍ରୀମା ଙ୍କ ୧୪୭ ତମ ଜନ୍ମ ଦିନରେ ପାଳିତ ହୋଇଯାଇଛି ।…
୧୬ ତମ ରାମଧୂନ କପ ଫୁଟବଲ ଟୁର୍ଣ୍ଣାମେଣ୍ଟ : କଟକ ସ୍ପୋର୍ଟସ ହଷ୍ଟେଲ ଫାଇନାଲ ରେ ପ୍ରବେଶ
ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ) : ସୁବର୍ଣ୍ଣପୁର ଠାରେ ଚାଲିଥିବା ୧୬ ତମ ସର୍ବ ଭାରତୀୟ ରାମଧୁନ କପ ଫୂଟବଲ ଚାମ୍ପିୟନସିପ-୨୦୨୫ ର ଆଜି ଦ୍ଵିତୀୟ ସେମି ଫାଇନାଲ ମ୍ୟାଚ ଆୟୋଜକ ସୋନପୁର ରାମ ଧୂନ୍ କ୍ଳବ୍ ଓ କଟକ ସ୍ପୋର୍ଟସ…
ବୁଗୁଡ଼ାରେ ଡ୍ରେନ୍ ଅବରୋଧ ସମସ୍ଯା, ସାମାନ୍ୟ ବର୍ଷାରେ ଛକରେ ଜମୁଛି ପାଣି , ପ୍ରତିକାର ଦାବି
ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ) : ସ୍ଥାନୀୟ ମଦନ ମୋହନ ଛକ ସାମାନ୍ୟ ବର୍ଷାରେ ଜଳାର୍ଣ୍ଣବ ଯୋଗୁଁ ଯାତାୟାତରେ ଅସୁବିଧା ହେଉଥିବାରୁ ସାଧାରଣରେ ଅସନ୍ତୋଷ ଦେଖା ଦେଇଛି। ସହରର ସେହି ମୁଖ୍ୟ ଛକରେ ଜମୁଥିବା ପାଣି ଡ୍ରେନ ଅବରୋଧ ଯୋଗୁଁ ନିଷ୍କାସନ…
ସରକାରକଠୋରଆକ୍ସନନିଅନ୍ତୁକିଟ୍ ପ୍ରସଙ୍ଗରେ ବରିଷ୍ଠ ନେତା ବିଜୟ ପଟ୍ଟନାୟକଙ୍କ ପ୍ରତିକ୍ରିୟା
ଭୁବନେଶ୍ୱର (ସମୀର ରଞ୍ଜନ ନାୟକ): କିଟ୍ରେ ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣା କୁ ନେଇ ସାରା ରାଜ୍ୟ ଉଠୁଛି ପଡୁଛି। ନେପାଳୀ ଛାତ୍ରୀ ଆତ୍ମହତ୍ୟା ଘଟଣାରେ କ୍ୟାମ୍ପସରେ ସୃଷ୍ଟି ହୋଇଥିବା ଅଶାନ୍ତି ଥମିନାହିଁ।କିଟ୍ କିଟ୍ ମୁଖ୍ୟ ଫାଟକ ସାମନାରେ ପୋଲିସ୍ ଛାଉଣୀ।…
ବାଇକ୍ ଧକ୍କାରେ କୃଷ୍ଣସାର ମୃଗ ମୃତ
ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ): ବୁଗୁଡ଼ା-ବାଲିପଦର ରାସ୍ତାରେ ବାଙ୍କେଶ୍ଵରୀ ମନ୍ଦିର ନିକଟରେ ଏକ କୃଷ୍ଣସାର ମୃଗ ବାଇକ୍ ଧକ୍କାରେ ମୃତ୍ୟୁ ବରଣ କରିଥିବା ଜଣାଯାଇଛି। ପ୍ରକାଶ ଯେ, ଆଜି ସନ୍ଧ୍ୟାରେ ଏକ ମାଈ କୃଷ୍ଣସାର ମୃଗ ଦ୍ରୃତ ଗତିରେ ରାସ୍ତା ପାରି…
ମହାଶିବରାତ୍ରୀ ପାଇଁ ସଜେଇ ହେଉଛି ଶୈବପୀଠ
ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ) : ମହାଶିବରାତ୍ରୀ ପାଇଁ ବୁଗୁଡ଼ା ଅଞ୍ଚଳର ବିଭିନ୍ନ ଶୈବପୀଠ ସଜେଇ ହେଉଥିବା ଦେଖିବାକୁ ମିଳିଛି । ଚଳିତ ବର୍ଷ ଜାଗର ଯାତ୍ରାକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ମନ୍ଦିର ପରିଚାଳନା କମିଟି ଗୁଡିକ ପକ୍ଷରୁ ପ୍ରସ୍ତୁତି…
କିଟ୍ ପ୍ରତିଷ୍ଠାତାଙ୍କ ଦ୍ବାରା ସରକାରୀ ଜମି ଓ ଜଙ୍ଗଲ ଜମି ଦଖଲ ପ୍ରସଙ୍ଗରେ ଶୀଘ୍ର ପଦକ୍ଷେପ
ଭୁବନେଶ୍ୱର (ସମୀର ରଞ୍ଜନ ନାୟକ) : କିଟ୍ କାଣ୍ଡ କିଟ୍ ବିଶ୍ବ ବିଦ୍ୟାଳୟରେ ନେପାଳ ଛାତ୍ରୀ ମୃତ୍ୟୁ ମାମଲା । ଉଚ୍ଚସ୍ତରୀୟ କମିଟି ଆଗରେ ହାଜର ହେଲେ କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ । ଅଚ୍ୟୁତଙ୍କୁ ଛାତ୍ରୀ ମୃତ୍ୟୁ ମାମଲାରେ ଚାଲିଛି…
