ପ୍ରଧାନମନ୍ତ୍ରୀ ଶେଖ ହସିନା ଇସ୍ତଫା ଦେଇ ବାଂଲାଦେଶ ଛାଡି ଚାଲିଗଲେ – ରିପୋର୍ଟ

ବାଂଲାଦେଶ(ଏଜେନ୍ସି ): ବାଂଲାଦେଶରେ ହିଂସା ବୃଦ୍ଧି ପାଇବା ପରେ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଇସ୍ତଫା ଦେଇ ଦେଶ ଛାଡ଼ିଛନ୍ତି। ଗଣମାଧ୍ଯମ ରିପୋର୍ଟରୁ ଏହି ସୂଚନା ମିଳିଛି। ଗଣମାଧ୍ଯମ ରିପୋର୍ଟ ଅନୁଯାୟୀ , ଶେଖ୍ ହସିନାଙ୍କ ଜଣେ ବ୍ଯକ୍ତିଗତ ସହାୟକ ଅଲ୍ ଜଜିରାକୁ…

ଅଲମ୍ପିକ ସେମିଫାଇନାଲରେ ଭାରତ, କ୍ଵାଟର ଫାଇନାଲରେ ବ୍ରିଟେନକୁ ହରାଇଲା

Ind vs GBR Hockey QF : ପ୍ୟାରିସ୍ ଅଲିମ୍ପିକ୍ସରେ ଭାରତ ଏବଂ ଗ୍ରେଟ୍ ବ୍ରିଟେନ୍ ମଧ୍ଯରେ କ୍ୱାର୍ଟର ଫାଇନାଲ ମୁକାବିଲା ଏଠାରେ ଅଛି। ପ୍ରଥମାର୍ଦ୍ଧରେ ଉଭୟ ଦଳ ଗୋଟିଏ ଲେଖାଏଁ ଗୋଲ୍ ଦେଇଥିଲେ। ଏହା ପରେ ଉଭୟ ଦଳ ପକ୍ଷରୁ…

ହିନ୍ଦୁଙ୍କ ଗାଁ ଠାରୁ ଆରମ୍ଭକରି ୫ତାରକା ହୋଟେଲ,ଜାଣନ୍ତୁ ୱାକଫ କେମିତି ଜମି ହଡପ କରେ

ନୂଆଦିଲ୍ଲୀ : ୱାକଫ ଜରିଆରେ ଜମି ହଡ଼ପ କରିବା କୌଣସି କଳ୍ପନା ନୁହେଁ। ଏଭଳି ଖବର ପ୍ରତିଦିନ ଶୁଣାଯାଉଛି, ଯେଉଁଠି ୱାକଫ ବୋର୍ଡ ସରକାରୀ କିମ୍ବା ଘରୋଇ ଜମିକୁ ୱାକଫ ଭାବେ ପଞ୍ଜିକରଣ କରିବାକୁ ଦାବି କରିଛି।ଏଥିରେ ତାମିଲନାଡ଼ୁର ଏକ ସମ୍ପୂର୍ଣ୍ଣ…

Friendship day : ‘ତେରେ ଯେସା ୟାର କାହଁ ‘ ଭାରତ ପାଇଁ ଇସ୍ରାଏଲର ବନ୍ଧୁତ୍ୱ ଦିବସ ବାର୍ତ୍ତା

ନୂଆଦିଲ୍ଲୀ : ଇସ୍ରାଏଲ-ହାମାସ ଯୁଦ୍ଧ କାରଣରୁ ଇରାନରୁ ସମଗ୍ର ମଧ୍ଯପ୍ରାଚ୍ଯ ଏସିଆ ପର୍ଯ୍ଯନ୍ତ ଉତ୍ତେଜନା ବୃଦ୍ଧି ପାଉଛି। ନିକଟରେ ହମାସ ମୁଖ୍ଯ ଇସ୍ମାଇଲ ହାନିଯ଼ାଙ୍କ ମୃତ୍ୟୁ ଇସ୍ରାଏଲ ଏବଂ ଇରାନ ମଧ୍ଯରେ ଯୁଦ୍ଧକୁ ଇନ୍ଧନ ଯୋଗାଇଛି। ପରିସ୍ଥିତି ଏପରି ହୋଇଛି ଯେ…

ୱାୟନାଡରେ ମୃତ ଡାକ୍ତରଙ୍କ ମରଶରୀର ଓଡିଶା ପହଞ୍ଚିଲା

ଭୁବନେଶ୍ୱର : କେରଳର ୱାୟନାଡ ଜିଲ୍ଲାରେ ଭୂସ୍ଖଳନରେ ପ୍ରାଣ ହରାଇଥିବା ଡକ୍ଟର ବିଷ୍ଣୁ ପ୍ରସାଦ ଚିନାରାଙ୍କ ମର ଶରୀର ଶନିବାର ସନ୍ଧ୍ୟାରେ ଓଡ଼ିଶାରେ ପହଞ୍ଚିଛି। ବିଷ୍ଣୁଙ୍କ ମୃତଦେହକୁ ଏକ ସ୍ୱତନ୍ତ୍ର ଆମ୍ବୁଲାନ୍ସ ଯୋଗେ ଭୁବନେଶ୍ୱର ଅଣାଯାଇଥିଲା। ବାଣୀବିହାରରେ ଦିଆଗଲା ଶ୍ରଦ୍ଧାଞ୍ଜଳି ବାଣୀ…

ଆୟୁର୍ବେଦ ଶିରୋମଣି ଆଚାର୍ଯ୍ୟ ବାଳକୃଷ୍ଣଙ୍କ ଜନ୍ମ ଦିବସ ପାଳିତ

ସୋନପୁର(ରିପୋର୍ଟ-ଚୈତନ୍ୟ ଭୁକ୍ତା) : ପତଞ୍ଜଳି ଯୋଗ ସମିତି ସୁବର୍ଣ୍ଣପୁର ଶାଖା ପକ୍ଷରୁ ଆଜି ସ୍ଥାନୀୟ ଲଲୁ ପଡ଼ିଆ ଠାରେ ଆଚାର୍ଯ୍ୟ ବାଳକୃଷ୍ଣ ଙ୍କ ଜନ୍ମ ଦିବସ ଓ ଜଡିବୁଟି ଦିବସ ପାଳିତ ହୋଇ ଯାଇଛି l ପ୍ରତି ଘରେ ଘରେ ଆୟୁର୍ବେଦ…

ଯୋଗେଶ୍ ବାହାଦୁର୍ ଖୁରାନିଆ ହେବେ ପରବର୍ତୀ ଡିଜିପି

ଭୁବନେଶ୍ୱର : ୧୯୯୦ ବ୍ୟାଚ୍ ଆଇପିଏସ୍ ଅଧିକାରୀ ଯୋଗେଶ୍ ବାହାଦୁର୍ ଖୁରାନିଆ ଓଡ଼ିଶା ପୋଲିସର ପରବର୍ତ୍ତୀ ଡିଜି ହେବାର ସମ୍ଭାବନା ରହିଛି। କେନ୍ଦ୍ର ମନ୍ତ୍ରିମଣ୍ଡଳର ନିଯୁକ୍ତି କମିଟି ତାଙ୍କ ପ୍ରତିନିଯୁକ୍ତି ଅବଧିକୁ ସମୟ ପୂର୍ବରୁ ସମାପ୍ତ କରି ତାଙ୍କୁ ଓଡ଼ିଶା କ୍ୟାଡରକୁ…

ବିଜେପିର ପରବର୍ତୀ ରାଷ୍ଟ୍ରୀୟ ସଭାପତି ଦେବେନ୍ଦ୍ର ଫଡନାଭିସ ହେବା ପ୍ରାୟ ନିଶ୍ଚିତ

ନୂଆଦିଲ୍ଲୀ : ଦଳର ହାଇକମାଣ୍ଡ ବିଜେପି ରାଷ୍ଟ୍ରୀୟ ଅଧ୍ଯକ୍ଷ ପଦ ପାଇଁ ଦେବେନ୍ଦ୍ର ଫଣ୍ଡଭିସଙ୍କ ନାମ ପ୍ରାୟ ଚୂଡ଼ାନ୍ତ କରିସାରିଛନ୍ତି। ବିଜେପିର ବରିଷ୍ଠ ନେତାମାନେ ଏହି ସୂଚନା ଦେଇଛନ୍ତି। ଆଗାମୀ ସପ୍ତାହରେ ଫଡନାଭିସ ମହାରାଷ୍ଟ୍ରର ଉପମୁଖ୍ଯମନ୍ତ୍ରୀ ପଦରୁ ଇସ୍ତଫା ଦେଇ ନୂଆଦିଲ୍ଲୀ…

ୱାକଫ ବୋର୍ଡ କ୍ଷମତାକୁ ସଂକୁଚିତ କରିବାକୁ ସଂଶୋଧନ ପ୍ରସ୍ତାବକୁ ମୋଦୀ କ୍ୟାବିନେଟର ମଞ୍ଜୁରୀ

ନୂଆଦିଲ୍ଲୀ : କେନ୍ଦ୍ର ସରକାର ୱାକଫ ବୋର୍ଡର ନିଯ଼ନ୍ତ୍ରଣକୁ ସଂକୁଚିତ କରିବାକୁ ପ୍ରସ୍ତୁତ ହେଉଛନ୍ତି।ଯେକୌଣସି ସମ୍ପତ୍ତିକୁ ‘ୱାକଫ ସମ୍ପତ୍ତି “ଭାବେ ଘୋଷଣା କରିବାକୁ ଏବଂ ତାଙ୍କର ଅନିୟନ୍ତ୍ରିତ କ୍ଷମତାକୁ ହ୍ରାସ କରିବାକୁ ଚାହୁଁଛି। ସୂତ୍ର ଅନୁଯାୟୀ, ଶୁକ୍ରବାର କ୍ୟାବିନେଟ ୱାକଫ ଆଇନରେ…

ସୁନ୍ଦର ରଂଗାରଂଗ କାର୍ଯ୍ୟକ୍ରମ ଆୟୋଜିତ

ପୁରୀ (ରିପୋର୍ଟ-ସମୀର ରଞ୍ଜନ ନାୟକ) : ଆଜି ଅଖିଳ ଭାରତୀୟ ମାରଓ୍ବାଡି ମହିଳା ସମିତି ପୁରୀ ଶାଖା ତରଫରୁ ଏକ ସୁନ୍ଦର ରଂଗାରଂଗ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। *ଶ୍ରାବଣ ମେଳା* ଏକ ଦୋଳି ପର୍ବ ଏଥିରେ ସୁନ୍ଦର ସୁନ୍ଦର ପକଓ୍ବାନ ତିଆରି…

error: Content is protected !!