କୋଲକାତା : ପଶ୍ଚିମବଙ୍ଗରେ ଜଣେ ତାଲିମପ୍ରାପ୍ତ ଡାକ୍ତରଙ୍କ ଗଣଦୁଷ୍କର୍ମ ଓ ହତ୍ୟା ଘଟଣା ସମଗ୍ର ଦେଶକୁ ସ୍ତବ୍ଧ କରିଦେଇଛି। ସେପଟେ ପ୍ରତିଦିନ ନୂଆ ନୂଆ ମାମଲା ସାମ୍ନାକୁ ଆସୁଛି। ବୁଧବାର, ଅଗଷ୍ଟ ୧୪ ରେ, ଅଖିଳ ଭାରତୀୟ ସରକାରୀ ଡାକ୍ତର ସଂଘର…
Category: ରାଷ୍ଟ୍ରୀୟ ଓ ଅନ୍ତଃରାଷ୍ଟୀୟ
ରାହୁଲ ନବୀନ ପରବର୍ତୀ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ନିଯୁକ୍ତ
ନୂଆଦିଲ୍ଲୀ : କେନ୍ଦ୍ର ସରକାର ଆଇ. ଆର୍. ଏସ୍. ଅଧିକାରୀ ରାହୁଲ ନବୀନଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଭାବେ ନିଯୁକ୍ତ କରିଛନ୍ତି। ସେ ୧୯୯୩ ବ୍ୟାଚର ଜଣେ ଆଇ.ଆର୍.ଏସ୍. ଅଧିକାରୀ। ସେ ଏ ପର୍ଯ୍ଯନ୍ତ ଏଜେନ୍ସିର କାର୍ଯ୍ଯକାରୀ ନିର୍ଦ୍ଦେଶକ ଭାବେ କାର୍ଯ୍ଯ…
୧୯୮୯ ବ୍ୟାଚ୍ ର ଆଇଏଏସ ଗୋବିନ୍ଦ ମୋହନ ପରବର୍ତୀ ଗୃହ ବିଭାଗ ସଚିବ ନିଯୁକ୍ତ
ନୂଆଦିଲ୍ଲୀ : ସିକିମ କ୍ୟାଡରର ୧୯୮୯ ବ୍ୟାଚ୍ ର ଆଇଏଏସ୍ ଅଧିକାରୀ ଗୋବିନ୍ଦ ମୋହନଙ୍କୁ ବୁଧବାର ନୂଆ ଗୃହ ସଚିବ ଭାବେ ନିଯୁକ୍ତ କରାଯାଇଛି। ସେ ଆସାମ-ମେଘାଳଯ଼ କ୍ୟାଡରର ୧୯୮୪ ବ୍ୟାଚ୍ ଆଇଏଏସ୍ ଅଧିକାରୀ ଅଜୟ କୁମାର ଭଲ୍ଲାଙ୍କ ସ୍ଥାନ ନେବେ।…
ଜାମ୍ମୁ-କାଶ୍ମୀରର ପରବର୍ତୀ DGP ଭାବେ ଆଇପିଏସ ନଳିନ ପ୍ରଭାତ ନିଯୁକ୍ତ
ନୂଆଦିଲ୍ଲୀ : ଆଇପିଏସ୍ ନଳିନ ପ୍ରଭାତ ଜାମ୍ମୁ କାଶ୍ମୀରର ନୂତନ ଡିଜିପି ହେବେ। କେନ୍ଦ୍ର ସରକାର ତାଙ୍କ ନାମ ଘୋଷଣା କରିଛନ୍ତି। କ୍ୟାବିନେଟ ନିଯୁକ୍ତି କମିଟି ଏନ୍.ଏଲ୍.ଜି. ର ବର୍ତ୍ତମାନର ମହାନିର୍ଦ୍ଦେଶକ ନଳିନ ପ୍ରଭାତଙ୍କୁ ତିନି ବର୍ଷ ପାଇଁ ଜାମ୍ମୁ-କାଶ୍ମୀରର ଡିଜିପି…
କୋଲକାତା ଧର୍ଷଣ ଓ ହତ୍ୟା ଅପରାଧୀଙ୍କୁ ବଞ୍ଚାଇବାକୁ ଚେଷ୍ଟା ଅଭିଯୋଗ କଲେ ରାହୁଲ ଗାନ୍ଧୀ
ନୂଆଦିଲ୍ଲୀ : ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ କୋଲକାତାର ଆରଜି କର ଡାକ୍ତରଖାନାରେ ତାଲିମପ୍ରାପ୍ତ ଡାକ୍ତରଙ୍କ ବଳାତ୍କାର ଏବଂ ହତ୍ୟା ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି। ଏକ ଏକ୍ସ ପୋଷ୍ଟରେ ରାହୁଲ ଗାନ୍ଧୀ କହିଛନ୍ତି ଯେ ପୀଡ଼ିତାଙ୍କୁ ନ୍ୟାୟ ଦେବା…
ହିନ୍ଦୁ ମାନଙ୍କର ଏକତା,ବିକ୍ଷୋଭ ଓ ଭାରତର ବିରୋଧ ପରେ ବାଂଲାଦେଶ ନିଜ ସ୍ୱର ବଦଳାଇଲା
ନୂଆଦିଲ୍ଲୀ : ବାଂଲାଦେଶରେ ହିଂସା ପରେ ଦେଶରେ ଏକ ମଧ୍ଯବର୍ତ୍ତୀକାଳୀନ ସରକାର ଗଠନ କରାଯାଇଛି। ପରିସ୍ଥିତିକୁ ନିଯ଼ନ୍ତ୍ରଣକୁ ଆଣିବା ପାଇଁ ପ୍ରୟାସ କରାଯାଉଛି। ତେବେ ପୂର୍ବତନ ପ୍ରଧାନମନ୍ତ୍ରୀ ହସିନା ଦେଶ ଛାଡ଼ିବା ପରେ ହିନ୍ଦୁମାନେ ଅତ୍ୟାଚାରର ଶିକାର ହୋଇଥିଲେ। ହିନ୍ଦୁମାନଙ୍କ ଉପରେ…
ଯ଼ୁନିଫର୍ମ ସିଭିଲ୍ କୋଡ୍..ମୋଦୀଙ୍କ ନୂଆ ମିଶନକୁ ଶୁଣି SC ର ମୁଖ୍ୟ ବିଚାରପତି ହସିଦେଲେ
ନୂଆଦିଲ୍ଲୀ : ଅଗଷ୍ଟ 15 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ୱାଧୀନତାର ୭୮ତମ ବାର୍ଷିକୀ ଅବସରରେ ଦେଶକୁ ସମ୍ବୋଧିତ କରିଥିଲେ। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଧର୍ମନିରପେକ୍ଷ ନାଗରିକ ସଂହିତା ବିଷୟରେ ଉଲ୍ଲେଖ କରିଥିଲେ। ଏହି ଅବସରରେ ଭାରତର ପ୍ରଧାନ ବିଚାରପତି…
ମାଳଦ୍ୱୀପ ୨୮ଟି ଦ୍ୱୀପପୁଞ୍ଜର ବିକାଶ କାର୍ଯ୍ଯ ଭାରତକୁ ହସ୍ତାନ୍ତର କଲା,ପୁଣି ଭାରତ ମୁହାଁ ମୁଇଜୁ
ନୂଆଦିଲ୍ଲୀ : ଭାରତ ସହିତ ବନ୍ଧୁତା ରଖିବା ପାଇଁ ମାଳଦ୍ୱୀପ ବାଧ୍ୟ। ଭାରତ ମାଳଦ୍ୱୀପରେ ଅନେକ ବିକାଶମୂଳକ ପ୍ରକଳ୍ପକୁ ମଞ୍ଜୁରୀ ଦେଇଛି। ଯଦି ଏହାକୁ ଫେରାଇ ନିଏ ତେବେ ସମସ୍ୟା ବଢ଼ିପାରେ , ତେଣୁ ମୋଇଜୁଙ୍କ ପାଖରେ ବନ୍ଧୁତ୍ୱର ହାତ ବଢ଼ାଇବା…
ମୋଦୀ ୩.୦ ସରକାରରେ ରାହୁଲ ଗାନ୍ଧୀଙ୍କ ରୋଜଗାର ୪୬ଲକ୍ଷ, ଜାଣନ୍ତୁ କେଉଁଠୁ
ନୂଆଦିଲ୍ଲୀ : ହିଣ୍ଡେନବର୍ଗ ରିପୋର୍ଟ ପ୍ରକାଶ ପାଇବା ପରେ ଲୋକସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଏକ ଭିଡ଼ିଓ ରେ ଜନସାଧାରଣଙ୍କୁ ଶେୟାର ମାର୍କେଟ ନିବେଶ , ସେବି, ପରବର୍ତୀ କ୍ଷତି ବିଷୟରେ କହୁଛନ୍ତି ।…
ପୀଡିତା ଡାକ୍ତରଙ୍କ ସହ ସେ ଦିନ ରାତ୍ରି ଭୋଜନ କରିଥିବା ୩ କନିଷ୍ଠ ଡାକ୍ତରଙ୍କୁ ପୋଲିସର ସମନ
କୋଲକାତା : ଦୁର୍ଘଟଣାର ପୂର୍ବ ରାତିରେ ପୀଡ଼ିତାଙ୍କ ସହ ରାତ୍ରିଭୋଜନ କରିଥିବା ସମସ୍ତ ଚାରିଜଣ କନିଷ୍ଠ ଡାକ୍ତରଙ୍କୁ ପୋଲିସ୍ ଡକାଇଛି। ତେବେ, ୪ ଜଣ ବନ୍ଧୁ ସେହି ଆର୍ଜି କର୍ ମେଡ଼ିକାଲ କଲେଜରେ ପୀଡ଼ିତାଙ୍କ ସହ ରାତ୍ରିଭୋଜନ କରିଥିଲେ, ଯେଉଁଠାରେ ସେ…