ଆସନ୍ତା ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଦଳର ଜର୍ସିର ଉନ୍ମୋଚନ ଭିନ୍ନ ଢଙ୍ଗରେ କଲା ବିସିସିଆଇ

ୱେଷ୍ଟଇଣ୍ଡିଜ ରେ ଆରମ୍ଭ ହେବାକୁ ଯାଉଥିବା ଆସନ୍ତା ଟି-୨୦ ବିଶ୍ୱକପ ପାଇଁ ଆଜି ଟିମ ଇଣ୍ଡିଆର ଅଫିସିଆଲ ଜର୍ସି ଉନ୍ମୋଚିତ ହୋଇଛି। ଧର୍ମଶାଳାର ଏଚପିସିଏ ଷ୍ଟାଡିୟମରେ ଜର୍ସିର ଲଞ୍ଚ ହୋଇଛି ଯାହାକି ଅତ୍ୟନ୍ତ ମନମୁଗ୍ଧକର ଥିଲା। ଉନ୍ମୋଚନ ସମୟରେ ଅଧିନାୟକ ରୋହିତ…

error: Content is protected !!