ଆସନ୍ତାକାଲି ୪ ଘଣ୍ଟା ଜଗା ଦର୍ଶନ ବନ୍ଦ

ପୁରୀ (ସମୀର ରଞ୍ଜନ ନାୟକ): ଆସନ୍ତାକାଲି ଶ୍ରୀମନ୍ଦିରରେ ପଇତାଲାଗି ନୀତି ଅନୁଷ୍ଠିତ ହେଉଥିବା ହେତୁ ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ ୪ ଘଣ୍ଟା ବନ୍ଦ ରହିବ। ଶ୍ରୀଜିଉଙ୍କ ପଇତାଲାଗି ନୀତି ପାଇଁ ସନ୍ଧ୍ୟା ୫ରୁ ରାତି ୯ଟା ପର୍ଯ୍ୟନ୍ତ ୪ ଘଣ୍ଟା ପାଇଁ…

ନାଭାଲ କନସର୍ଟ ମନ ମୋହିଲା।

ପୁରୀ (ସମୀର ରଞ୍ଜନ ନାୟକ ): ଆସନ୍ତା ଡିସେମ୍ବର ୪ ତାରିଖରେ ପୁରୀ ବ୍ଲୁ ଫ୍ଲାଗ ବିଚ ଠାରେ ଅନୁଷ୍ଠିତ ହେବ ନୌସେନା ଦିବସ ବା ନାଭି ଡେ ।ଏହାର ଅବବ୍ୟହିତ ପୂର୍ବରୁ ଆଜି ସଂଧ୍ୟାରେ ଟାଉନ ହଲ ଠାରେ ନାଭାଲ…

ପଢ଼ୁଆଁ ହେଲେ ଶ୍ରୀଜିଉ, ମାମୁ ଘରୁ ଆସିଥିଲା ପଢ଼ୁଆଁ ଭାର

ପୁରୀ :(ସମୀର ରଞ୍ଜନ ନାୟକ) ପଢ଼ୁଆଁ ହେବେ ଶ୍ରୀଜିଉ, ମାମୁ ଘରୁ ଗଲା ପଢ଼ୁଆଁ ଭାର । ମାଧବାନନ୍ଦଜିଉଙ୍କ ପୀଠରୁ ଶ୍ରୀମନ୍ଦିର ଗଲା ପଢ଼ୁଆଁ ଭାର । ପାଟବସ୍ତ୍ର ଓ ବିଭିନ୍ନ ଫଳମୂଳ ସହ ଏକଲକ୍ଷ ପୀଠା ଭାରରେ ସାମିଲ ।ମହାପ୍ରଭୁ…

ପୁରୀ ବେଳାଭୂମି ଛାତି ଉପରେ ଜେଟି ନିର୍ମାଣକୁ ଦୃଢ଼ ବିରୋଧ ,କାମ ବନ୍ଦ କଲେ ଜିଲ୍ଲାପାଳ

ପୁରୀ (ସମୀର ରଞ୍ଜନ ନାୟକ) :ପୁରୀ ବେଳାଭୂମି ଛାତି ଉପରେ ଜେଟି ନିର୍ମାଣକୁ ଦୃଢ଼ ବିରୋଧ କରାଯାଇଛି। ବେଳାଭୂମିରେ ଏଭଳି ବିରାଟ ନିର୍ମାଣ ଅବୈଧ ଓ ଏହାକୁ ତୁରନ୍ତ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ଦାବି ଜୋର୍‌ ଧରିଲାଣି। ବିଭିନ୍ନ ସଂଗଠନ ଏହା…

ସ୍ୱର୍ଗଦ୍ୱାରା ଶବ ସଂସାର ପାଇଁ ଝାଉଁ କାଠର ଘୋର ଅଭାବ,ଆଗକୁ ଲୋଡ଼ା କି ବୈଦ୍ୟୁତିକ ଚୁଲା?

ପୁରୀ (ସମୀର ରଞ୍ଜନ ନାୟକ): ପୁରୀ ସ୍ୱର୍ଗଦ୍ୱାରରେ ଲୋଡ଼ା କି ବୈଦ୍ୟୁତିକ ଚୁଲା? ଶବଦାହ ପାଇଁ କାଠ ବଦଳରେ ଆବଶ୍ୟକ କି ବିକଳ୍ପ ବ୍ୟବସ୍ଥା? ସ୍ୱର୍ଗଦ୍ୱାରରେ ଶବ ସଂସ୍କାର ପାଇଁ ଆବଶ୍ୟକ ଝାଉଁ କାଠର ଘୋର ଅଭାବ ଭିତରେ ପରିବେଶବିତ, ପୁରୀ…

ପୁରୀରେ ଡିସେମ୍ବର ୪ ରେ ନୌସେନା ଦିବସ ପାଳିତ ହେବ।

ପୁରୀ (ସମୀର ରଞ୍ଜନ ନାୟକ ): ଡିସେମ୍ବର ୪ ତାରିଖରେ ପୁରୀ ରାଜଭବନ ନିକଟସ୍ଥ ବ୍ଲୁ ଫ୍ଲାଗବିଚ ବେଳାଭୂମି ଠାରେ ନୌସେନା ଦିବସ ବା ନାଭି ଡେ ପାଳିତ ହେବ।ଏଥିରେ ନୌସେନା ର ବିବିଧ କାର୍ଯ୍ୟକ୍ରମ ପ୍ରଦର୍ଶନ ସହ ଚିତ୍ତାକର୍ଷକ ଏୟାର…

ପୁରୀ ଜିଲ୍ଲା ସ୍ତରୀୟ ମତ୍ସ୍ୟ ଓ ପ୍ରାଣି ସମ୍ପଦ ମେଳା ଅନୁଷ୍ଠିତ।

ପୁରୀ (ସମୀର ରଞ୍ଜନ ନାୟକ) : ସରକାର ମତ୍ସ୍ୟ ଓ ପ୍ରାଣି ସମ୍ପଦରେ ଆଗ୍ରହ ରଖୁଥିବା ଚାଷୀ ମାନଙ୍କ ଉନ୍ନତି ଓ ଆର୍ଥିକ ସମୃଦ୍ଧି ପାଇଁ ଅନେକ ବ୍ୟବସ୍ଥା କରିଛନ୍ତି।ଏହି ଯୋଜନା ଓ ବ୍ୟବସ୍ଥା ବିଷୟରେ ହିତାଧିକାରୀଙ୍କୁ ସଚେତନ କରାଇବା ଏହି…

ଅନ୍ଵେଷଣ ର ୪ର୍ଥ ବାର୍ଷିକ ଉତ୍ସବ “ଶିଶୁଙ୍କ ଅଧିକାର ଶିକ୍ଷା, ଭିକ୍ଷା ନୁହେଁ ” ସଭା ଦ୍ଵାରା ସଚେତନତା

ପୁରୀ (ସମୀର ରଞ୍ଜନ ନାୟକ ): ଅଭାବ ଓ ଅବହେଳା ପାଇଁ ଶୈଶବ ବନ୍ଧା ନପଡୁ। ଶିକ୍ଷା ଶିଶୁର ମୌଳିକ ଅଧିକାର, ଭିକ୍ଷା ନୁହେଁ। ବସ୍ତି ପିଲାଙ୍କ ଭିତରେ ମଧ୍ୟ ଅନେକ ପ୍ରତିଭା ତଥା ଦକ୍ଷତା ରହିଛି। ସେସବୁର ବିକାଶ ହେଉ।…

ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଶରଧାବାଲିରେ ଚଳିତ ମାସ ୨୧ ଓ ୨୨ ରେ

ପୁରୀ (ସମୀର ରଞ୍ଜନ ନାୟକ ) : ଜିଲ୍ଲା ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଚଳିତ ମାସ ୨୧ ଓ ୨୨ ତାରିଖରେ ଶରଧାବାଲି ଠାରେ ଅନୁଷ୍ଠିତ ହେବ।ଏଥିରେ ୩୦ ଟି ଷ୍ଟଲ ସହ ଦୈନିକ ୭୦୦ ରୁ…

ଶ୍ରୀ ମହୋଦଧିଙ୍କ ନିତ୍ଯ ସଂଧ୍ଯା ଆଳତୀର ୧୯ତମ ବାର୍ଷିକ ମହୋତ୍ସବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ପୁରୀ (ସମୀର ରଞ୍ଜନ ନାୟକ): ଗୋବର୍ଦ୍ଧନ ପୀଠ ଠାରେ ଆସନ୍ତା ଜାନୁଆରୀ ମାସ ୯ ତାରିଖରେ ହେବାକୁ ଥିବା ତୀର୍ଥରାଜ ଶ୍ରୀମହୋଦଧିଙ୍କ ନିତ୍ଯ ସଂଧ୍ଯା ଆଳତୀର ୧୯ତମ ବାର୍ଷିକ ମହୋତ୍ସବର ୧ମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ମହୋଦଧି…

error: Content is protected !!