ଭୁବନେଶ୍ୱର (ରିପୋର୍ଟ – ସମୀର ରଞ୍ଜନ ନାୟକ ): ବିଧାନସଭାର ଅଧବେଶନ ଶେଷହେବା ପରେ ଆଜି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ନିଜ ନିର୍ବାଚନମଣ୍ଡଳୀ ନିମାପଡା ଗସ୍ତ କରିଥିଲେ I ନିମାପଡାରେ ସୁଭଦ୍ରା ଯୋଜନାକୁ ନେଇ ଜନତାଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଓ…
Category: ବିଶେଷ ଖବର
ଜାତୀୟ ଟାଏକୋଣ୍ଡୋ ପ୍ରତିଯୋଗିତାରେ,ବୁଦ୍ଧିଷ୍ଟ୍ ଟାଏକୋଣ୍ଡୋ ଏକାଡେମୀର ସଫଳତା
ଭୁବନେଶ୍ୱର (ରିପୋର୍ଟ – ସମୀର ରଞ୍ଜନ ନାୟକ):ପ୍ରତ୍ୟେକ ବର୍ଷ ପରି ଏହି ବର୍ଷ ମଧ୍ୟ ଜାତୀୟ ଟାଏକୋଣ୍ଡୋ ପ୍ରତିଯୋଗିତାରେ , ବୁଦ୍ଧିଷ୍ଟ୍ ଟାଏକୋଣ୍ଡୋ ଏକାଡେମୀ କ୍ରୀଡାବିତ୍ ମାନେ ନିଜ ଜିଲ୍ଲା ତଥା ରାଜ୍ୟ ପାଇଁ ଗୌରବ ଅର୍ଜନ କରି ପାରିଛନ୍ତି।ଚଳିତ ମାସ…
ବରଗଡରେ ସ୍କ୍ରବ ଟାଇଫସ୍ ରୋଗ ବ୍ୟାପୁଛି।
ବରଗଡ (ରିପୋର୍ଟ – ମୁକୁନ୍ଦ ଦାସ ) : ବରଗଡରେ ସ୍କ୍ରବ ଟାଇଫସ୍ ରୋଗ ବ୍ୟାପୁଛି। ସୋମବାର ସୁଦ୍ଧା ଜିଲାରେ ୩ଜଣ ସେଥିରେ ଆକ୍ରାନ୍ତ ହୋଇଛନ୍ତି ଏବଂ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ବୋଲି ଜିଲା ଜନସ୍ବାସ୍ଥ୍ୟ hb ଅଧିକାରୀ(ଡିପିଏସଓ) ଡା.…
ରାହୁଲ ଗାନ୍ଧୀ ବିଦେଶରେ ପରିହାସିତ,ଜଣାନାହିଁ ଇଣ୍ଡି ମେଣ୍ଟ ବିଷୟରେ
ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧୀ ତିନି ଦିନିଆ ଆମେରିକା ଗସ୍ତରେ ଅଛନ୍ତି। ଆମେରିକାରେ ନିଜର ମନ୍ତବ୍ୟ ପାଇଁ ରାହୁଲ ଗାନ୍ଧୀ ଭାରତରେ ସମାଲୋଚନାର ଶିକାର ହୋଇଛନ୍ତି। ବର୍ତମାନ ସମୟରେ ରାହୁଲ ଗାନ୍ଧୀଙ୍କ ଏକ ଭିଡିଓ ଭାଇରାଲ ହେଉଛି, ଯାହାକୁ…
ଶହେ ଜନ୍ମ ନେଲେବି ଦେଶବିରୋଧୀଙ୍କୁ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘ ବିଷୟରେ ଜ୍ଞାନ ଆସିବନି
ନୂଆଦିଲ୍ଲୀ : ବିରୋଧୀ ଦଳ ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ତାଙ୍କ ତିନି ଦିନିଆ ଆମେରିକା ଗସ୍ତରେ ବେକାରୀ, ଶିକ୍ଷା ଏବଂ ପ୍ରଯୁକ୍ତିବିଦ୍ୟା ଭଳି ପ୍ରସଙ୍ଗ ଉପରେ ବକ୍ତବ୍ୟ ରଖିଥିଲେ। ସେ କହିଥିଲେ ଯେ ଉଭୟ ପାଶ୍ଚାତ୍ୟ ଦେଶ…
ରେଳ ଧାରଣା ଉପରେ ଗ୍ୟାସ ସିଲିଣ୍ଡର ରଖି କାଳନ୍ଦୀ ଏକ୍ସପ୍ରେସକୁ ଲାଇନଚ୍ୟୁତ ଯୋଜନା ପଣ୍ଡ
କାନପୁର : ସାରା ଦେଶରେ ଟ୍ରେନ୍ଗୁଡ଼ିକର ଲକ୍ଷ୍ୟୀକରଣ ନିରବଚ୍ଛିନ୍ନ ଭାବରେ ଜାରି ରହିଛି। ବର୍ତ୍ତମାନ, ଉତ୍ତର ପ୍ରଦେଶର କାନପୁରରେ ଟ୍ରାକ୍ ଉପରେ ଏକ ସିଲିଣ୍ଡର ରଖି ଟ୍ରେନ୍ ଲାଇନଚ୍ୟୁତ କରିବାର ଏକ ଷଡଯନ୍ତ୍ର ସାମ୍ନାକୁ ଆସିଛି। କାନପୁରରେ, କାଲିନ୍ଦୀ ଏକ୍ସପ୍ରେସ୍ ଟ୍ରାକ୍…
ଋଷିଆ-ୟୁକ୍ରେନ୍ ଯୁଦ୍ଧର ଅବସାନ ପାଇଁ ମସ୍କୋ ଯିବେ ଅଜିତ ଡୋଭାଲ
ନୂଆଦିଲ୍ଲୀ : ଋଷିଆ-ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧର ଅବସାନ ପାଇଁ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି। ଶାନ୍ତି ଆଲୋଚନା ଉଦ୍ଦେଶ୍ୟରେ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍.ଏସ୍.ଏ.) ଅଜିତ ଡୋଭାଲଙ୍କୁ ମସ୍କୋ ପଠାଯିବାର ଯୋଜନା ରହିଛି। ଏହି ପଦକ୍ଷେପକୁ ଭାରତର ବର୍ଦ୍ଧିତ…
କାରଗିଲ ଯୁଦ୍ଧର ୨୫ବର୍ଷ ପରେ ପାକିସ୍ତାନ ମାନିଲା ସତ
ନୂଆଦିଲ୍ଲୀ :ପାକିସ୍ତାନ ସେନା ମୁଖ୍ୟ ଅସୀମ ମୁନିର ନିକଟରେ କାରଗିଲ ଯୁଦ୍ଧରେ ପାକିସ୍ତାନୀ ସେନାର ଭୂମିକାକୁ ସ୍ୱୀକାର କରିବା ପରେ, ଭାରତୀୟ ପ୍ରତିରକ୍ଷା ବିଶେଷଜ୍ଞ ଅନିଲ ଗୌର ଏହି ବିକାଶ ଉପରେ ଧ୍ୟାନ ଦେଇଥିଲେ ଏବଂ କହିଥିଲେ ଯେ ଏହା କାଶ୍ମୀର…
ନିର୍ବାଚନୀ ପରାଜୟ ଓ ସାଂସଦଙ୍କ ଦଳବଦଳ, ନବୀନ ପଟ୍ଟନାୟକଙ୍କ ସାମ୍ନାରେ ବଡ ଚ୍ୟଲେଞ୍ଜ
ଭୁବନେଶ୍ୱର :ପାଖାପାଖି ଅଢେଇ ଦଶନ୍ଧି ଧରି ଶାସନ କରିବା ପରେ, ୨୦୨୪ ଲୋକସଭା ଏବଂ ବିଧାନସଭା ନିର୍ବାଚନରେ ବିଜେଡ଼ିକୁ ଏକ ବଡ଼ ଝଟକା ଲାଗିଛି। ଦଳର ମୁଖ୍ୟ ନବୀନ ପଟ୍ଟନାୟକ ବର୍ତ୍ତମାନ ରାଜ୍ୟରେ କ୍ଷମତାରୁ ବାହାରିଯାଇଛନ୍ତି ଏବଂ ଶାସନ କ୍ଷମତା ବିଜେପି…
ଗଣେଶ ପୂଜା ଅବସରରେ ଗାଁ ଠୁ ସହର ଉତ୍ସବମୁଖର
ଭୁବନେଶ୍ବର (ରିପୋର୍ଟ – ସମୀର ରଞ୍ଜନ ନାୟକ ):ଭାରତୀୟ ସଂସ୍କୃତିର ଆରାଧ୍ୟ ପଞ୍ଚ ଦେବତା ମଧ୍ୟରେ ବୁଦ୍ଧିଦାତା ଶ୍ରୀଗଣେଶ ଅନ୍ୟତମ। ସେ ଅଗ୍ରପୂଜ୍ୟ। ବିଘ୍ନ ବିନାଶକ ହୋଇଥିବାରୁ ଯେ କୌଣସି ଶୁଭକର୍ମ ପାଇଁ ପୂଜା କରିିବା ପୂର୍ବରୁ ପ୍ରଥମେ ଗଣେଶଙ୍କୁ ବନ୍ଦନା…