ଖଲ୍ଲିକୋଟରୁ ୧ କୁଇଣ୍ଟାଲରୁ ଅଧିକ ଗୋ ମାଂସ ଜବତ

ଖଲ୍ଲିକୋଟ (ଅଶ୍ୱିନୀ କୁମାର ମହାନ୍ତି ): ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟରେ ଗୋ ମାଂସ ଜବତ, ୧୦୦କେଜି ରୁ ଅଧିକ ଗୋ ମାଂସ ଜବତ କଲା ଖଲ୍ଲିକୋଟ ବଜରଙ୍ଗୀ ଦଳ। ଖୋର୍ଦ୍ଧା ରୁ ଆକ୍ରମ ଖାନ୍ ନାମକ ଜଣେ ବ୍ୟବସାୟୀ ଏକ ସ୍କୁଟି…

ମୋଟାବାଡି ସରପଞ୍ଚଙ୍କୁ ଆକ୍ରମଣ ଘଟଣାର ଅଭିଯୁକ୍ତକୁ ତୁରନ୍ତ ଗିରଫ ଦାବି କଲା ସରପଞ୍ଚ ସଂଘ

ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ): ବୁଗୁଡା ବ୍ଲକ ମୋଟାବାଡି ପଞ୍ଚାୟତର ସରପଞ୍ଚ ତଥା ସରପଞ୍ଚ ସଂଘର କୋଷାଧକ୍ଷ ପିଣ୍ଟୁ କୁମାର ସେଠୀଙ୍କୁ ଗତକାଲି ଦୀପକ ରାଉତ ନାମକ ଜନୈକ ଯୁବକ ଦ୍ବାରା ମରଣାନ୍ତକ ଆକ୍ରମଣର ଶିକାର ହୋଇଥିଲେ। ସରପଞ୍ଚ ପିଣ୍ଟୁ ବୁଗୁଡା…

ମୋଟାବାଡି ପଞ୍ଚାୟତର ସରପଞ୍ଚଙ୍କୁ ଆକ୍ରମଣ

ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ): ବୁଗୁଡ଼ା ବ୍ଲକ ଅନ୍ତର୍ଗତ ମୋଟାବାଡି ପଞ୍ଚାୟତର ସରପଞ୍ଚ ପିଣ୍ଟୁ ସେଠିଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି l ପିଣ୍ଟୁ ଆଜି ମୋଟାବାଡି-ନାଗିରି ରାସ୍ତାରେ ଥିବା ଝାଞ୍ଜିରୀ ଗାଡ଼ିଆ ନିକଟରେ ରହି କାମ ନିରୀକ୍ଷଣ କରୁଥିବା ବେଳେ…

ବୁଗୁଡ଼ାରେ ଅଁଳା ନବମୀ ଉତ୍ସବ ପାଳିତ

ଗଞ୍ଜାମ /ବୁଗୁଡ଼ା (ସୋରେନ କୁମାର ପ୍ରଧାନ): ବୁଗୁଡ଼ା ଅଞ୍ଚଳର ବିଭିନ୍ନ ମନ୍ଦିରରେ ଅଁଳା ନବମୀ ଉତ୍ସବ ଯଥା ରୀତିନୀତି ପ୍ରକାରେ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ବିରଞ୍ଚି ନାରାୟଣ ମନ୍ଦିର ପରିସରସ୍ଥ ରଘୁନାଥ ମନ୍ଦିରରେ ପୁରୋହିତ ଉମାକାନ୍ତ ଦାଶଙ୍କ ତତ୍ତ୍ବାବଧାନରେ ଉକ୍ତ…

ଖଲ୍ଲିକୋଟ ମନ୍ଦିରରୁ ଚୋରି, ନିର୍ମଳଝର ମନ୍ଦିରରେ କଳାକନା ବୁଲାଇଲେ ଦୁର୍ବୃତ୍ତ

ଗଞ୍ଜାମ (ଅଶ୍ୱିନୀ କୁମାର ମହାନ୍ତି ):ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅଞ୍ଚଳରେ ପୁଣି ଚୋରି। ପର୍ୟ୍ୟଟନ ସ୍ଥଳୀ ନିର୍ମଳଝର ମନ୍ଦିର ହୁଣ୍ଡି ଭାଙ୍ଗି ଲୁଟିନେଲେ ଦୃର୍ବୁତ୍ତ। ଗତ କାଲି ବିଳମ୍ବିତ ରାତିରେ ନିର୍ମଳଝର ପରିସରରେ ଥିବା ନୀଳକଣ୍ଠେଶ୍ଵର ମନ୍ଦିରରୁ ହୁଣ୍ଡି ଭାଙ୍ଗି…

ଜୟ କିଷାନ ସେବାଶ୍ରମ ଝୋଲରି ଠାରେ ଭାଗବତ ପ୍ରବଚନ

ଗଞ୍ଜାମ /ବୁଗୁଡ଼ା (ସୋରେନ କୁମାର ପ୍ରଧାନ):ବୁଗୁଡା ବ୍ଳକ ଅନ୍ତର୍ଗତ ଝୋଲରୀ ଜୟ କିଷାନ ସେବାଶ୍ରମରେ ଦୁଇ ଦିନ ଧରି ଭାଗବତ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରବଚନ ପ୍ରଦାନକାରୀ ଭାବେ ସାଦେରା ରୋଡ ସ୍ଥିତ ନିତାଇ ଗୌର ମଠ ମହନ୍ତ ଶ୍ରୀ…

ରାତିରେ ସ୍କୁଟି ପୋଡିଦେଲେ ଅଜଣା ଦୁର୍ବୃତ୍ତ

ବୁଗୁଡା (ସୋରେନ କୁମାର ପ୍ରଧାନ ): ବୁଗୁଡା ଏନ୍ଏସି ଅନ୍ତର୍ଗତ ବଡଦାଣ୍ଡ ସାହି ନିବାସୀ ସାଗର ପଣ୍ଡାଙ୍କ ସ୍କୁଟିକୁ ଅଜଣା ଦୁର୍ବୃତ୍ତ ପୋଡି ଦେଇଥିବା ଜଣାଯାଇଛି। ପ୍ରକାଶ ଯେ , ସବୁଦିନ ଭଳି ଗତକାଲି ରାତିରେ ମଧ୍ୟ ସାଗରଙ୍କ ସ୍କୁଟି ଘର…

ତୃତୀୟ ଓ ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷା ଅନୁଷ୍ଠିତ

ବୁଗୁଡ଼ା (ସୋରେନ କୁମାର ପ୍ରଧାନ): ସ୍ଥାନୀୟ ପିପୁଲ୍ସ ହାଇସ୍କୁଲ କେନ୍ଦ୍ରରେ ଆଜି ତୃତୀୟ ଶ୍ରେଣୀ ବୃତ୍ତି ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି । ଏଥରେ ବୁଗୁଡା ଗୋଷ୍ଠୀ ଶିକ୍ଷାଧକାରୀଙ୍କ କାର୍ଯ୍ୟାଳୟ ଅଧୀନସ୍ଥ ବିଭିନ୍ନ ବିଦ୍ୟାଳୟର ୧୩୨ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ…

ମୋଷ୍ଟ ୱାଣ୍ଟେଡ ଥିବା ପ୍ରଦୀପ ପରିଡା ଗିରଫ.

ଗଞ୍ଜାମ/ଖଲ୍ଲିକୋଟ (ଅଶ୍ୱିନୀ କୁମାର ମହାନ୍ତି ): ପୋଲିସ ମୋଷ୍ଟ ୱାଣ୍ଟେଡ ଥିବା ପ୍ରଦୀପ ପରିଡା ଗିରଫ। ଆଜି ଖଲ୍ଲିକୋଟ ପୋଲିସ ର ଏକ ସ୍ପେସିଆଲ ଟିମ ପ୍ରଦୀପ କୁ କେଶପୁର ଅଂଚଳ ରୁ ଗିରଫ କରିବାରେ ସଫଳ ହୋଇଛି। ଗିରଫ ପ୍ରଦୀପ…

ନବ ନିଯୁକ୍ତ ଶିକ୍ଷକ-ଶିକ୍ଷୟତ୍ରୀଙ୍କୁ ସ୍ବାଗତ ସମ୍ବର୍ଦ୍ଧନା

ବୁଗୁଡା (ସୋରେନ କୁମାର ପ୍ରଧାନ): ସ୍ଥାନୀୟ ଶିକ୍ଷକ ଭବନ ପରିସରରେ ନବ ନିଯୁକ୍ତ କନିଷ୍ଠ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ ଉଦ୍ଦେଶ୍ୟରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବୁଗୁଡା ବ୍ଲକ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ସଭାପତି ମନୋରଞ୍ଜନ ଦାଶଙ୍କ…

error: Content is protected !!
Powered by Joinchat