ବୁଗୁଡା ରେ ଆୟୁସ୍ମାନ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ

ଗଞ୍ଜାମ/ବୁଗୁଡା (ସୋରେନ କୁମାର ପ୍ରଧାନ):ଆଜି ସାରା ରାଜ୍ୟରେ ଭର୍ଚୁଆଲ ଆପ୍ ମାଧ୍ୟମରେ ଆୟୁସ୍ମାନ ଭାରତ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କରିଥିବା ବେଳେ ପ୍ରତେକ ବ୍ଳକର ଉପ ସ୍ବାସ୍ଥ୍ୟ କେନ୍ଦ୍ର ଗୁଡିକ ରେ…

ଗଞ୍ଜାମ ପ୍ରସିଦ୍ଧ ଦଣ୍ଡ ଯାତ୍ରା ଉଦଯାପିତ

ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ):ବୁଗୁଡ଼ା ବ୍ଲକର ବିଭିନ୍ନ ଗ୍ରାମରେ ଦଣ୍ଡଯାତ୍ରା, ପଣା ସଂକ୍ରାନ୍ତି ଓ ଓଡିଆ ନବବର୍ଷ ବହୁ ଆଡ଼ମ୍ବର ସହକାରେ ପାଳିତ ହୋଇଯାଇଛି l ଏହାସହ ଶେଷ ହୋଇଯାଇଛି ଦୀର୍ଘ ୨୧ଦିନ ଧରି ଚାଲିଥିବା ପ୍ରସିଦ୍ଧ ଦଣ୍ଡଯାତ୍ରା l ଏଥିସହ…

“ଘୁମୁସର ର ସ୍ବର” ପକ୍ଷରୁ ୧୪୮ତମ ସାହିତ୍ୟ ଆଲୋଚନା ଚକ୍ର ଓ ଭଞ୍ଜ ଜୟନ୍ତୀ

ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ): ଓଡ଼ିଆ ଭାଷା ସାହିତ୍ୟ କଳା ଓ ସଂସ୍କୃତି ଗବେଷଣା ପ୍ରତିଷ୍ଠାନ “ଘୁମୁସର ର ସ୍ବର” ପକ୍ଷରୁ ୧୪୮ତମ ପୁର୍ଣ୍ଣିମା ସାହିତ୍ୟ ଆଲୋଚନା ଚକ୍ର ଓ ଭଞ୍ଜ ଜୟନ୍ତୀ ବାଲିପଦର ଫ୍ରେଣ୍ଡସ୍ କ୍ଳବ୍ ସଭା କକ୍ଷରେ ପ୍ରତିଷ୍ଠାନର…

କିଶୋରୀ ବାଳିକା ଆଲୋଚନା ଚକ୍ର

ଗଞ୍ଜାମ/ବୁଗୁଡ଼ା(ସୋରେନ କୁମାର ପ୍ରଧାନ):ବୁଗୁଡ଼ା ବ୍ଲକ ଅନ୍ତର୍ଗତ ପୋଚାଲୁଣ୍ଡି ମା କାଳୀ କୃଷକ ବିଦ୍ୟାପୀଠ ରେ ଏକ ” କିଶୋରୀ ବାଳିକା ଶିକ୍ଷା ଆଲୋଚନା ଚକ୍ର ” ବିଦ୍ୟାଳୟ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି | ପ୍ରଧାନ ଶିକ୍ଷକ ରମାରଞ୍ଜନ ମିଶ୍ରଙ୍କ ସଭାପତିତ୍ୱ ରେ…

କିଶୋରୀ ବାଳିକା ଆଲୋଚନା ଚକ୍ର

ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ):ବୁଗୁଡ଼ା ବ୍ଲକ ଅନ୍ତର୍ଗତ ପୋଚାଲୁଣ୍ଡି ମା କାଳୀ କୃଷକ ବିଦ୍ୟାପୀଠ ରେ ଏକ ” କିଶୋରୀ ବାଳିକା ଶିକ୍ଷା ଆଲୋଚନା ଚକ୍ର ” ବିଦ୍ୟାଳୟ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି | ପ୍ରଧାନ ଶିକ୍ଷକ ରମାରଞ୍ଜନ ମିଶ୍ରଙ୍କ ସଭାପତିତ୍ୱ…

ତହସିଲଦାରଙ୍କ ନାକତଳେ ସକ୍ରୀୟ ଇଟା ବେପାରୀ

ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ):ବାରମ୍ବାର ଖବର ପ୍ରସାରଣ ପରେ ବୁଗୁଡ଼ା ଅଞ୍ଚଳର ଇଟାଭାଟି ଉପରେ ବୁଗୁଡ଼ା ତହସିଲଦାର ତାପସ ରାଉତ ଚଢ଼ାଉ କରି ଇଟାଭାଟି ଭାଙ୍ଗି ଫାଇନ ଆଦାୟ କରି ଇଟା କାରିଗର ମାନେ ନିଜ ଅଞ୍ଚଳ କୁ ଫେରି ଯିବାକୁ…

ପିପୁଲ୍ସ କଲେଜରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର , ୬୩ ୟୁନିଟ୍ ରକ୍ତ ସଂଗ୍ରହ

ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ ): ଓଡ଼ିଆ ପକ୍ଷ ଉପଲକ୍ଷେ ସ୍ଥାନୀୟ ପିପୁଲ୍ସ କଲେଜ ପକ୍ଷରୁ ସ୍ବପରିସରସ୍ଥ ସମ୍ମିଳନୀ କକ୍ଷରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଶିବିରକୁ ବୁଗୁଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦୁତିକୃଷ୍ଣ ପାତ୍ର ଉଦଘାଟନ କରିଥିବା…

ତାକରଡାରେ ପଞ୍ଚୁଦଣ୍ଡ ମହାମିଳନ

ଗଞ୍ଜାମ/ବୁଗୁଡ଼ା(ସୋରେନ କୁମାର ପ୍ରଧାନ): ବୁଗୁଡ଼ା ବ୍ଲକ ଅନ୍ତର୍ଗତ ତାକରଡା ଗ୍ରାମରେ ପଞ୍ଚୁଦଣ୍ଡ ମହାମିଳନ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଭାବସର , କୁମ୍ପାପଡା , ରଗଡିମରା , ଶରଧାପୁର , ଧନ୍ଦାରପଲ୍ଲୀ ଆଦି ୫ଟି ଗ୍ରାମର ଦଣ୍ଡଯାତ୍ରା ଦଳର ମହାକାଳୀ ଓ…

ବିଜେପିର ପ୍ରତିଷ୍ଠା ଦିବସ ପାଳନ

ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ):ବୁଗୁଡ଼ାରେ ବିଜେପି ପକ୍ଷରୁ ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଛି। ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ଗୋକୁଳାନନ୍ଦ ମଲ୍ଲିକଙ୍କ ନିର୍ଦ୍ଧେଶ କ୍ରମେ ପୋଲସରା ନିର୍ବାଚନ ମଣ୍ଡଳୀ, ବୁଗୁଡା ବ୍ଲକ ଅନ୍ତର୍ଗତ ମାଣିତରା ମଣ୍ଡଳ ତରଫରୁ ମାଳିଝୋଳା ମନ୍ଦିର ପ୍ରାଙ୍ଗଣରେ ବିଜେପିର…

ନିଶାସକ୍ତଓ ଦାରିଦ୍ର୍ୟତା ଯୋଗୁଁ ବିଷ ପାନକରି ମୃତ୍ୟୁ

ଗଞ୍ଜାମ/ବୁଗୁଡ଼ା(ସୋରେନ କୁମାର ପ୍ରଧାନ):ବିଷପାନ କରି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ବ୍ୟକ୍ତି ଜଣଙ୍କ ହେଲେ ବୁଗୁଡ଼ା ଥାନା ଅନ୍ତର୍ଗତ ବିଷ୍ଣୁଚକ୍ର ଗ୍ରାମର ରଙ୍କନିଧି ଘଡେଇ । ବହୁ ଦିନ ଧରି ତାଙ୍କର ସ୍ବାସ୍ଥ୍ୟ ଖରାପ ଥିଲା। ଦାରିଦ୍ର୍ୟତା ଯୋଗୁଁ ଉପଯୁକ୍ତ…

error: Content is protected !!