ସାମ୍ୱାଦିକଙ୍କୁ ଆକ୍ରମଣ ପ୍ରତିବାଦରେ ଖଲିକୋଟ ସାମ୍ୱାଦିକ ସଂଘ ତତଫରୁ ପ୍ରତିବାଦ

ଖଲ୍ଲିକୋଟ (ରିପୋର୍ଟ:- ଅଶ୍ଵିନୀ କୁମାର ମହାନ୍ତି): ଗତକାଲି ନିଉଜ -୭ ର ସୁବର୍ଣ୍ଣପୁର ଜିଲ୍ଲା ପ୍ରତିନିଧି ଧିରେନ୍ଦ୍ର କୁମାର ଦାନୀ ଖବର ସଂଗ୍ରହ ନିମନ୍ତେ ସୁବର୍ଣ୍ଣପୁର ବିଡ଼ିଓ ଙ୍କ କାର୍ଯ୍ୟାଳୟ ଯାଇଥିବା ବେଳେ ବିଡ଼ିଓ ସୌମ୍ୟରଞ୍ଜନ ସ୍ୱାଇଁ ଙ୍କୁ କେତେକ ପ୍ରଶ୍ନ…

ଚୈତନ୍ୟ ମଠରେ ଗୋବର୍ଦ୍ଧନ ପୂଜାତ୍ସୋବ ଅନୁଷ୍ଠିତ

ବୁଗୁଡା (ରିପୋର୍ଟ – ସୋରେନ କୁମାର ପ୍ରଧାନ): ବୁଗୁଡା ବ୍ଲକ ଅନ୍ତର୍ଗତ ବି.କରଡ଼ାବାଡ଼ି ଗ୍ରାମସ୍ଥିତ ଶ୍ରୀ କୃଷ୍ଣ ଚୈତନ୍ୟ ଗୌଡୀୟ ମଠରେ ଗୋବର୍ଦ୍ଧନ ପୂଜାତ୍ସୋବ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ପବିତ୍ର କାର୍ତ୍ତିକ ଶୁକ୍ଲ ପ୍ରତିପଦାରେ ଆୟୋଜିତ ଏହି ଉତ୍ସବ ଅବସରରେ ଶ୍ରୀକୃଷ୍ଣଙ୍କ ଅଭିଷେକ…

ବୁଗୁଡ଼ାରେ କାଳୀ ଓ ଗୋଲିଆରେ ଶ୍ୟାମାକାଳୀ ପୂଜା ଉତ୍ସବ

ବୁଗୁଡ଼ା (ରିପୋର୍ଟ – ସୋରେନ କୁମାର ପ୍ରଧାନ):ଆଲୋକର ପର୍ବ ଦୀପାବଳି ଅବସରରେ ସ୍ଥାନୀୟ ମଦନ ମୋହନ ଛକରେ ସମ୍ପୃକୁ ପୂଜା କମିଟି ପକ୍ଷରୁ ଗତ ଗୁରୁବାର ଅକ୍ଟୋବର ୩୧ ତାରିଖ ଦିନ ମା’ କାଳୀଙ୍କ ପୂଜା ଯଥା ରୀତିନୀତି ପ୍ରକାରେ ଅନୁଷ୍ଠିତ…

ନିଆରା ଢଙ୍ଗରେ ଦୀପାବଳି ପାଳିଲା ଏବିଭିପି

ବୁଗୁଡ଼ା (ରିପୋର୍ଟ – ସୋରେନ କୁମାର ପ୍ରଧାନ):ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ଘୁମୁସର ଜିଲ୍ଲା ବୁଗୁଡ଼ା ନଗର ପକ୍ଷରୁ ଦୀପାବଳି ଉତ୍ସବ ପାଳନ କରାଯାଇଛି।ଏହି ଅବସରରେ ବୁଗୁଡ଼ା ବ୍ଲକ୍ କାନସୁକା ଗ୍ରାମରେ ଛୋଟ ଛୋଟ ପିଲାଙ୍କୁ ନେଇ ସ୍ୱଦେଶୀ ବାଣ ଫୁଟାଇବା…

୫୩ତମ ଆନ୍ତମହାବିଦ୍ଯାଳୟ ପୁରୁଷ କବାଡି ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ବୁଗୁଡା (ରିପୋର୍ଟ – ସୋରେନ କୁମାର ପ୍ରଧାନ): ସ୍ଥାନୀୟ ପିପୁଲ୍ସ କଲେଜ ପରିସରରେ ଆୟୋଜିତ ୫୩ତମ ଆନ୍ତମହାବିଦ୍ଯାଳୟ ପୁରୁଷ କବାଡି ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ପ୍ରାୟୋଜିତ ଉକ୍ତ ଦ୍ବିଦିବସୀୟ ଟୁର୍ଣ୍ଣାମେଣ୍ଟକୁ ପିପୁଲ୍ସ କଲେଜ ସ୍ପୋର୍ଟସ ଆସୋସିଏସନ ଆୟୋଜନ…

ଅଗ୍ନି ବିପର୍ଣ୍ଣ ପରିବାରକୁ ସାହାର୍ଯ୍ୟର ହାତ ବଢାଇଲେ କାହ୍ନl ଚାରିଟେବୁଲ ଟ୍ରଷ୍ଟ

ଖଲ୍ଲିକୋଟ (ରିପୋର୍ଟ – ଅଶ୍ଵିନୀ କୁମାର ମହାନ୍ତି ): ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ କମଳା ପଦର ଗ୍ରାମରେ ଗତକାଲି ଘଟିଥିବା ଭୟାଭୟ ଅଗ୍ନି କାଣ୍ଡରେ ବିପନ୍ନ ପରିବାରକୁ ସହଯୋଗର ହାତ ବଢାଇଲେ କାହ୍ନl ଚାରିଟେବୁଲ ଟ୍ରଷ୍ଟ।ଆଜି ବ୍ରହ୍ମପୁରର କାହ୍ନl ଚାରିଟେବୁଲ ଟ୍ରଷ୍ଟ…

କାର୍ତ୍ତିକ ଦ୍ବିତୀୟ ସୋମବାର , ବର୍ଷା ସତ୍ତ୍ବେ ଶୈବପୀଠ ବୁଦ୍ଧଖୋଲରେ ଶ୍ରଦ୍ଧାଳୁଙ୍କ ଭିଡ଼

ବୁଗୁଡ଼ା (ରିପୋର୍ଟ – ସୋରେନ କୁମାର ପ୍ରଧାନ) : ପୁଣ୍ଯ ଓ ଧର୍ମ ମାସ କାର୍ତ୍ତିକର ଦ୍ବିତୀୟ ସୋମବାର ଦିନ ବର୍ଷା ସତ୍ତ୍ବେ ପ୍ରସିଦ୍ଧ ଶୈବପୀଠ ବୁଦ୍ଧଖୋଲରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାବେଶ ଦେଖିବାକୁ ମିଳିଥିଲା । ପ୍ରାତଃକାଳରରୁ ହିଁ ବୁଦ୍ଧଖୋଲ…

ବରିଷ୍ଠ ନାଗରିକଙ୍କୁ ଦୁବ୍ୟବହାର ! ମାନବାଧିକାର କମିଶନଙ୍କ ତଦନ୍ତ ନିର୍ଦ୍ଦେଶ

ବୁଗୁଡ଼ା (ରିପୋର୍ଟ – ସୋରେନ କୁମାର ପ୍ରଧାନ): ବିଭିନ୍ନ ଦାବି ନେଇ ମେଡି କାଲ ଅଫିସରଙ୍କ ପାଖକୁ ଯାଇଥବା ବୟୋଜ୍ୟେଷ୍ଠ ନାଗରିକଙ୍କୁ ଦୁବ୍ୟବହାର ଅଭିଯୋଗର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ମାନବାଧିକାର କମିଶନ୍ । ସେପ୍ଟେମ୍ବର ୨୫ରେ ବଳଦେବ ସ୍ଵାମୀ ବରିଷ୍ଠ…

ଅଗ୍ନିକାଣ୍ଡ ଘଟି ତିନୋଟି ପରିବାରର ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳି ଭସ୍ମୀଭୂତ

ଖଲ୍ଲିକୋଟ (ରିପୋର୍ଟ – ଅଶ୍ଵିନୀ କୁମାର ମହାନ୍ତି): ଖଲ୍ଲିକୋଟ ବ୍ଳକ ଅନ୍ତର୍ଗତ ତୁଳସୀପୁର ପଞ୍ଚାୟତର କମଳାପଦର ଗ୍ରାମର ଉପର ସାହିରେ ଘଟିଛି ଅଗ୍ନିକାଣ୍ଡ l କାମ୍ପ ଜେନାଙ୍କ ଘରେ ଅସାବଧାନତା ବସତଃ ରାତି ୪ଟା ସମୟରେ ଚୁଲି ନିଆଁ ସମ୍ପ୍ରସାରିତ ହୋଇ…

ପୂର୍ବତନ କାଉନସିଲରଙ୍କ ବିୟୋଗ

ବୁଗୁଡ଼ା (ରିପୋର୍ଟ – ସୋରେନ କୁମାର ପ୍ରଧାନ):ବୁଗୁଡ଼ା ଏନ୍ଏସିର ପୂର୍ବତନ କାଉନସିଲର ରଜନୀ କୁମାରୀ ଦାଶଙ୍କ ବୁଗୁଡ଼ା ନବ ଗୁଞ୍ଜର ସ୍ଥିତ ବାସ ଭବନରେ ଶନିବାର ରାତି ସାଢ଼େ ଦଶଟା ସମୟରେ ପରଲୋକ ଘଟିଛି।ତାଙ୍କର ଜ୍ୟେଷ୍ଠ ପୁତ୍ର ଅମୂଲ୍ୟ କୁମାର ଦାଶଙ୍କ…

error: Content is protected !!
Powered by Joinchat