“ଘୁମୁସର ର ସ୍ବର” ପକ୍ଷରୁ ୧୫୪ତମ ପୁର୍ଣ୍ଣିମା ସାହିତ୍ୟ ଆଲୋଚନା ଚକ୍ର

ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ): ପବିତ୍ର କୁମାର ପୂର୍ଣ୍ଣିମା ଉତ୍ସବ ଅବସରରେ ଗଞ୍ଜାମ ଜିଲ୍ଲାର ଅଗ୍ରଣୀ ସାହିତ୍ୟ ଗବେଷଣା ପ୍ରତିଷ୍ଠାନ ଘୁମୁସର ର ସ୍ବର ବାଲିପଦର ପକ୍ଷରୁ ୧୫୪ ତମ ପୁର୍ଣ୍ଣିମା ସାହିତ୍ୟ ଆଲୋଚନା ଚକ୍ର ବାଲିପଦର ସ୍ଥିତ ଅନନ୍ତ ନଗ୍ର…

ଜାତୀୟ କିକ ବକ୍ସିଂ ପ୍ରତିଯୋଗିତାରେ ବୁଗୁଡ଼ାର ୩ ଜଣଙ୍କୁ ବ୍ରୋଞ୍ଜ ପଦକ

ଗଞ୍ଜାମ/ବୁଗୁଡ଼ା(ସୋରେନ କୁମାର ପ୍ରଧାନ):ଜାତୀୟ କିକ ବକ୍ସିଂ ପ୍ରତିଯୋଗିତାରେ ବୁଗୁଡ଼ାର ୩ ଜଣ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି l ହିମାଞ୍ଚଳ ଆମେଚର କିକ ବକ୍ସିଂ ଆସୋସିଏସନ ଆନୁକୂଲ୍ୟରେ ହିମାଞ୍ଚଳ ପ୍ରଦେଶର ସୋଲାନ ଠାରେ ଆୟୋଜିତ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ଲୋ…

କାନସୁକା ଗ୍ରାମରେ ନେଟୱର୍କ ସମସ୍ୟା

ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ):ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ୍ ଅନ୍ତର୍ଗତ କାନସୁକା ଗ୍ରାମରେ ଦୀର୍ଘ ଦିନ ଧରି ମୋବାଇଲ୍ ନେଟୱର୍କର ଘୋର ସମସ୍ୟା ଦେଖାଦେଇଛି। ବିଶେଷ କରି ଅଗ୍ରଣୀ ମୋବାଇଲ୍ ସେବା ପ୍ରଦାନକାରୀ କମ୍ପାନୀ ଜିଓ ଏବଂ ଏଆରର୍ଟଲ ର ନେଟୱର୍କ…

ବୁଗୁଡ଼ାରେ ଆରଏସଏସର ଶତାବ୍ଦୀ ସମାରୋହ ଅନୁଷ୍ଠିତ

ଗଞ୍ଜାମ/ବୁଗୁଡା (ସୋରେନ କୁମାର ପ୍ରଧାନ): ଚଳିତ ବର୍ଷ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ(ଆରଏସ୍ଏସ୍)ର ଏକ ଶତ ବର୍ଷ ପୂର୍ତ୍ତିରେ ଭାରତର କୋଣ ଅନୁକୋଣରେ ଶତାବ୍ଦୀ ଉତ୍ସବ ପାଳନ ହେଉଥିବା ପରିପ୍ରେକ୍ଷୀରେ ସ୍ଥାନୀୟ ବିରଞ୍ଚି ନାରାୟଣ ପ୍ରଭାତ ଶାଖା ପକ୍ଷରୁ ମଧ୍ୟ ଉକ୍ତ ଶତାବ୍ଦୀ…

ଜୁଆ ଆଡ୍ଡାରେ ଚଢ଼ଉ, ୬ ଗିରଫ

ଗଞ୍ଜାମ/ବୁଗୁଡା (ସୋରେନ କୁମାର ପ୍ରଧାନ): ବୁଗୁଡ଼ା ଥାନା ବାଲିପଦର ଫାଣ୍ଡି ଅନ୍ତର୍ଗତ ବାଲିପଦର ଗ୍ରାମର ପଣ୍ଡା ସାହି କୋଠଘର ସମ୍ମୁଖରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ରବିବାର ସନ୍ଧ୍ୟାରେ ପୁଲିସ ଅଚାନକ ଚଢ଼ଉ କରି ୬ ଜଣ ଜୁଆଡ଼ିଙ୍କୁ ଗିରଫ…

ବୁଗୁଡା-ବେତାରସିଂ ରାସ୍ତା ମରଣଯନ୍ତା

ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ):ବୁଗୁଡ଼ା ବ୍ଲକର ବିଭିନ୍ନ ଗ୍ରାମକୁ ଯାତାୟାତ ନିମନ୍ତେ ଉଦ୍ଦିଷ୍ଟ ବୁଗୁଡା-ବେତାରସିଂ ରାସ୍ତା ଏବେ ଲୋକଙ୍କ ପାଇଁ ମରଣଯନ୍ତା ପାଲଲଟିଛି। ସେହି ରାସ୍ତା ଅନେକ ଛୋଟ ବଡ ଖାଲଖମାରେ ପରିପୂର୍ଣ୍ଣ ଯୋଗୁଁ ଲୋକଙ୍କ ଯାତାୟାତରେ ନାହିଁ ନଥିବା ଅସୁବିଧା…

ଦେଢ ଲକ୍ଷ ଟଙ୍କାର ବାଣ ଜବତ

ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ): ବୁଗୁଡ଼ା ଏନଏସି ଅନ୍ତର୍ଗତ ଅରବିନ୍ଦ ନଗର-୪ର୍ଥ ଲାଇନର ଏକ ଘରେ ଗତ ଗୁରୁବାର ରାତିରେ ପୁଲିସ ଅଚାନକ ଚଢାଉ କରି ବେଆଇନ ଭାବେ ଗଚ୍ଛିତ ଥିବା ବିପୁଳ ପରିମାଣର ବାଣ ଜବତ କରିଛି। ଏହି ସବୁ…

ପିପୁଲସ କଲେଜରେ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ

ଗଞ୍ଜାମ/ବୁଗୁଡା(ସୋରେନ କୁମାର ପ୍ରଧାନ): ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବୁଗୁଡା ପିପୁଲସ କଲେଜର ଯୁବ ରେଡ଼ କ୍ରସ ପକ୍ଷରୁ ଜାତୀୟ ଯକ୍ଷ୍ମା ନିରାକରଣ କାର୍ଯ୍ୟକ୍ରମରେ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ ସେପ୍ଟେମ୍ବର ୨୬ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ଯୁବ ରେଡ କ୍ରସର…

ଦୁର୍ଗାପୂଜା ପାଇଁ ବୁଗୁଡ଼ାରେ ପ୍ରସ୍ତୁତି ଜୋରଦାର

ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ): ଶାରଦୀୟ ଦୁର୍ଗାପୂଜା ପାଇଁ ବୁଗୁଡ଼ା ସହରରେ ଏବେ ଉତ୍ସାହର ମାହୋଲ। ମା’ ଦୁର୍ଗାଙ୍କ ଆଗମନ ପୂର୍ବରୁ ସବୁଆଡ଼େ ଜୋରଦାର ପ୍ରସ୍ତୁତି ଚାଲିଛି। ପୂଜା କମିଟିଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସମସ୍ତେ ମା’ଙ୍କୁ ସ୍ୱାଗତ…

ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜନ୍ମବାର୍ଷିକୀ ପାଳିତ

ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ): ବୁଗୁଡ଼ା ବିଜେପି ପକ୍ଷରୁ ଆଜି ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ବୁଗୁଡ଼ା ବ୍ଲକ କାର୍ଯ୍ୟାଳୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନ୍ତ୍ୟୋଦୟ ଏବଂ ଏକାତ୍ମ ମାନବବାଦର ପ୍ରବର୍ତ୍ତକ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ…

error: Content is protected !!