କଳକାହ୍ନୁ ମିଶ୍ର ସ୍ମୃତି ସଂସଦର ପ୍ରଥମ ବାର୍ଷିକ ଉତ୍ସବ ଓ ରାଜ୍ୟସ୍ତରୀୟ ସମ୍ବର୍ଦ୍ଧନା ପ୍ରଦାନ ଉତ୍ସବ

ସୁବର୍ଣ୍ଣପୁର (ରିପୋର୍ଟ – ଶାନ୍ତନୁ କୁମାର କର୍ଣ୍ଣ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଖଣ୍ଡହତା ଠାରେ ଗୁରୁବାର ଦିନ କଳକାହ୍ନୁ ମିଶ୍ର ସ୍ମୃତି ସଂସଦର ବାର୍ଷିକ ଉତ୍ସବ ଓ ରାଜ୍ୟସ୍ତରୀୟ ସାରସ୍ୱତ ସମ୍ମାନ ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l…

ମା ସୁରେଶ୍ଵରୀଙ୍କ ପୀଠରେ ଆୟୋଜିତ ନବ ଦିନାତ୍ମକ ଚଣ୍ଡୀ ଯଜ୍ଞ ଉଦଯାପିତ

ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ) ସମଗ୍ର ବିଶ୍ୱର କଲ୍ୟାଣ ଓ ଜିଲ୍ଲାର ବିକାଶ ପାଇଁ ସୋନପୁରର ଅଧିଷ୍ଠାତ୍ରୀ ଦେବୀ ମା ସୁରେଶ୍ଵରୀ ଙ୍କ ପୀଠରେ ନବରାତ୍ରି ଅବସରରେ ଗତ ୩ ତାରିଖରୁ ୧୨ ତାରିଖ ଦଶହରା ଯାଏ ଅନୁଷ୍ଟିତ ହୋଇଥିବା ନବ…

ରଥପୁର ଦୁର୍ଗାପୂଜା କମିଟି ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

ସୁବର୍ଣ୍ଣପୁର (ରିପୋର୍ଟ – ଶାନ୍ତନୁ କୁମାର କର୍ଣ୍ଣ) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଉଫୁଲା ପଞ୍ଚାୟତ ଅନ୍ତର୍ଗତ ରଥପୁର ସ୍ଥିତ ଦୁର୍ଗାପୂଜା କମିଟି ଓ ମାହେଶ୍ଵରୀ ସେନା ର ମିଲିତ ଆନୁକୁଲ୍ୟରେ ସ୍ଥାନୀୟ ଦୁର୍ଗା ମଣ୍ଡପ ଠାରେ ସ୍ବେଚ୍ଛାକୃତ ରକ୍ତଦାନ…

କୋଟସମଲାଇରେ ସାର୍ବଜନୀନ ଦୁର୍ଗାପୂଜା,ଚଳିତ ବର୍ଷ ୫୦ ବର୍ଷରେ ପଦାର୍ପଣ

ସୁବର୍ଣ୍ଣପୁର (ରିପୋର୍ଟ-ଶାନ୍ତନୁ କୁମାର କର୍ଣ୍ଣ) : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ କୋଟସମଲାଇ ଠାରେ ଚଳିତ ବର୍ଷ ୫୦ତମ ଦୁର୍ଗାପୂଜା ଅନୁଷ୍ଠିତ ହୋଇଯାଇଛି। ୧୯୭୫ମସିହାରୁ ନିରବଚ୍ଛିନ୍ନ ଭାବରେ ମହାସମାରୋହରେ ଦୁର୍ଗାପୂଜା ହେଉଅଛି। ଚଳିତବର୍ଷ ୫୦ତମ ହୋଇଥିବାରୁ ଦୁର୍ଗାପୂଜା ସୁବର୍ଣ୍ଣ ଜୟନ୍ତୀ ପାଳନ…

ନବରାତ୍ରର ଅନ୍ତିମ ଦିନରେ ମା’ ସୁରେଶ୍ଵରୀ ଙ୍କ ମହିଷାମର୍ଦ୍ଦିନୀ ବେଶ

ସୁବର୍ଣ୍ଣପୁର (ରିପୋର୍ଟ-ଶାନ୍ତନୁ କୁମାର କର୍ଣ୍ଣ) “ଯାଦେବୀ ସର୍ବଭୂତେଷୁ ଦୁର୍ଗା ରୂପେଣସଂସ୍ଥିତା ନମସ୍ତସ୍ୟୈ ନମସ୍ତସ୍ୟୈ ନମସ୍ତସ୍ୟୈ ନମୋନମଃ”ହିନ୍ଦୁଧର୍ମାବଲମ୍ବୀଙ୍କ ପାଇଁ ଶାରଦୀୟ ନବରାତ୍ର ପୂଜା ବହୁତ ପବିତ୍ର ଓ ମହତ୍ତ୍ୱପୁର୍ଣ୍ଣ କୁହାଯାଏ।ଏହି ସମୟରେ ପୂଜାର୍ଚ୍ଚନା କରାଯିବା ଦ୍ୱାରା ମନୋବାଞ୍ଛିତ ଫଳପ୍ରାପ୍ତ ହୁଏ ବୋଲି ପୁରାଣଗ୍ରନ୍ଥ…

ଭାଇର ମଙ୍ଗଳକାମନା କରି ଭାଇଜିଉଁନ୍ତିଆ ଓଷା ପାଳନ କଲେ ଭଉଣୀମାନେ

ସୁବର୍ଣ୍ଣପୁର (ରିପୋର୍ଟ – ଶାନ୍ତନୁ କୁମାର କର୍ଣ୍ଣ ):ଗତକାଲି ଭାଇ ଜିଉନ୍ତିଆ ଓଷା। ପଶ୍ଚିମ ଓଡ଼ିଶାର ଅନେକ ପର୍ବ ମଧ୍ୟରୁ ଆଉ ଏକ ମହାନ ପର୍ବ ହେଉଛି ଏହି ଓଷା । ଭାଇର ମଙ୍ଗଳ କାମନା ପାଇଁ ଉପବାସ କରି ମା’…

ମାଁ ମାହେଶ୍ୱରୀ ଦେବୀଙ୍କ ସ୍ନାନଯାତ୍ରା ଅନୁଷ୍ଠିତ

ସୁବର୍ଣ୍ଣପୁର (ରିପୋର୍ଟ – ଶାନ୍ତନୁ କୁମାର କର୍ଣ୍ଣ ): ଚାରିଆଡ଼େ ଚାଲିଛି ଶକ୍ତି ଆରାଧନା । ଧୂପ,ଦୀପ କର୍ପୁର ,ଭାସ୍କର ,ନୈବେଦ୍ୟ ଆଦିର ସୁଗନ୍ଧରେ ଉଛୁଳି ପଡୁଛି ପରିବେଶ।ଚାଲିଛି ଦେବୀ ଦୁର୍ଗାଙ୍କ ଆରାଧନା।ତାରି ଭିତରେ ଜିଲ୍ଲାର ଦେବୀ ଦୁର୍ଗାଙ୍କ ଭିନ୍ନ ଏକ…

ବୀରମହାରାଜପୁର ଠାରେ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ

ସୁବର୍ଣ୍ଣପୁର (ରିପୋର୍ଟ-ଶାନ୍ତନୁ କୁମାର କର୍ଣ୍ଣ) : ସୁବର୍ଣ୍ଣପୁର ଜିଲ୍ଲା ବିରାମହରାଜପୁର ପଂଚାୟତ ସମିତି ସଭା ଗୃହ ରେ ରେଆର ସୋନପୁର ତରଫରୁ ବେସିକ ନିଡ଼ ଇଣ୍ଡିଆ ସହାୟତା ରେ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି!କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ…

ସତ୍ୟବାଦୀ ଜୁନିୟର କଲେଜରେ ଯୁବ ରେଡକ୍ରସର ପ୍ରବେଶ ଉତ୍ସବ ପାଳିତ

ସୁବର୍ଣ୍ଣପୁର (ରିପୋର୍ଟ-ଶାନ୍ତନୁ କୁମାର କର୍ଣ୍ଣ) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ୍ ଅନ୍ତର୍ଗତ ସତ୍ୟବାଦୀ ଉଚ୍ଚମାଧ୍ୟମିକ ବିଦ୍ୟାଳୟ କଳାପଥର ଠାରେ ରେଡ୍ କ୍ରସ୍ ର ପ୍ରବେଶ ଉତ୍ସବ ଆୟୋଯିତ ହେଇଯାଇଛି । ଜିଲ୍ଲା ରେଡକ୍ରସ କାର୍ଯ୍ୟକାରୀ କମିଟିର ସଭ୍ୟ ତଥା ଅଧ୍ୟକ୍ଷ ଶ୍ରୀକାନ୍ତ…

ବିଶ୍ୱ ମସ୍ତିସ୍କ ପକ୍ଷାଘାତ ଦିବସ ପାଳିତ

ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ) : ସୁବର୍ଣ୍ଣପୁର ଜିଲ୍ଲାର ଅଗ୍ରଣୀ ସ୍ବେଛାସେବୀ ସଂସ୍ଥା ରେଆର ତରଫରୁ ସାମାଜିକ ସୁରକ୍ଷା ଓ ଭିନକ୍ଷମ ସଶକ୍ତିକରଣ ବିଭାଗ ସହାୟତା ରେ ଧୋବାମୁଣ୍ଡା ରେଆର ଡେ଼ କେୟାର ଥେରାପି କେନ୍ଦ୍ର ଠାରେ ବିଶ୍ୱ ମସ୍ତିଷ୍କ ପକ୍ଷ୍ୟାଘାତ…

error: Content is protected !!