ଅନୁଗୋଳ (ଅଜିତ କୁମାର ଭୋଇ): ବଅଁରପାଳ ଥାନା ଅନ୍ତର୍ଗତ ଭୁଗବେରେଣି ଗ୍ରାମର ଜଣେ ମହିଳା କାଳୀ ବାଜରରେ ରାସନ୍ ଦୋକାନ ଦେଇଛନ୍ତି। ତେଣୁ ତାଙ୍କ ଦୋକାନରୁ ଚୋରି ହୋଇଥିବା ନେଇ ମହିଳା ଜଣଙ୍କ ଥାନାରେ ଅଭିଯୋଗ କରିଛନ୍ତି। ମିଳିଥିବା ଖବର ଅନୁସାରେ…
Category: ଅନୁଗୁଳ
ଘର କରିବାକୁ ନେଇ ଭିନ୍ନକ୍ଷମ ଝିଅ ଓ ମା କୁ ଆକ୍ରମଣ ନେଇ ଥାନାରେ ଅଭିଯୋଗ
ଅନୁଗୋଳ(ଅଜିତ କୁମାର ଭୋଇ): ବଅଁରପାଳ ଥାନା ଅନ୍ତର୍ଗତ ନୂଆହତା ଗ୍ରାମ ପଞ୍ଚାୟତ ରେ ଘର କରିବାକୁ ନେଇ ଭିନ୍ନକ୍ଷମ ଝିଅ ଓ ମା କୁ ପଡୋଶୀ ଆକ୍ରମଣ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗକାରୀଙ୍କ ସୂଚନା ମୁତାବକ ଅର୍ଣ୍ଣପୂର୍ଣ୍ଣ ଗୋଚ୍ଛାୟତ…
ପାରିବାରିକ କଳହ ନେଇ ଥାନାରେ ଅଭିଯୋଗ
ଅନୁଗୋଳ(ଅଜିତ କୁମାର ଭୋଇ):ବଅଁରପାଳ ଥାନା ଅନ୍ତର୍ଗତ ନୂଆହତା ଗ୍ରାମ ପଞ୍ଚାୟତ ଗଡ଼ ସାହି ରେ ବଡ଼ ଭାଇ ପରିବାର ଆକ୍ରମଣ କରିଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି ସାନଭାଇ ପରିବାର। ଅଭିଯୋଗକାରୀ ଜଣଙ୍କ ହେଲେ ବର୍ଷା ରାଣୀ ଗୋଚ୍ଛାୟତ। ବର୍ଷା ଙ୍କ…
ଚେଇଁ ଶୋଇଛନ୍ତି ମାଇନିଙ୍ଗ ଅଧିକାରୀ , ବାଲି ଧରୁଛି ସ୍ପେଶିଆଲ ସ୍କ୍ୱାର୍ଡ
ଅନୁଗୋଳ (ଅଜିତ କୁମାର ଭୋଇ): ଜିଲ୍ଲାରେ ବଢୁଛି ବେଆଇନ୍ ବାଲି ଚାଲାଣଚେଇଁ ଶୋଇ ପଡ଼ିଛି ମାଇନିଙ୍ଗ ଅଧିକାରୀ , ବାଲି ଧରୁଛି ସ୍ପେଶିଆଲ ସ୍କ୍ୱାର୍ଡଜିଲ୍ଲାରେ ଦିନକୁ ଦିନ ଖଣିଜ ପଦାର୍ଥ ବେଆଇନ୍ ଲୁଟ ହେଉଛି। ତାଳଚେରରେ ଥିବା ଖଣି ଉପ ନିର୍ଦ୍ଦେଶକ…
କଣିହାଁ ରେ ଜିଲ୍ଲା ସ୍ତରୀୟ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ
ଅନୁଗୋଳ (ଅଜିତ କୁମାର ଭୋଇ) : ଜିଲ୍ଲାପାଳ ଶ୍ରୀ ଅବଦାଲ୍ ମୁହମ୍ମଦ ଅଖତରଙ୍କ ଅଧ୍ୟକ୍ଷତାରେ କଣିହାଁ ବ୍ଳକ୍ କାର୍ଯ୍ୟାଳୟ ଠାରେ ଜିଲ୍ଲା ସ୍ତରୀୟ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜନଶୁଣାଣି ଶିବିରରେ ସମୁଦାୟ ୨୬ଟି ଅଭିଯୋଗ ଗ୍ରହଣ କରାଯାଇଥିଲା…
ଜିଲ୍ଲା କାର୍ଯ୍ୟାଳୟରେ ଅଭିଯୋଗ ଶୁଣାଣି
ଅନୁଗୋଳ (ଅଜିତ କୁମାର ଭୋଇ) : ଜିଲ୍ଲା କାର୍ଯ୍ୟାଳୟ ଠାରେ ଅନୁଗୋଳ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ପ୍ରୀତିମୟଙ୍କ ଅଧ୍ୟକ୍ଷତାରେ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ । ଏହି କାର୍ଯ୍ୟକ୍ରମରେ ୨୯ଟି ଅଭିଯୋଗ ଗ୍ରହଣ କରାଯଇଥିଲା ।ସେଥିମଧ୍ୟରୁ ୨୫ଟି ବ୍ୟକ୍ତିଗତ ଓ…
ନାଲକୋ ନଗର ବଣିକ ସଙ୍ଘର ନିର୍ବାଚନ
ଅନୁଗୋଳ(ଅଜିତ୍ କୁମାର ଭୋଇ) : ଅନଗୁଳ ଜିଲ୍ଲା ବନରପାଳ ବ୍ଲକ ଅନ୍ତର୍ଗତ ନାଲକୋ ବଜାର ବଣିକ ସାଙ୍ଗରେ ପୁନଃ ଆଗାମୀ ବର୍ଷ ପାଇଁ ନୂତନ କର୍ମକର୍ତ୍ତା ମନୋନୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି l ଚଳିତ ବର୍ଷ ପାଇଁ ସଙ୍ଘର ସଭାପତି…
ବୁଢାପଙ୍କ ଦିବ୍ୟଦର୍ଶନ ଜ୍ଞାନ ମନ୍ଦିରରେ ଗୁରୁପୂର୍ଣ୍ଣିମା ବା ବ୍ୟାସ ପୂର୍ଣ୍ଣିମା ଉତ୍ସବ ପାଳିତ
ଅନୁଗୋଳ (ଅଜିତ୍ କୁମାର ଭୋଇ): ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ଆଜି ଗୁରୁ ପୂର୍ଣ୍ଣିମା ଅବସରରେ ବୁଢାପଙ୍କ ସ୍ଥିତ ଦିବ୍ୟ ଦର୍ଶନ ଜ୍ଞାନ ମନ୍ଦିରରେ ବ୍ୟାସ ପୂର୍ଣ୍ଣିମା ବା ଗୁରୁ ପୂର୍ଣ୍ଣିମା ପାଳିତ ହୋଇ ଯାଇଛି। ସଦଗୁରୁ ଶ୍ରୀ…
ଅନଲାଇନ ତାଲିମ ଓ ବୁଥ ସ୍ତରୀୟ ନିର୍ଭୁଲ ଭୋଟର ତାଲିମ ଦିଆଗଲା ବ୍ଲକ କର୍ମଚାରୀଙ୍କୁ
ଅନୁଗୋଳ (ଅଜିତ୍ କୁମାର ଭୋଇ) : ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଭିଡ଼ିଓ କନଫରେନ୍ସ ହଲରେ ଓଶ୍ୱାସ ସଫ୍ଟୱେୟାର୍ ମାଧ୍ୟମରେ ଅନଲାଇନ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏଣିକି କର୍ମଚାରୀ ଆଉ କାଗଜ କଲମ ଦରକାର ନକରି ସିଧାସଳଖ ବ୍ଲକ ସ୍ତରରେ ଅନୁଷ୍ଠିତ…
ଭିଜିଲାନ୍ସ ଜାଲରେ ଛନ୍ଦା ହେଲେ ଲାଞ୍ଚୁଆ ତାଳଚେର ଥାନା ଏଏସଆଇ
ଅନୁଗୋଳ (ଅଜିତ କୁମାର ଭୋଇ): ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ତାଳଚେର ଥାନା ଏଏସଆଇ ଧରଣୀଧର ନାଥ । ବେଲ କରାଇ ଦେବା ପାଇଁ ଜନ୍ଦାବାହାଳ ଗ୍ରାମର ପ୍ରୀତି ରଞ୍ଜନ ଭୁକ୍ତା ଠାରୁ ୩ ହଜାର ଟଙ୍କା ଲାଞ୍ଚ…
