ମୁଖ୍ୟ ଜ଼ିଲ୍ଲା ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ

ଅନୁଗୁଳ (ଅଜିତ କୁମାର ଭୋଇ): ଆଜି ଜ଼ିଲ୍ଲା ତାଲିମ କେନ୍ଦ୍ରଠାରେ ମୁଖ୍ୟ ଜ଼ିଲ୍ଲା ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡା: ମଦନ ମୋହନ ପ୍ରଧାନ ଙ୍କ ଅଧ୍ୟକ୍ଷତା ରେ ଜିଲ୍ଲା ସ୍ତରୀୟ ଔଷଧ ଓ ଯନ୍ତ୍ରପାତି ଯୋଗାଣ ପ୍ରକ୍ରିୟା ସମୀକ୍ଷା…

ଜିଲ୍ଲା ସ୍ତରୀୟ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ

ଅନୁଗୋଳ (ଅଜିତ କୁମାର ଭୋଇ): ଆଜି ଜିଲ୍ଲାପାଳ ଶ୍ରୀ ଅବଦାଲ୍ ମୁହମ୍ମଦ ଅଖତରଙ୍କ ଅଧ୍ୟକ୍ଷତାରେ ବଅଁରପାଳ ବ୍ଳକ୍ କାର୍ଯ୍ୟାଳୟ ଠାରେ ଜିଲ୍ଲା ସ୍ତରୀୟ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଆରକ୍ଷୀ ଅଧୀକ୍ଷକ ରାହୁଳ ଜୈନ ଯୋଗ…

ଅନୁଗୋଳରେ ସୁଭଦ୍ରା ଯୋଜନାର ୩ୟ କିସ୍ତି ପ୍ରଦାନ

ଅନୁଗୋଳ (ଅଜିତ କୁମାର ଭୋଇ) : ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝି କୋରାପୁଟ ଜିଲ୍ଲାର ଜୟପୁର ଠାରେ ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ରାଜ୍ୟର କୋଟିଏରୁ ଊର୍ଦ୍ଧ୍ବ ହିତାକାରୀଙ୍କୁ ସୁଭଦ୍ରା ଯୋଜନାର ୩ୟ କିସ୍ତି ପ୍ରଦାନ କରିଛନ୍ତି…

ଓ.ପି ଜିନ୍ଦଲ ଫୁଟବଲ କପ୍ ଉଦଘାଟିତ: ଆଠମଲ୍ଲିକକୁ ହରାଇ ଝାରସୁଗୁଡ଼ା ବିଜୟୀ

ଅନୁଗୁଳ(ଅଜିତ କୁମାର ଭୋଇ) : ଉଦଘାଟନୀ ମୁକାବିଲାରେ ରୋମାଞ୍ଚକର ଲଢ଼େଇ । ଓ.ପି ଜିନ୍ଦଲ ଫୁଟବଲ ଟୁର୍ଣ୍ଣାମେଂଟର ଉଦଘାଟନୀ ମ୍ୟାଚରେ ଆଠମଲ୍ଲିକ ଦଳକୁ ପରାସ୍ତ କରି ଝାରସୁଗୁଡ଼ା ଦଳ ବିଜୟୀ ହୋଇଛି । ନିର୍ଦ୍ଧାରିତ ସମୟ ମଧ୍ୟରେ ଉଭୟ ଦଳ ଗୋଟିଏ…

ଶିକ୍ଷକ ପଦବୀ ପୂରଣ ଦାବିରେ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ

ଅନୁଗୋଳ (ଅଜିତ କୁମାର ଭୋଇ): ବ୍ଲକ ଅନ୍ତର୍ଗତ ପୋକତୁଙ୍ଗା ନୋଡ଼ାଲ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ପଦବୀ ପୂରଣ ଦାବିରେ ଆଜି ଶତାଧିକ ଛାତ୍ରଛାତ୍ରୀ ଏବଂ ଅଭିଭାବକଗଣ ବିଦ୍ୟାଳୟ ସମ୍ମୁଖରେ ବସି ଧାରଣା ଦେଇଥିଲେ ।ମୁଖ୍ୟତଃ ବିଦ୍ୟାଳୟରେ ନବମ ଓ ଦଶମ ଶ୍ରେଣୀ…

ଚନ୍ଦନକାଠ ଜବତ ୨ଗିରଫ

ଅନୁଗୋଳ/ତାଳଚେର(ଅଜିତ କୁମାର ଭୋଇ): ଗତ ଗୁରୁବାର ଦିନ ବିଶେଷ ସୂତ୍ରରୁ ତାଳଚେର ଟାଉନ ପୋଲିସ୍ ଖବର ପାଇ ସୁନା ଖଣି ଗ୍ରାମର ଭାଗିରଥି ମହାରଣା ଓ ତାଙ୍କ ପୁତ୍ର ପିଙ୍କୁ ମହାରଣା ଚନ୍ଦନକାଠ ଚୋରୀକରି ବେଆଉନଭାବେ ଘର ଭିତରେ ରଖିଥିଲେ ଓ…

୫୫ ନମ୍ବର ଜାତୀୟ ରାଜପଥ ଦୁର୍ଘଟଣାରେ ପ୍ରାୟ ୧୦ ଜଣ SOG ଗ୍ରୁପ ଗୁରୁତ୍ତର

ଅନୁଗୋଳ (ଅଜିତ କୁମାର ଭୋଇ): ଅନୁଗୋଳ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ ୫୫ ନମ୍ବର ମୁଣ୍ଡାସାହିଠାରେ ଦୁର୍ଘଟଣାରେ ପ୍ରାୟ ୧୦ ଜଣ SOG ଗ୍ରୁପ ଗୁରୁତ୍ତର ଭାବେ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୭ ଜଣଙ୍କ ଅବସ୍ଥା ଗୁରୁତ୍ତର…

ଚୋରି ହୋଇଥିବା କାର୍ ଉଦ୍ଧାର ୩ଗିରଫ

ଅନୁଗୋଳ/ତାଳଚେର(ଅଜିତ କୁମାର ଭୋଇ): ଗତ ୧୯/୦୭/୨୦୨୫ ଦିନ ଅଭିଯୋଗକାରୀ ସୁଜିତ ସିଂହ ଯାହାଙ୍କ ଘର ବହ୍ଲର ଗ୍ରାମରେ ଅଟେ । ତାଳଚେର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ ଯେ, ତାଙ୍କ ମାରୁତି ସୁଜିକି ଡ଼ିଜିଆଇଆର ନଂ- ଓଡ଼ି୦୨-ଏପି ୨୧୪୯କୁ ତାଙ୍କ…

ଗବେଷକ ବିଭୂତି ସାହୁଙ୍କ ପରଲୋକ

ଅନୁଗୋଳ/ତାଳଚେର(ଅଜିତ କୁମାର ଭୋଇ):ତାଳଚେରର ବିଶିଷ୍ଟ ଗବେଷକ ବିଭୂତି ଭୂଷଣ ସାହୁ (୬୬ ବର୍ଷ)ଙ୍କର ଆଜି ମଧ୍ୟ।।ହ୍ନ ୧ଘଟିକା ସମୟରେ ପରଲୋକ ହୋଇଯାଇଛି । କିଛିଦିନ ଧରି ସେ ଅସୁସ୍ଥ ଥାଇ ନିଜ ବାସଗୃହରେ ଚିକିତ୍ସିତ ହେଉଥିଲେ । ଆଜି ସକାଳେ ତାଙ୍କ…

ଅବସର ଗ୍ରହଣପରେ ଶିକ୍ଷକ ଶିକ୍ଷୟତ୍ରୀଙ୍କ ଦୁଃଖ ନୂତନ ପେନସନ୍ ନୀତିକୁ ଘୋର ନିନ୍ଦା

ଅନୁଗୋଳ (ଅଜିତ କୁମାର ଭୋଇ): ନେତାମନ୍ତ୍ରୀ ସମାଜସେବାରେ ନିୟୋଜିତ ହୋଇ ୫ବର୍ଷ ବିତେଇବା ପରେ ସେମାନେ ଲକ୍ଷାଧିକ ଟଙ୍କା ଦରମା ସହିତ ମୋଟାଅଙ୍କର ପେନସନ୍ ପାଇ ଆସୁଥିବା ବେଳେ ଶିକ୍ଷକ, ଶିକ୍ଷୟତ୍ରୀ ଦୀର୍ଘବର୍ଷ ବିଦ୍ୟାଳୟରେ ପାଠପଢ଼ାଇବା ଠାରୁ ଆରମ୍ଭ କରି ମଧ୍ୟାହ୍ନ…

error: Content is protected !!
Powered by Joinchat