ଜିଲ୍ଲା ତଥା ବ୍ଲକସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡିଛୁଆଁ କାର୍ଯ୍ଯକ୍ରମ ଶୁଭାରମ୍ଭ ହୋଇଯାଇଛି

ଅନୁଗୋଳ(ଅଜିତ କୁମାର ଭୋଇ): ଅନୁଗୋଳ ଜିଲ୍ଲା ପିଟିସି ନୋଡାଲ ଉଚ୍ଚ ବିଦ୍ୟାଳୟ, ପରିସରରେ ଶିଶୁ ବାଟିକା ଓ ପ୍ରଥମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କର ଜିଲ୍ଲା ତଥା ବ୍ଲକସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡିଛୁଆଁ କାର୍ଯ୍ଯକ୍ରମ ଶୁଭାରମ୍ଭ ହୋଇଯାଇଛି । କାର୍ଯ୍ୟକ୍ରମର ସଭାପତି ଭାବରେ…

ଅନୁଗୋଳ ପୋଲିସ ପକ୍ଷରୁ ୯୦ତମ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଛି।

ଅନୁଗୋଳ (ଅଜିତ କୁମାର ଭୋଇ): ସୂଚନା ଯେ, ଅନୁଗୋଳ ଛେଳିଆପଡା ପ୍ୟାରେଡ ପଡିଆ ଠାରେ ଆଜି ୯୦ ତମ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ଅବସରରେ ପୋଲିସ ପ୍ୟାରେଡ ସମାରୋହରେ ଆରକ୍ଷୀ ମହାନିରୀକ୍ଷକ, ଉତ୍ତର କେନ୍ଦ୍ରାଞ୍ଚଳ, ଆରକ୍ଷୀ ପ୍ରଶିକ୍ଷଣ ମହାବିଦ୍ୟାଳୟ…

ଅନୁଗୋଳ ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ପକ୍ଷରୁ ପବିତ୍ର ଉତ୍କଳ ଦିବସ ପାଳିତ

ଅନୁଗୋଳ (ଅଜିତ୍ କୁମାର ଭୋଇ):ଅନୁଗୋଳ ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ପକ୍ଷରୁ ପବିତ୍ର ଓଡ଼ିଶା ତଥା ଉତ୍କଳ ଦିବସ ଏବଂ ଅନୁଗୋଳ ଜିଲ୍ଲା ପ୍ରତିଷ୍ଠା ଦିବସ ପାଳନ କରାଯାଇଛି। ଏହି ପରିପ୍ରେକ୍ଷୀରେ ଜିଲ୍ଲା ସଦର ମହକୁମା ଠାରେ ଏକ ସାଧାରଣ…

ଏକାଦଶାହରେ ଡ଼ଃ ପ୍ରଧାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ

ଅନୁଗୁଳ/ତାଳଚେର (ଅଜିତ୍ କୁମାର ଭୋଇ): ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ପ୍ରାକ୍ତନ ବିଜେପି ରାଜ୍ୟ ସଭାପତି ଓଡିଶା ବିଜେପି ର ପ୍ରାଣ ପ୍ରତିଷ୍ଠାତା ଡ଼ଃ ଦେବେନ୍ଦ୍ର ପ୍ରଧାନ ଙ୍କର ଏକାଦଶାହ ତାଳଚେର ପିଏମଆଇଟି ଠାରେ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ,…

ଗଡ଼ସନ୍ତ୍ରୀସ୍ଥିତ ନେହେରୁ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ

ଅନୁଗୁଳ (ଅଜିତ୍ କୁମାର ଭୋଇ): ବଅଁରପାଳ, ବ୍ଲକ ଅନ୍ତର୍ଗତ ଗଡ଼ସନ୍ତ୍ରୀସ୍ଥିତ ନେହେରୁ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ପ୍ରଧାନ ଶିକ୍ଷୟତ୍ରୀ କଲ୍ୟାଣୀ ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି ବାର୍ଷିକ ଉତ୍ସବରେ ମୁଖ୍ୟଅତିଥି ଭାବେ ୨୭ ନଂ…

ଅନୁଗୁଳ ଜିଲ୍ଲା କ୍ରିକେଟ୍ ଆସୋସିଏସନ ତରଫରୁ ଅନୁଗୁଳ କପ୍ ୨୦୨୫ ଆୟୋଜିତ

ଅନୁଗୁଳ (ଅଜିତ୍ କୁମାର ଭୋଇ): ଅନୁଗୁଳ କପ୍ ୨୦୨୫ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଉଦଯାପନୀ ଦିବସ ଫାଇନାଲ୍_ମ୍ୟାଚ୍ ରେ ଓଡିଶା ସରକାର ଙ୍କର ମାନ୍ୟବର କ୍ରୀଡ଼ା, ଯୁବ ବ୍ୟାପାର, ଉଚ୍ଚଶିକ୍ଷା, ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ମୂଖ୍ୟଅତିଥି ଭାବେ ଯୋଗଦେଇ ବିଜୟୀ ଓ…

ଅନ୍ତର୍ଜାତୀୟ ତାଇକୋଣ୍ଡୋରେ ଭାଗନେବେ ଅନୁଗୋଳର ଶ୍ରେୟନ୍ସ ସାହୁ

ଅନୁଗୋଳ(:ଅଜିତ୍ କୁମାର ଭୋଇ):ଜାନୁଆରୀ ମାସ ୨୮ ତାରିଖ ଠାରୁ ଆସନ୍ତା ମାସ ୨ ତାରିଖ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ସ୍ତରୀୟ ତାଇକୋଣ୍ଡୋ ପ୍ରତିୟୋଗିତା ନେପାଳର ପୋଖରା ଠାରେ ଅନୁଷ୍ଠିତ ହେବାକୁ ଯାଉଅଛି । ଏହି ପ୍ରତିଯୋଗିତାରେ ଅଂଶ୍ରହଣ କରିବା ପାଇଁ ଅନୁଗୋଳ ପୌର…

ଡି.ଏ.ଭି ପବ୍ଲିକ୍ ସ୍କୁଲ୍ ରେ ଗୁରୁ ଦିବସ ପାଳିତ

ଅନୁଗୁଳ : ଡି.ଏ.ଭି. ପବ୍ଲିକ ସ୍କୁଲ,ଏନ୍.ଟି.ପି.ସି ରେ ଗୁରୁ ଦିବସ ମହାଆଡମ୍ବରରେ ପାଳିତ ହୋଇଛି। ଏହି ପବିତ୍ର ଉତ୍ସବରେ ଏନ୍.ଟି.ପି.ସି ମୁଖ୍ୟ ମହାପ୍ରବନ୍ଧକ ଶ୍ରୀଯୁକ୍ତ ବିଜୟ ଚାନ୍ଦ,ସାଗରିକା ଲେଡିଜ୍ କ୍ଲବ ର ଅଧ୍ୟକ୍ଷା ଶୀମତୀ ଭିଭା ଅଗରୱାଲ ତଥା ସହାୟକ ମହାପ୍ରବନ୍ଧକ…

ଡି.ଏ.ବି ପବ୍ଲିକ୍ ସ୍କୁଲ୍,ଏନ୍.ଟି.ପି.ସି./ ଟି.ଟି.ପି.ଏସ୍, ତାଳଚେରରେ ସଂସ୍କୃତ ସପ୍ତାହ ପାଳିତ

ଅନୁଗୁଳ : ବୈଦେଶିକ ବିଦ୍ୱାନ ଏଚ୍.ଏସ୍.ୱିଲସନ୍ କହିଛନ୍ତି -‘ ଭାରତସ୍ଯ ପ୍ରତିଷ୍ଠେ ଦ୍ବେ ସଂସ୍କୃତମ୍ ସଂସ୍କୃତି ତଥା ‘ । ସଂସ୍କୃତ ଭାଷା ସବୁ ଭାଷାର ପୃଷ୍ଠପୋଷକ । କେବଳ ସେତିକି ନୁହେଁ ଏହା ଭାରତୀୟ ସଂସ୍କୃତିର ମୂଳାଧାର। ସଂସ୍କୃତ ଭାଷାର…

error: Content is protected !!