ସ୍ୱଚ୍ଛତା ଅଭିଯାନର ସୈନିକ ସ୍ୱଚ୍ଛ ଭାରତ ସଂଗଠନ

ସୋନପୁର(ରିପୋର୍ଟ -ଚୈତନ୍ୟ ଭୁକ୍ତା): ପବିତ୍ର ଶ୍ରାବଣ ମାସ ଅବସର ରେ ଆଜି ସ୍ୱଚ୍ଛ ଭାରତ ସଂଗଠନ ତରଫରୁ ସୁବର୍ଣ୍ଣମେରୁ ଶୈବପୀଠ ଠାରେ ସ୍ବଚ୍ଛତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା l ଏହି ଅବସର ରେ ସୋନପୁର ର ବିଭିନ୍ନ ଶୈବ ପୀଠ…

ଅଦାଲତରେ ଭଗବାନ ଚିତ୍ରଗୁପ୍ତଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଓଡ଼ିଶାର ପୂର୍ବତନ ମୁଖ୍ଯମନ୍ତ୍ରୀଙ୍କୁ ଚିଠି

ଭୁବନେଶ୍ୱର :ବସ୍ତି-କାୟସ୍ଥ ବାହିନୀ ଇଣ୍ଟରନ୍ୟାସନାଲର ମୁଖ୍ଯ ପଙ୍କଜ ଭାୟା କାୟସ୍ଥ ଆଜି ଓଡ଼ିଶାର ପୂର୍ବତନ ମୁଖ୍ଯମନ୍ତ୍ରୀ ତଥା ବିଜୁ ଜନତା ଦଳର ପ୍ରତିଷ୍ଠାତା ସଭାପତି ନବୀନ ପଟ୍ଟନାଯ଼େକଙ୍କୁ ଏକ ଚିଠି ଲେଖି ଅଦାଲତରେ ଭଗବାନ ଚିତ୍ରଗୁପ୍ତଙ୍କ ମୂର୍ତ୍ତି ସ୍ଥାପନରେ ସହଯୋଗ କରିବାକୁ…

ଚାଷୀ ମୁହଁରେ ଖୁସିର ଲହରୀ

ପୁରୀ(ରିପୋର୍ଟ-ସମୀର ରଞ୍ଜନ ନାୟକ ) : ଗତବର୍ଷ ତୁଳନା ରେ ଚଳିତ ବର୍ଷ ଖରୀଫ ଚାଷ ଆବଶ୍ୟକ ବର୍ଷା ନହେବାରୁ ଚାଷୀମାନେ ଚିନ୍ତାରେ ପଡ଼ିଥିଲେ l ରୁଆ ବେଉସଣ ବାଧାପ୍ରାପ୍ତ ହୋଇଥିଲା l ତେବେ ଗତ ୧୪ ତାରିଖ ରୁ ଲଗାଣ…

ତାଳବଣିଆ ଉନ୍ନୟନ ପରିଷଦ ଦ୍ୱାରା ତାଳ ଚାରା ରୋପଣ

ପୁରୀ (ରିପୋର୍ଟ-ସମୀର ରଞ୍ଜନ ନାୟକ ) : ଆଜି ତାଳବଣିଆ ଉନ୍ନୟନ ପରିଷଦ, ପୁରୀ ତରଫରୁ ତାଳବଣିଆ ଠାରେ ତାଳ ବୃକ୍ଷ ଚାରା ରୋପଣ କରାଯାଇଅଛି l ଏହି ବୃକ୍ଷରୋପଣ କାର୍ଯ୍ୟରେ ମାନ୍ୟବର ପୁରୀ ସାଂସଦ ତଥା ଭାଜପା ରାଷ୍ଟ୍ରୀୟ ପ୍ରବକ୍ତା…

ଓଡ଼ିଶାର ଯ଼ୁନିଫର୍ମ ସେବାରେ ଅଗ୍ନିବୀରଙ୍କୁ ସଂରକ୍ଷଣ ଓ ପାଞ୍ଚ ବର୍ଷ ବୟସ ରିହାତି ମଧ୍ଯ ଦିଆଯିବ।

ଭୁବନେଶ୍ୱର :ଓଡ଼ିଶାର ୟୁନିଫର୍ମଯୁକ୍ତ ସେବାରେ ଅଗ୍ନିବୀର ମାନଙ୍କ ପାଇଁ ସଂରକ୍ଷଣ ରହିବ ଏବଂ ସେମାନଙ୍କୁ ପାଞ୍ଚ ବର୍ଷ ବୟସ ରିହାତି ମଧ୍ଯ ଦିଆଯିବ। ମୁଖ୍ଯମନ୍ତ୍ରୀ ମୋହନ ଚରଣ ମାଝୀ ଅଗ୍ନିବୀରମାନଙ୍କ ପାଇଁ ଏହି ସଂରକ୍ଷଣ ଘୋଷଣା କରିଛନ୍ତି । ଭୁବନେଶ୍ୱରରେ ସାମ୍ବାଦିକମାନଙ୍କ…

ସାମ୍ବାଦିକଙ୍କ ଜେଜେ ମା’ଙ୍କ ପରଲୋକ

ପୁରୀ : ପୁରୀ ଜିଲ୍ଲା ପ୍ରତିନିଧି ସମୀର ରଞ୍ଜନ ନାୟକଙ୍କ ଖୋର୍ଦ୍ଧା ଜିଲ୍ଲା ସ୍ଥିତ ବାସଭଵନରେ ତାଙ୍କ ଜେଜେ ମା ଦୁଃଖୀ ନାୟକ (୯୯) ଗତ ଗୁରୁବାର ପରଲୋକ ହୋଇଛି। ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପିଡିତ ଥିଲେ। ତାଙ୍କ ମୃତ୍ୟୁଶଯ୍ୟା…

ଓଡ଼ିଶା ପାଇଁ ଦ୍ୱିଗୁଣିତ ନିରାଶାଜନକ ବଜେଟ୍-ନବୀନ ପଟ୍ଟନାୟକ

ଭୁବନେଶ୍ୱର : ବିରୋଧୀ ଦଳ ନେତା ତଥା ବିଜେଡ଼ି ଅଧ୍ଯକ୍ଷ ନବୀନ ପଟ୍ଟନାଯ଼କ କହିଛନ୍ତି, ଡବଲ ଇଞ୍ଜିନ୍ ସରକାର ରାଜ୍ଯ ପାଇଁ ଦ୍ୱିଗୁଣିତ ନିରାଶା ଆଣିଥିବା ପ୍ରମାଣିତ ହୋଇଛି। ଗୁରୁବାର ଦିନ ବିଧାନସଭାରେ ମୁଖ୍ଯମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ଉପସ୍ଥାପିତ…

ନବୀନ ପଟ୍ଟନାୟକ ଆଳୁ ଅଭାବ ଦୂର କରିବା ପାଇଁ ମମତା ବାନାର୍ଜୀଙ୍କ ହସ୍ତକ୍ଷେପ ଲୋଡିଛନ୍ତି

ଭୁବନେଶ୍ୱର : ଓଡ଼ିଶାକୁ ଆଳୁ ଯୋଗାଣକୁ ସୁଗମ କରିବା ପାଇଁ ପଶ୍ଚିମବଙ୍ଗ ମୁଖ୍ଯମନ୍ତ୍ରୀ ମମତା ବାନାର୍ଜୀଙ୍କ ହସ୍ତକ୍ଷେପ ଦାବି କରି ଶୁକ୍ରବାର ଦିନ ବିଜୁ ଜନତା ଦଳ ମୁଖ୍ଯ ନବୀନ ପଟ୍ଟନାୟକ ଚିଠି ଲେଖିଛନ୍ତି। ଏହି ଚିଠିରେ ସେ ଗଣମାଧ୍ଯମ ରିପୋର୍ଟ…

ସୁବର୍ଣ୍ଣପୁର ରେ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ସୁବର୍ଣ୍ଣପୁର (ରିପୋର୍ଟ- ଚୈତନ୍ୟ ଭୁକ୍ତା): ସୁବର୍ଣ୍ଣପୁର ଜିଲ୍ଳା ସଦର ମହକୁମାଠାରେ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମାଝୀ ଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷ ରେ ଅନୁଷ୍ଠିତ ହୋଇଯାଇଛି…

ମେକ୍ସ ପିକଅପ ଭେନ ଧକ୍କାରେ ୩ଯୁବକ ମୃତ, ଜଣେ ଗୁରୁତର

ସୁବର୍ଣ୍ଣପୁର(ରିପୋର୍ଟ-ଚୈତନ୍ୟ ଭୁକ୍ତା ): ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ସୋନପୁର ସମ୍ବଲପୁର ରାସ୍ତାର ମାଁ ମେଟାକାନି ମନ୍ଦିର ନିକଟରେ ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣା ଘଟିଯାଇଛି । ଏହି ମନ୍ଦିର ନିକଟ ଏକ ଚା ଦୋକାନରେ ସ୍ଥାନୀୟ ଅଂଚଳର କିଛି ଯୁବକ…

error: Content is protected !!