ଭୁବନେଶ୍ୱର (ରିପୋର୍ଟ – ସମୀର ରଞ୍ଜନ ନାୟକ ): କଳା ଓ ସଂକୃତି ର କ୍ଷେତ ଆମ ରାଜ୍ୟ ଓଡିଶା ଏକଦା ଉତ୍କଳ ମାଟିନାମ ରେ ପରିଚିତ l ଓଡିଶା କୋଣ ଅନୁକୋଣରେ ପାଳିତ ହେଉଥିବା କଳା ସଂକୃତି ଓ ଲୋକ ନ୍ୟୁତ୍ୟ ଭିନ୍ନ l ଖୋର୍ଦ୍ଧା ଜିଲ୍ଲା କେବଳ ଇତିହାସ ରେ ନା କମେଇଛି ତା ନୁହେଁ ଓ କଳା ଓ ସଂକୃତି ତିକୁ ଅବଦାନ କିଛି କମ ନୁହେଁ l
ଖୋର୍ଦ୍ଧା ଜିଲ୍ଲା ଅଧୀନ ସ୍ଥନ ବାଣପୁର ବ୍ଲକ ଅନ୍ତର୍ଗତ ଭାପୁର ଗ୍ରାମରେ ଅନୁଷ୍ଠିତ ହୋଇଛି ମା ବ୍ରାହ୍ମଣୀ ଦେବୀ ଙ୍କ ବାର୍ଷିକ କାଠି ଯାତ୍ରା ଉତ୍ସବ ଅନୁଷ୍ଠିତ ହୋଇଛି ଗତ କାଲି ମଧ୍ୟରାତ୍ରି ରେ ମାଙ୍କ ମନ୍ଦିର ରେ ଆଜ୍ଞାମାଳ ନୀତି କାନ୍ତି ଅନୁଷ୍ଠିତ ହୋଇଛି ଆଜ୍ଞାମାଳ ପରେ କାଠି ଠାକୁରାଣୀ ଗ୍ରାମକୁ ବିଜେ କରିଛନ୍ତି ଏବଂ ସଖାଳୁ ଭୋଗ ଖିଆ ନୀତି କାନ୍ତି ଅନୁଷ୍ଠିତ ହୋଇଛି l ଏହି ବାର୍ଷିକ କାଠି ଯାତ୍ରା ଉତ୍ସବ ଦୁଇ ଦିନ ଧରି ଭା ପୁର ଗ୍ରାମରେ ଅନୁଷ୍ଠିତ ହେବ