ବଅଁରପାଳ ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଆୟୋଜିତ

ଅନୁଗୁଳ(ଅଜିତ କୁମାର ଭୋଇ): ବଅଁରପାଳ ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମ ମହିଧରପୁର ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି ଏଥିରେ କିଛି କୃତିତ୍ୱ ଲାଭ କରିଥିବା ଛାତ୍ର ଛାତ୍ରୀ ମାନେ ଅତ୍ୟନ୍ତ ଆନନ୍ଦିତ ଓ ମାନନୀୟ ଅନୁଗୋଳ ଓ ଛେଣ୍ଡିପଦା ବିଧାୟକ ଓ ୨୮ ନଂ ଜୋନ୍ ଜିଲ୍ଲା ପରିଷଦ ସଭ୍ୟାମୀରା ଗଡ଼ନାୟକ ଙ୍କ ଦ୍ଵାରା ପୁରସ୍କାର ପ୍ରଦାନ ସମୟ ଅତ୍ୟନ୍ତ ଆକର୍ଷଣୀୟ ଥିଲା l

Leave a Reply

Your email address will not be published. Required fields are marked *

error: Content is protected !!