ସାପ କାମୁଡ଼ା ନିବାରଣ ଓ ପରିଚାଳନା ସମ୍ପର୍କିତ ସଚେତନତା ଶିବିର

ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ) : ଓଡିଶା ପୋଲିସ ପ୍ରଶାସନ ଆନୁକୁଲ୍ୟରେ ବୁଗୁଡା ଥାନା ବାଲିପଦର ଫାଣ୍ଡି ପରିସରରେ ସାପ କାମୁଡ଼ା ନିରାକରଣ ଓ ପରିଚାଳନା ଶିବିର ଅନୁଷ୍ଠିତ ହୋଇଯାଇଛି। ଭଞ୍ଜନଗର ଏସଡିପିଓ ଡ.ଦୀପକ କୁମାର ମିଶ୍ରଙ୍କ ପୌରୋହିତ୍ଯରେ ଅନୁଷ୍ଠିତ ଉକ୍ତ…

କୋସଲି ବର୍ଣ୍ଣବୋଧର ପାଣ୍ଡୁଲିପି ଉନ୍ମୋଚନ

ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ) : ସୁବର୍ଣ୍ଣପୁର ଜିଲ୍ଲା ମହାନଦୀ ଯୋଗ ବିହାର ସ୍ଥିତ ଶ୍ରୀ ଗୋପାଲଜୀ ତମଶ୍ଵା ଯୋଗାଳୟ ର ସାଧନା କକ୍ଷରେ ଯୋଗାଳୟ ର ବରିଷ୍ଠ ସଦସ୍ୟ ତଥା ଜଣେ ଲବ୍ଧ ପ୍ରତିଷ୍ଠିତ ସାହିତ୍ୟିକ ଶ୍ରୀଯୁକ୍ତ ଯୋଗୀନ୍ଦ୍ର ପ୍ରସାଦ…

“ସନ୍ଥ ଭୀମଭୋଇ” ଶ୍ରେଷ୍ଠ କୋସଲି ବାୟୋପିକ ଚଳଚିତ୍ର ଭାବେ ପୁରସ୍କୃତ

ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ): ଇଫମା (ଇଣ୍ଡିଆନ ଫିଲ୍ମ ମେକର ଏସୋସିଏସନ) ଦ୍ୱାରା ଆୟୋଜିତ ଓଲିଉଡ଼ ଇଣ୍ଟରନେସନାଲ ଫିଲ୍ମ ଫେଷ୍ଟିଭାଲରେ ସନ୍ଥକବି ଭୀମ ଭୋଇ ଙ୍କ ଜୀବନୀ ଉପରେ ଆଧାରିତ କୋଶଲି ଚଳଚିତ୍ର ସନ୍ଥ ଭୀମଭୋଇ ବେଷ୍ଟ ବାୟୋପିକ ଫିଲ୍ମ ୨୦୨୬…

ନୂତନ ବିଜେପି କାର୍ଯ୍ୟାଳୟର ଉଦ୍ଘାଟନ

ଅନୁଗୋଳ(ଅଜିତ କୁମାର ଭୋଇ) : ବଅଁରପାଳ ବ୍ଲକର ତୁଳସୀପାଳ ଗ୍ରାମ ପଞ୍ଚାୟତର କଙ୍କିନାଳୀଠାରେ ନୂତନ ବିଜେପି କାର୍ଯ୍ୟାଳୟର ଉଦ୍ଘାଟନ ଉତ୍ସବ ଉତ୍ସାହର ସହ ଅନୁଷ୍ଠିତ ହୋଇଛି। ଏହି ଉତ୍ସବରେ ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ…

ଶ୍ରୀବଳଦେବ ଜୀଉଙ୍କ ଘୋଷଯାତ୍ରା ଅନୁଷ୍ଠିତ

କେନ୍ଦୁଝର/ଚମ୍ପୁଆ : (ପ୍ରଦୀପ ମହାନ୍ତ)ଚମ୍ପୁଆରେ ଶ୍ରୀବଳଦେବ ଜୀଉଙ୍କ ଘୋଷଯାତ୍ରା ଭକ୍ତିମୟ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଭୋର ସକାଳୁ ଚତୁର୍ଦ୍ଧା ମୂର୍ତ୍ତିଙ୍କର ସମସ୍ତ ନୀତିକାନ୍ତି ସମ୍ପନ୍ନ ହୋଇଥିଲା । କମିଟି ପକ୍ଷରୁ ପୂର୍ବ ପ୍ରସ୍ତୁତି ଅନୁସାରେ ପଳସା ମାମୁଁ ଘରୁ…

ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ଗୁଣୁପୁର ତହସିଲର ସିରିଝୁଳି ଆର୍ ଆଇ।

ରାୟଗଡ଼ା (ଗୋପୀନାଥ ଗୌଡ଼) : ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଜଣେ ରାଜସ୍ୱ ନିରୀକ୍ଷକ ତଥା ଆରଆଇ। ମ୍ୟୁଟେସନ କାମ ପାଇଁ ଲାଞ୍ଚ ଦାବି କରି ଶେଷରେ ଫସି ଯାଇଛନ୍ତି ଅଫିସର। ମଧ୍ୟାହ୍ନରେ ରାୟଗଡ଼ା ଜିଲ୍ଲା ଗୁଣୁପୁର ତହସିଲ…

ବୁଗୁଡ଼ା ବଡ଼ଦାଣ୍ଡରେ ରଥ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ

ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ):ଆସନ୍ତା ୧୬ ତାରିଖ ଗୁରୁବାର ଦିନ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱପ୍ରସିଦ୍ଧ ପବିତ୍ର ରଥଯାତ୍ରା ପାଇଁ ସ୍ଥାନୀୟ ବୁଗୁଡ଼ା ବଡ଼ଦାଣ୍ଡ ସ୍ଥିତ ରଥଖଳାରେ ନିର୍ମାଣ କାର୍ଯ୍ୟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ମହାପ୍ରଭୁଙ୍କ ଘୋଷଯାତ୍ରାକୁ ଆଉ ମାତ୍ର କେଇଟା…

ନାଗାବଳୀ ନଦୀରେ ଜେକେ କମ୍ପାନୀର ଆଡିବନ୍ଧ।

ରାୟଗଡ଼ (ଗୋପୀନାଥ ଗୌଡ଼) : ରାୟଗଡ଼ ଜେକେ କମ୍ପାନୀ ବାରମ୍ବାର ନାଗାବଳୀ ନଦୀରେ ଆଡ଼ିବନ୍ଧ ବାନ୍ଧି ଅଞ୍ଚଳ ବାସୀଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ଏ ନେଇ ଅଞ୍ଚଳ ବାସି ବାରମ୍ବାର ଜିଲ୍ଲା ପ୍ରଶାସନ ଅଭିଯୋଗ କରିଛନ୍ତି। ତଥାପି, ଜିଲ୍ଲା ପ୍ରଶାସନ…

କାଜୁ ଜଙ୍ଗଲରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ):ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ଅନ୍ତର୍ଗତ ମୋଟାବାଡି ଗୋପୀନାଥ ବିଦ୍ୟାପୀଠ ନିକଟସ୍ଥ କାଜୁ ଜଙ୍ଗଲରେ ଝୁଲି ରହିଛି ଏକ ଅଜଣା ବ୍ୟକ୍ତିର ମୃତ ଦେହ।ମୃତକଙ୍କ ପରିଚୟ ଏଯାଏଁ ମିଳି ପାରିନଥିବା ବେଳେ ତାଙ୍କ ବୟସ ୩୦ରୁ ୩୫…

ପିଏମଶ୍ରୀ ସର୍ଦ୍ଦାର ଅନ୍ତର୍ଯ୍ୟାମୀ ହାଇ ସ୍କୁଲ ପକ୍ଷରୁ ବନ ମହୋତ୍ସବ ସପ୍ତାହ ପାଳିତ

ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ):ଗଞ୍ଜାମ ଜିଲ୍ଲାର ବୁଗୁଡ଼ା ବ୍ଲକ୍ ଅନ୍ତର୍ଗତ ପିଏମଶ୍ରୀ ସର୍ଦ୍ଦାର ଅନ୍ତର୍ଯ୍ୟାମୀ ଉଚ୍ଚ ବିଦ୍ୟାଳୟ ପକ୍ଷରୁ ବନ ମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି । ଶିକ୍ଷାନୁଷ୍ଠାନର ପ୍ରଧାନ ଶିକ୍ଷୟତ୍ରୀ ସରୋଜିନୀ ହାଁସଦା ବୃକ୍ଷ ରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରି…

error: Content is protected !!
Powered by Joinchat