ମେ ୬ରେ ଓଡିଶା ଆସିବେ ମୋଦୀ

ଭୁବନେଶ୍ୱର : ମେ’ ୬ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦୀ ବ୍ରହ୍ମପୁରରେ ବିଶାଳ ରୋଡ଼ ସୋ କରିବେ ଓ ପରେ ନବରଙ୍ଗପୁରରେସାଧାରଣ ସଭାରେ ଯୋଗ ଦେବେ। ଶାହା ଓ ନଡ୍ଡାଙ୍କ ଗସ୍ତ ପରେ ଆସୁଛନ୍ତି PM ମୋଦି। ମୋଦିଙ୍କ ଓଡ଼ିଶା ଗସ୍ତ ନେଇ ବିଜେପି ସୂତ୍ରରୁ ସୂଚନା ପୂର୍ବରୁ ଅମିତ ଶାହ ଓ ଜେପି ନଡା ଆସି ଓଡିଶା ରେ ବିଜେପି କେମିତି ମଜବୁତ ହେବ ଓ କେମିତି ନିର୍ବାଚନ ରେ ଅଧିକ ସିଟ ବିଜେପି ଜିତିବ ସେ ଦିଗରେ କର୍ମୀ ଓ ନେତାଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି l ପ୍ରଧାନମନ୍ତ୍ରୀ ଗସ୍ତ କୁନେଇ କର୍ମୀ ଓ ବିଜେପି ସମର୍ଥକ ମଧ୍ୟରେ ଉତ୍ସହ ଦେଖିବାକୁ ମିଳିଛି l ପ୍ରଧାନମନ୍ତ୍ରୀ ମୋଦି । ସକାଳ ୧୦ଟାରେ ବ୍ରହ୍ମପୁରରେ ଜନସଭାକୁ ସମ୍ବୋଧିତ କରିବେ ମୋଦୀ ଓ ଅପରାହ୍ନ ୧୨ଟା ୩୦ରେ ନବରଙ୍ଗପୁରରେ ଜନସଭା କରିବେ । ରାଜ୍ୟ ବିଜେପି ଉପସଭାପତି ଗୋଲକ ମହାପାତ୍ର ଏହି ସୂଚନା ଦେଇଛନ୍ତି।

One thought on “ମେ ୬ରେ ଓଡିଶା ଆସିବେ ମୋଦୀ

Leave a Reply

Your email address will not be published. Required fields are marked *

error: Content is protected !!