ପୁରୀ :ରଥଯାତ୍ରା ଯେତିକି ପାଖଇ ଯାଉଛି ପ୍ରଶାସନ ଠାରୁ ଆରମ୍ଭ କରି ଵେବସାୟ ପର୍ଯ୍ୟନ୍ତ ସମସ୍ତେ ପ୍ରସ୍ତୁତି ଆରମ୍ଭ କରିଚାଲିଛି ଛନ୍ତି l ଆଉ ଦିନ କେଇଟା ପରେ କାଳିଆ ସାନ୍ତ ବଡ଼ ଭାଇ ଓ ଭଉଣୀ ଙ୍କୁ ସାଙ୍ଗରେ ଧରି ରଥରେ ବସି ରତ୍ନବେଦୀ ରୁ ଜନ୍ମ ବେଦୀ କୁ ଆସିବେ ତେଣୁ କରି ଗୁଣ୍ଡିଚା ମନ୍ଦିର ରେ ପ୍ରସ୍ତୁତି ଚାଲିଛି l ମନ୍ଦିର ର ରଙ୍ଗ କାମ ବର୍ତମାନ ଚାଲିଛି ମୋଟା ମୋଟା ଅନ୍ୟକାମଗୁଡିକ ଶେଷ ପର୍ଯ୍ୟୟ ରେ ପହଂଚିଛି l
ସେପଟେ ରଥ ଖଳାରେ ମଧ୍ୟ ରଥ ନିର୍ମାଣ କାର୍ଯ୍ୟ ଯୋର ସୋରରେ ଚାଲିଛି l ବଡଦାଣ୍ଡର ଦୁଇ ପାର୍ଶ୍ୱରେଥିବା ଉଠା ଦୋକାନ ଗୁଡିକ ମଧ୍ୟ ସ୍ଥାନନ୍ତ ଆରମ୍ଭ ଚାଲିଛି ରାସ୍ତା ସଫେଇ କାର୍ଯ୍ୟ ଗଳିକନ୍ଦି ସଫା ସୂତରଚାଲିଛି l ରେଳବାଇ ବିଭାଗ ଅସ୍ଥାଇ ଟିକେଘର ଓ ଶ୍ରଦ୍ଧାଳୁଙ୍କ ପାଇଁ ରହଣି ପାଇଁ ଟେଣ୍ଡ କାମ ଚାଲିଛି l ପ୍ରଶାସନ ଅଧ୍ୟକାରୀ ମନ୍ତ୍ରୀ ସହିତ ଘନ ଘନ ରଥଯାତ୍ରା ପ୍ରସ୍ତୁତି ର ସମୀକ୍ଷା ଚାଲିଛି
ସମୀର ରଞ୍ଜନ ନାୟକଙ୍କ ରିପୋର୍ଟ