ସାମ୍ବାଦିକଙ୍କ ଜେଜେ ମା’ଙ୍କ ପରଲୋକ

ପୁରୀ : ପୁରୀ ଜିଲ୍ଲା ପ୍ରତିନିଧି ସମୀର ରଞ୍ଜନ ନାୟକଙ୍କ ଖୋର୍ଦ୍ଧା ଜିଲ୍ଲା ସ୍ଥିତ ବାସଭଵନରେ ତାଙ୍କ ଜେଜେ ମା ଦୁଃଖୀ ନାୟକ (୯୯) ଗତ ଗୁରୁବାର ପରଲୋକ ହୋଇଛି। ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପିଡିତ ଥିଲେ।

ତାଙ୍କ ମୃତ୍ୟୁଶଯ୍ୟା ନିକଟରେ ବଡ ପୁଅ,ସାନ ପୁଅ,ଦୁଇ ବୋହୁ ଙ୍କ ସହ ପରିବାର ଲୋକ ଓ ଶୁଭେଛୁ ମାନେ ଉପସ୍ଥିତ ଥିଲେ l ବଡ ପୁଅ ସୁରେଶ ନାୟକ ମୁଖାଗ୍ନି ଦେଇଥିଲେ। ତାଙ୍କ ବିୟୋଗରେ ଅଂଚଳରେ ଶୋକର ଛାୟା ଖେଳିଯାଇଛି। ଆମର ଆତ୍ମା ର ସଦଗତି କାମନା କରୁଛୁ।

Leave a Reply

Your email address will not be published. Required fields are marked *

Powered by Joinchat